ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ: ୩ ଗିରଫ

ଭୁବନେଶ୍ବର: ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍। ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଏସଟିଏଫ ଟିମ୍ ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି। ଯାହାକୁ ନେଇ ଏସଟିଏଫ…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ବେଳେ ସ୍ତ୍ରୀ ଆଗରେ ବୁଡ଼ିଗଲେ ସ୍ବାମୀ, ଉଦ୍ଧାର କରିବାକୁ ଯାଇ ମହିଳା ଗୁରୁତର

ବୀରମହାରାଜପୁର/ସୁବଳୟା: ଜ୍ବାଇଁ ଘର ଗାଁରେ ପୋଖରୀରେ ଗାଧୋଇବା ସମୟରେ ସ୍ତ୍ରୀ ଆଗରେ ସ୍ବାମୀ ପାଣିରେ ବୁଡ଼ିଯାଇଛନ୍ତି। ପାଣିରେ ବୁଡ଼ିଯାଉଥିବା ସ୍ବାମୀଙ୍କୁ ଉଦ୍ଧାର କରିବା ପାଇଁ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏହି ଅପ୍ରୀତିକର ଅଘଟଣରେ ୮୦ ବର୍ଷୀୟ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁରରେ ଛାତ୍ରାବାସ ନିର୍ମାଣରେ ଅର୍ଥ ତୋଷାରପାତ ଅଭିଯୋଗ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର/ସୁବର୍ଣ୍ଣପୁର: ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସ୍ପେସାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ…
ଅଧିକ ଖବର ଦେଖନ୍ତୁ...

ପାତାଳି ଶ୍ରୀକ୍ଷେତ୍ରରେ ଭବ୍ୟ ଜଗନ୍ନାଥ ମନ୍ଦିର କେବେ? ଅନୁମୋଦନକୁ ବିତିଲା ୮ ବର୍ଷ, ଏଥର ବି ଅବହେଳା

ଭୁବନେଶ୍ବର/ସୋନପୁର: ପାତାଳି ଶ୍ରୀକ୍ଷେତ୍ର ନୂଆ ରୂପ ପାଇବ। ଛଲିଆ ପାହାଡ଼ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ। ପାହାଡ଼ ଉପରେ ଥିବା ଗୁମ୍ପାଗୁଡ଼ିକର ମରାମତି କାମ କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ ବଜାର ପରିସର ଖୋଲାଯିବ। ପର୍ଯ୍ୟଟକଙ୍କ ଲାଗି ପାନୀୟ ଜଳ…
ଅଧିକ ଖବର ଦେଖନ୍ତୁ...

ପାତାଳି ଶ୍ରୀକ୍ଷେତ୍ରକୁ ମିଳୁନି ଅନୁଦାନ: ଅନୁମୋଦନକୁ ବିତିଲା ୮ ବର୍ଷ

ସୋନପୁର: ଗତ ଜୁଲାଇ ୪ ତାରିଖ ୫-ଟି ସଚିବ ଭି. କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ କୋଟସମଲେଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରକୁ ପରିଦର୍ଶନରେ ଯାଇଥିଲେ। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଏବଂ କୀର୍ତ୍ତିରାଜି ବୁଲି ଦେଖିଥିଲେ। ଆଶା କରାଯାଉଥିଲା, ଜିଲ୍ଲାର ସମସ୍ତ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏଏସଆଇଙ୍କ ସ୍କୁଟିରେ ଗଞ୍ଜେଇ ଚାଲାଣ; ୧୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୋନପୁର: ସୋନପୁର ପୁଲିସ ଚଢ଼ଉ କରି ୧୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀକୁ ଗିରଫ କରିଛି। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜକିଶୋର ମିଶ୍ର ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୭ଟା ୨୫ ସମୟରେ…
ଅଧିକ ଖବର ଦେଖନ୍ତୁ...

୨ ନାବାଳିକା ଅସଦାଚରଣକାରୀଙ୍କୁ ସଶ୍ରମ କାରାଦଣ୍ଡାଦେଶ

ସୋନପୁର: ନାବାଳିକା ଅସଦାଚରଣ ମାମଲାର ବିଚାର କରି ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ସୁବର୍ଣ୍ଣପୁର ଏଡିଜେ ତଥା ସ୍ବତନ୍ତ୍ର ଜଜ୍ ପୂର୍ଣ୍ଣିମା ଜେନା ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୁବଳୟା ଥାନା ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା; ୯ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୦ ଜିଲ୍ଲାରେ କାଳବୈଶାଖୀ ଜନିତ…

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ଗୁରୁବାର) ପଞ୍ଜାବର ଫିରୋଜ଼ପୁରରୁ ବାହାରି କର୍ଣ୍ଣଲ, ମିରଟ, ଆଜମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବରରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ମୃତଦେହ ଉଦ୍ଧାର

ଆନନ୍ଦପୁର/ଅତାବିରା/ ବିନିକା: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କୋଳିମାଟି ସାପ୍ତାହିକ ହାଟ ପିଣ୍ଡିରୁ ଜଣେ ଅପରିଚିତ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ଘସିପୁରା ପୁଲିସ ମୃତଦେହକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି l ବୃଦ୍ଧା ଜଣକ ସ୍ଥାନୀୟ ଅଞ୍ଚଳରେ ଭିକ ମାଗି…
ଅଧିକ ଖବର ଦେଖନ୍ତୁ...