ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ, ରୋଗୀଙ୍କୁ ଦେଢ଼ କିଲୋମିଟର ବୋହିଲେ କର୍ମଚାରୀ

ଯୁଯୁମୁରା: ସ୍ଵାଧୀନତାର ୭୬ ବର୍ଷ ପରେ ବି ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। କେହି ଅସୁସ୍ଥ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ବି ପଶିପାରୁନି। ଫଳରେ ରୋଗୀଙ୍କୁ ବୋହି ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଅଗମ୍ୟ ରାସ୍ତାରେ ଆସିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚୁଛନ୍ତି। ସମ୍ବଲପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ବଢିଚାଲିଛି ସାଇବର ଅପରାଧ

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ କମିବା ନାଁ ଧରୁନି। ଅପରାଧୀ ଧରା ନ ପଡ଼ିବାକୁ ବଢ଼ୁଥିବା ସାଇବର ଠକେଇ ସମ୍ବଲପୁରବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏସବୁ ମଧ୍ୟରେ ବୁର୍ଲା ସୌରଭ ବିହାରରେ ରହୁଥିବା ରାମଗୋପାଳ ପାଣିଗ୍ରାହୀ କ୍ଲୋନିଂ ୱେବ୍‌ସାଇଟ୍‌ ମାଧ୍ୟମରେ ସାଇବର୍‌ ଠକେଇର…
ଅଧିକ ଖବର ଦେଖନ୍ତୁ...

ରେଙ୍ଗାଲିଠାରେ ରହିବ ସମଲେଶ୍ବରୀ ଏକ୍ସପ୍ରେସ୍‌

ସମ୍ବଲପୁର: ଏଣିକି ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲି ଷ୍ଟେସନଠାରେ ରହଣି କରିବ। ୧୮୦୦୫ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ାଠାରୁ ୨୮ ଫେବ୍ରୁଆରିରୁ ଏବଂ ୧୮୦୦୬ ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା : ୮ ଗୁରୁତର

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମଲାଙ୍ଗ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ 'ଶ୍ରୀରାମଜୀ' ବରଗଡ଼ରୁ ଭଦ୍ରକ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଥିବାବେଳେ, ୮ ଜଣ…
ଅଧିକ ଖବର ଦେଖନ୍ତୁ...

ଆଇଆଇଏମ୍ ସମ୍ବଲପୁରରେ ୧୦୦ କ୍ୟୁବ୍‌ସ କନକ୍ଲେଭ୍: ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଭାରତରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ଉଦ୍ୟମୀ ଏବଂ ନବୋନ୍ମେଶୀ କରିବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ୧ରେ ଆଇଆଇଏମ, ସମ୍ବଲପୁରରେ ୧୦୦ କ୍ୟୁବ୍‌ସ କନକ୍ଲେଭ୍ ଆୟୋଜନ ହେବାକୁ ଯାଉଛି। ଆଇଆଇଏମ୍ ସମ୍ବଲପୁର ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ,…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ରଙ୍କ ମୋର୍ଚ୍ଚା ସମ୍ଭାଳିଛନ୍ତି ପତ୍ନୀ ମୃଦୁଳା

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭା ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ସଂକେତ ଦେଇସାରିଛନ୍ତି। ସେ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ଆସନ ମଧ୍ୟରୁ ସମ୍ବଲପୁରକୁ ବାଛିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ବାପକୁ ପିଟିପିଟି ମାରିଲା ପୁଅ, ଅଭିଯୁକ୍ତ ଫେରାର

ଯୁଯୁମୁରା: ସମ୍ବଲପୁର ସଦର ଥାନା ଘେନୁୁପାଲି ଗାଁରେ ବୃଦ୍ଧ ବାପକୁ ହତ୍ୟା କଲା ସୈତାନ ପୁଅ। ବାପାକୁ ହତ୍ୟା କରି ଫେରାର ମାରିଲା ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ…
ଅଧିକ ଖବର ଦେଖନ୍ତୁ...

ଆମ ଭାଷାରେ ଦେଶବିଦେଶ ସାହିତ୍ୟର ଅନୁବାଦ ହେଉ: ଜଷ୍ଟିସ୍‌ ସଞ୍ଜୟ ମିଶ୍ର

ସମ୍ବଲପୁର: ‘ଆମର ଭାଷାକୁ ଉନ୍ନତ କରିବା ପାଇଁ ନିଜ ଭାଷାରେ ଲେଖାଯିବା ସହିତ ଦେଶ ବିଦେଶର କ୍ଲାସିକ୍‌ ସାହିତ୍ୟକୁ ଆମ ଭାଷାରେ ଅନୁସୃଜନ କରାଯାଉ। ସ୍ଥାନୀୟ ଗଙ୍ଗାଧର ମଣ୍ଡପଠାରେ ଅନୁଷ୍ଠିତ ‘ଜୁଗାର୍‌ ବଛରିକିଆ ବିଶେଷ ସଂଖ୍ୟା ଉନ୍ମୋଚନ ଉଚ୍ଛବ ଅସ୍ମିତା-୨୩’ରେ ଯୋଗଦେଇ ଝାଡ଼ଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ସାର ବ୍ୟବସାୟୀଙ୍କୁ ଅପହରଣ: ବୁର୍ଲା ଥାନା ଅଞ୍ଚଳରୁ ଉଦ୍ଧାର ଲୁଟି ନେଲେ ୮୦ ହଜାର

ସମ୍ବଲପୁର / ବିନିକା: ସୋମବାର ରାତି ୮ଟା ୪୦। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ଜଣେ ସାର ବ୍ୟବସାୟୀଙ୍କୁ ଏହିସମୟରେ ଅପହରଣ କରାଯାଇଥିଲା। ତେବେ, ପୁଲିସର ତତ୍ପରତା ଯୋଗୁ ଉଦ୍ଧାର ସମ୍ପୃକ୍ତ ବ୍ୟବସାୟୀଙ୍କୁ ଉଦ୍ଧାର ସମ୍ଭବ ହୋଇପାରିଛି। ଏହି ବ୍ୟବସାୟୀ ହେଲେ, ଅଶୋକ କୁମାର…
ଅଧିକ ଖବର ଦେଖନ୍ତୁ...

ଆମ ଭାଷାରେ ଦେଶବିଦେଶ ସାହିତ୍ୟର ଅନୁବାଦ ହେଉ: ଜଷ୍ଟିସ୍‌ ସଞ୍ଜୟ ମିଶ୍ର

ସମ୍ବଲପୁର: ‘ଆମର ଭାଷାକୁ ଉନ୍ନତ କରିବା ପାଇଁ ନିଜ ଭାଷାରେ ଲେଖାଯିବା ସହିତ ଦେଶ ବିଦେଶର କ୍ଲାସିକ୍‌ ସାହିତ୍ୟକୁ ଆମ ଭାଷାରେ ଅନୁସୃଜନ କରାଯାଉ। ସ୍ଥାନୀୟ ଗଙ୍ଗାଧର ମଣ୍ଡପଠାରେ ଅନୁଷ୍ଠିତ ‘ଜୁଗାର୍‌ ବଛରିକିଆ ବିଶେଷ ସଂଖ୍ୟା ଉନ୍ମୋଚନ ଉଚ୍ଛବ ଅସ୍ମିତା-୨୩’ରେ ଯୋଗଦେଇ ଝାଡ଼ଖଣ୍ଡ…
ଅଧିକ ଖବର ଦେଖନ୍ତୁ...