Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ରାଉରକେଲା: ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

0 212

ରାଉରକେଲା: ଆଜି ଭୋରରୁ ଛଟ୍‌ ପୂଜା ପାଇଁ ରାଉରକେଲା ବନ୍ଧମୁଣ୍ଡା ନିକଟ କୋଏଲ ନଦୀ ପଠାରେ ମହିଳାମାନଙ୍କ ଭିଡ଼ ଜମିଥିବା ବେଳେ ସେହି ନଦୀରେ ବୁଡ଼ି ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବାଳକ ଜଣକ ହେଉଛନ୍ତି ପରମାନନ୍ଦ ପାଣ୍ଡେ ଓ ସେ ସ୍ଥାନୀୟ ସେଣ୍ଟ୍ରାଲ ସ୍କୁଲରେ ପଢ଼ନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

seven + sixteen =