ବେଆଇନ ବାଲି ଚାଲାଣ ୩ ଟ୍ରାକ୍ଟର ଜବତ ୩୦ ହଜାର ଟଙ୍କା ଜରିମାନା ଆଦାୟ

ସୋନପୁର: ସୋନପୁର ତେଲନଦୀ ବଲଦାପାଲି ଘାଟରୁ ବେଆଇନ ବାଲି ଚାଲାଣ କରୁଥିବା ଅଭିଯୋଗରେ ତହସିଲ ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ୩ଟି ଟ୍ରାକ୍ଟର ଜବତ କରାଯାଇଛି। ଏଥିସହ ସେମାନଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ଦିଆଯାଇଛି । ସୋନପୁର ତହସିଲଦାର ମଘବାନ ବାଘଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା ।

ସମ୍ବନ୍ଧିତ ଖବର