ସାଉଦି ଆରବରେ ବିକ୍ରି ହୋଇଥିବା ଦୁଇଯୁବତୀ ଖସି ଆସିଲେ

ସୁନ୍ଦରଗଡ଼: ସାଉଦି ଆରବରେ ଦୁଇଜଣ ଓଡ଼ିଆ ଯୁବତୀଙ୍କୁ ଦଲାଲ ବିକ୍ରି କରିଥିବା ବେଳେ ସେମାନେ ମଙ୍ଗଳବାର ଖସି ଆସିଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ର ଦୁଇଜଣ ଯୁବତୀଙ୍କୁ ସାଉଦି ଆରବରେ ୨୫ଲକ୍ଷ ଟଙ୍କାରେ ଦଲାଲ ବିକ୍ରି କରି ଦେଇଥିଲା। ତେବେ ଏହି ଦୁଇଜଣ ଯୁବତୀ ଭାରତୀୟ ଦୂତାବାସ ସହାୟତାରେ ସେଠାରେ ମୁକୁଳିବାରେ ସକ୍ଷମ ହୋଇଛନ୍ତି। ସାଉଦି ଆରବରୁ ଖସି ଆସିବା ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ଦୁଇଯୁବତୀ।

ସମ୍ବନ୍ଧିତ ଖବର