ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପମ୍ପ ହାଉସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ଗ୍ରାମର ଇମ୍ଫାର ସିଂଙ୍କ ଝିଅ ଅମୃତା ସିଂ (୧୮ )ଙ୍କ ମୃତଦେହ ବୁଧବାର ସକାଳେ ପମ୍ପ ହାଉସ୍‌ ଭିତରୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ। ତେବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

୨୯ରେ ସମ୍ବଲପୁରରେ ମାଟ୍ରିକ୍ ଚାମ୍ପ

ସମ୍ବଲପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ‌ମେଧାବୀ ଛାତ୍ର ସମ୍ମାନ ସମାରୋହ ‘ମାଟ୍ରିକ୍ ଚାମ୍ପ’ ଆସନ୍ତା ୨୯ ତାରିଖ ସୋମବାର ଦିନ ସକାଳ ୯ଟାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷିୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଇ-ଲର୍ଣ୍ଣିଂ ସେଣ୍ଟର ଅନୁଷ୍ଠିତ ହେବ। ମାଟ୍ରିକ…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ସଜବାଜ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଦେବବିବାହ ଶୀତଳଷଷ୍ଠୀ ପାଇଁ ସବୁଠି ସଜବାଜ ଚାଲିଛି। ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା କଚେରି ଛକ ନିକଟ ଏସ୍‌ବିଆଇ ସମ୍ମୁଖରେ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ଏହି ବାଲୁକା କଳାରେ ଶୀବପାର୍ବତୀଙ୍କ ବିବାହକୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ରାମ କରିଥିବା ଅବସ୍ଥାରେ ଚାଷୀଙ୍କ ଅକାଳ ବିୟୋଗ

ପଡ଼ିଆବାହାଲ: ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ ବାହାମ ଗ୍ରାମରେ ଘଟିଛି ଏକ ଦାରୁଣ ଦୁଃଖ ଦାୟକ ଘଟଣା। ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେଇଥିବା ଏହି ଗ୍ରାମର ଚାଷୀ ସମୀର ବିଶ୍ୱାଳ(୪୬)ଙ୍କ ଅକାଳ ବିୟୋଗ ଘଟିଛି। ବିବରଣୀ ମତେ ସମୀର ଆଜି କ୍ଷେତରେ ପଡ଼ିଥିବା ଧାନ ସଂଗ୍ରହ କରି ମଡ଼ାଇ ଥିଲେ ଓ…
ଅଧିକ ଖବର ଦେଖନ୍ତୁ...

ଯେତେ ଯାତ, ସେତେ ପଥ

ସମ୍ବଲପୁର: ସମ୍ବଲପୁରରେ ବିଭିନ୍ନ ପଡ଼ାର ଶୀତଳଷଷ୍ଠୀ ଯୁଗଳ ଦର୍ଶନ ଶୋଭାଯାତ୍ରା ପାଇଁ ଅଲଗା ଅଲଗା ଯାତ୍ରାପଥ ନିର୍ଧାରିତ କରାଯାଇଛି। ନନ୍ଦପଡ଼ାର ବ˚ ବରାଡ ବାଲୁ˚କେଶ୍ବର ବାବାଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଯଜ୍ଞବରାହ ମନ୍ଦିର (ବାରିହା ଗୁଡ଼ି)ରୁ ଆରମ୍ଭ ହୋଇ ବଡ଼ ସଡ଼କରେ ହାଟପଡ଼ା,…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଶୀତଳଷଷ୍ଠୀ ବରବେଶରେ ମହାଦେବ

ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ସ˚ସ୍କୃତିର ସହର ସମ୍ବଲପୁର ଉତ୍ସବମୁଖର ହୋଇ ଉଠିଛି। ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଦେବଦେବ ମହାଦେବ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିଛନ୍ତି। ବରବେଶୀ ମହାଦେବଙ୍କ ଦର୍ଶନ ପାଇଁ ସହରର ସମସ୍ତ ରାସ୍ତାଘାଟରେ…
ଅଧିକ ଖବର ଦେଖନ୍ତୁ...

ବାବାଙ୍କ ବିବାହ ପାଇଁ‌ ଦେବ ନିମନ୍ତ୍ରଣ; ପ୍ରଭୁ ହନୁମାନ ଦେଲେ ଗୁଆଗୁଣ୍ଡା

ସମ୍ବଲପୁର: ସୋମବାର ପତରପେଣ୍ଡି ସମ୍ପନ୍ନ ହେବା ପରେ ମଙ୍ଗଳବାର ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜା ପାହାଡ଼େଶ୍ବର ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବାଙ୍କ ବିବାହ…
ଅଧିକ ଖବର ଦେଖନ୍ତୁ...

ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ

ସମ୍ବଲପୁର: ସୋମବାର ପତରପେଣ୍ଡି ସମ୍ପନ୍ନ ହେବା ପରେ ମଙ୍ଗଳବାର ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜା ପାହାଡ଼େଶ୍ବର ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବାଙ୍କ ବିବାହ…
ଅଧିକ ଖବର ଦେଖନ୍ତୁ...

ବାବା ବାଲୁଙ୍କେଶ୍ବରଙ୍କ ବିବାହର ସାକ୍ଷୀ ରହିବେ ସାକ୍ଷୀ ଗୋପୀନାଥ

ସମ୍ବଲପୁର: ସର୍ବପୁରାତନ ନନ୍ଦପଡ଼ାର ଶୀତଳଷଷ୍ଠୀ ଯାତ୍ରାରେ ବଂ ବରାଡ଼ ବାଲୁ˚କେଶ୍ବର ବାବା ଏବ˚ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହର ସାକ୍ଷୀ ରହିବା ପାଇଁ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ନନ୍ଦପଡ଼ା ଆଗମନ ହୋଇଛି। ମଙ୍ଗଳବାର ସ˚ଧୢାରେ ନନ୍ଦପଡ଼ାର ଯୁବକମାନେ ସାକ୍ଷୀପଡ଼ାସ୍ଥିତ ସାକ୍ଷୀ…
ଅଧିକ ଖବର ଦେଖନ୍ତୁ...

ଫିଡର୍‌ରୁ କେବୁଲ୍‌ ତାର ଚୋରି, ୩ ଦିନ ହେଲା ରେଡିଓ ବନ୍ଦ

ସମ୍ବଲପୁର: ଆକାଶବାଣୀ ସମ୍ବଲପୁରର ମାନେଶ୍ୱର ସ୍ଥିତ ୧୦୦ କିଲୋୱାଟ୍ ସମ୍ପନ୍ନ ଟ୍ରାନ୍ସମିଟର ଫିଡର୍‌ରୁ ତମ୍ବା କେବୁଲ ତାର ଚୋରି ହୋଇଛି। ଫଳରେ ୩ ଦିନ ହେଲା ରେଡିଓ ଶୁଣିବାରୁ ଲୋକେ ବଞ୍ଚିତ ହେଉଛନ୍ତି। ୬ ମାସ ତଳେ ମଧ୍ୟ ସେହି ତାର ଚୋରି ହୋଇଥିଲା। ବାରମ୍ବାର ଏଭଳି ଚୋରି ହେଉଥିବାରୁ…
ଅଧିକ ଖବର ଦେଖନ୍ତୁ...