ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ମହିଳାଙ୍କ ଅଶ୍ଳୀଳ ‌ଫଟୋ ଉଠାଇ ବ୍ଲାକ୍‌ମେଲିଂ ଓ ହତ୍ୟା ଅଭିଯୋଗରେ ଜଣେ ଗିରଫ

ସୋନପୁର: ସୋନପୁରର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି ବ୍ଲାକ୍‌ମେଲିଂ ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସୋନପୁର ପୁଲିସ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବରା ଥାନା ତଥା ବାଗବରା ଗାଁର ଅଭିଯୁକ୍ତ ଯୋଗୀନ୍ଦ୍ର ସୋନୀ (୩୪ବର୍ଷ)କୁ ଗିରଫ କରିଛି। ଏ ସମ୍ପର୍କରେ ସୋନପୁର…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ମାମଲା: ଅବସରପ୍ରାପ୍ତ ପ୍ୟାକ୍ସ ସମ୍ପାଦକଙ୍କୁ ୨ ବର୍ଷ ଜେଲ୍‌

ସୋନପୁର/ଉଲୁଣ୍ଡା: ଲାଞ୍ଚ ନେବା ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ପ୍ୟାକ୍ସର ଅବସରପ୍ରାପ୍ତ ସମ୍ପାଦକ ଯୁଗଳକିଶୋର ମିଶ୍ରଙ୍କୁ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବିବରଣୀ ଅନୁଯାୟୀ, ୨୦୧୬…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଏହା ସହ ଜଡିତ ଥିବା ଘୂର୍ଣ୍ଣିବଳୟ ଆଜି (ଗୁରୁବାର) ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ସପ୍ତମରେ ଫେଲ ହେଲେ ବି ଠକିବାରେ ଚମ୍ପିୟାନ, ନାଁକୁ ଶାଢି ବିକନ୍ତି, ଅସଲରେ ଜାଲ ନୋଟ ଛାପନ୍ତି

ଭୁବନେଶ୍ୱର: ଦୁଇଦିନ ତଳେ ଛତିଶଗଡ଼ରୁ ଓଡ଼ିଶା ଯାଏ ଲମ୍ବିଥିବା ଜାଲ୍‌ ନୋଟ୍‌ ରୢାକେଟ୍‌କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଠାବ କରିଥିଲା । ଏହି ଘଟଣାରେ ସୋନପୁର ଉଲୁଣ୍ଡା ଅଞ୍ଚଳର ଦୀପକ ମେହେରକୁ ଗିରଫ କରାଯାଇଛି। ତା’ଠାରୁ ୪୧.୧୬ ଲକ୍ଷର ଟଙ୍କାର ଜାଲ୍‌ ନୋଟ୍‌, ଛପା ମେସିନ୍‌ ଆଦି…
ଅଧିକ ଖବର ଦେଖନ୍ତୁ...

ବିଲହିଡ଼ରୁ ଖସିପଡ଼ି ମହିଳାଙ୍କ ମୃତ୍ୟୁ

ବିନିକା/ମହାଦେବପାଲି: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣି ଗ୍ରାମର ଜଣେ ମହିଳା ନିଜ ଝିଅଘର ବିଲକୁ କାମ କରିବାକୁ ଯାଉଥିବାବେଳେ ବିଲହିଡ଼ ଉପରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରବିବାର ଲଛିପୁର ଥାନା ରେଙ୍ଗାଲି ଗ୍ରାମସ୍ଥିତ ତାଙ୍କ ଝିଅର ବିଲକୁ…
ଅଧିକ ଖବର ଦେଖନ୍ତୁ...

ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ: ୩ ଗିରଫ

ଭୁବନେଶ୍ବର: ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍। ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଏସଟିଏଫ ଟିମ୍ ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି। ଯାହାକୁ ନେଇ ଏସଟିଏଫ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ବେଳେ ସ୍ତ୍ରୀ ଆଗରେ ବୁଡ଼ିଗଲେ ସ୍ବାମୀ, ଉଦ୍ଧାର କରିବାକୁ ଯାଇ ମହିଳା ଗୁରୁତର

ବୀରମହାରାଜପୁର/ସୁବଳୟା: ଜ୍ବାଇଁ ଘର ଗାଁରେ ପୋଖରୀରେ ଗାଧୋଇବା ସମୟରେ ସ୍ତ୍ରୀ ଆଗରେ ସ୍ବାମୀ ପାଣିରେ ବୁଡ଼ିଯାଇଛନ୍ତି। ପାଣିରେ ବୁଡ଼ିଯାଉଥିବା ସ୍ବାମୀଙ୍କୁ ଉଦ୍ଧାର କରିବା ପାଇଁ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏହି ଅପ୍ରୀତିକର ଅଘଟଣରେ ୮୦ ବର୍ଷୀୟ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁରରେ ଛାତ୍ରାବାସ ନିର୍ମାଣରେ ଅର୍ଥ ତୋଷାରପାତ ଅଭିଯୋଗ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର/ସୁବର୍ଣ୍ଣପୁର: ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସ୍ପେସାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ…
ଅଧିକ ଖବର ଦେଖନ୍ତୁ...

ପାତାଳି ଶ୍ରୀକ୍ଷେତ୍ରରେ ଭବ୍ୟ ଜଗନ୍ନାଥ ମନ୍ଦିର କେବେ? ଅନୁମୋଦନକୁ ବିତିଲା ୮ ବର୍ଷ, ଏଥର ବି ଅବହେଳା

ଭୁବନେଶ୍ବର/ସୋନପୁର: ପାତାଳି ଶ୍ରୀକ୍ଷେତ୍ର ନୂଆ ରୂପ ପାଇବ। ଛଲିଆ ପାହାଡ଼ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ। ପାହାଡ଼ ଉପରେ ଥିବା ଗୁମ୍ପାଗୁଡ଼ିକର ମରାମତି କାମ କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ ବଜାର ପରିସର ଖୋଲାଯିବ। ପର୍ଯ୍ୟଟକଙ୍କ ଲାଗି ପାନୀୟ ଜଳ…
ଅଧିକ ଖବର ଦେଖନ୍ତୁ...