Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଜୁଆ ଚଢ଼ଉ, ୩ କୋର୍ଟ ଚାଲାଣ

0 88

ନୂଆପଡ଼ା: ଶନିବାର ବିଳମ୍ବିତ ରାତିରେ ଲଖନା ଥାନା ଅନ୍ତର୍ଗତ ଚନାମୁଣ୍ଡା ଗ୍ରାମରେ ଜୁଆ ଖେଳ ଚାଲୁଥିବା ସମୟରେ ପୁଲିସ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବା ସହ ୫୭୯୯ ଟଙ୍କା ଜବତ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଲଖନା ଥାନା ଅଧିକାରୀ ସରୋଜ ମଲ୍ଲିକ ପ୍ରକାଶ କରିଛନ୍ତି। ସେମାନେ ହେଲେ ତରବୋଡର ମୋତିରାମ ଅହିର, ଦୁଆରୁ ମୋହରା ଓ ତେଜରାମ ବାଗ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

20 − 5 =