ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଆଜି ପଶ୍ଚିମ ଓଡିଶାର ଗଣପର୍ବ, ଏହି ସମୟରେ ନବାନ୍ନଲାଗି ହେଉଛି

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାରେ ଖୁବ ଧୁମଧାମରେ ପାଳିତ ହେଉଛି ସେହି ଅଞ୍ଚଳର ଗଣପର୍ବ ନୂଆଖାଇ । ଏହାକୁ ନବାନ୍ନ ବୋଲି ବି କୁହାଯାଏ। ଏହା ଏକ କୃଷିଭିତ୍ତିକ ଉତ୍ସବ । ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ପ୍ରତିବର୍ଷ ଏହାକୁ ପାଳନ କରାଯାଇଥାଏ । ଏହି ପର୍ବରେ…
ଅଧିକ ଖବର ଦେଖନ୍ତୁ...

ହଳଧରଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଲା କୋଶଲ ଏକାଡେମି

ସୋନପୁର : ପଦ୍ମଶ୍ରୀ ହଳଧର ନାଗ ହେଉଛନ୍ତି କୋଶଲି ଭାଷା ସଂସ୍କୃତିର ବାର୍ତ୍ତାବହ। ତାଙ୍କ ପ୍ରତି ଆଘାତ ଅର୍ଥ ସମଗ୍ର ପଶ୍ଚିମ ଓଡ଼ିଶା ପ୍ରତି ଆଘାତ ବୋଲି ମନେ କରାଯିବ। ଏପରିକି ପଦ୍ମଶ୍ରୀ ଶ୍ରୀ ନାଗ କୋଶଲ ସାହିତ୍ୟ-ସଂସ୍କୃତି ଏକାଡେମି ଓ କୋଶଲ ହେରିଟେଜ ଟ୍ରଷ୍ଟର ଉପସଭାପତି ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶବକୁ ଅପମାନ: ହସ୍‌ପିଟାଲରେ ନାହିଁ ମହାପ୍ରୟାଣ ଗାଡ଼ି, ୨ କିଲୋମିଟର ମୃତଦେହକୁ ବୋହି ନେଲେ ପରିବାର ଲୋକେ

ବିନିକା: ଶବକୁ ସମ୍ମାନ ମିଳି ନାହିଁ। ପରିବାର ଲୋକେ ପ୍ରାୟ ୨ କିଲୋମିଟର ଯାଏଁ ମୃତଦେହକୁ କାନ୍ଧରେ ବୋହି ନେଇ ଘରେ ପହଞ୍ଚାଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ଏହି ଘଟଣା ଘଟିଛି। ସୂଚନା ଅନୁସାରେ ବିନିକା ସହର ମନହରିପଡା ଆନନ୍ଦ ମଲ୍ଲିକ…
ଅଧିକ ଖବର ଦେଖନ୍ତୁ...

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ସେପ୍ଟେମ୍ବର ୩ତାରିଖ ସକାଳ ୮ଟା୩୦ ରୁ ୯ଟା ମଧ୍ୟରେ ମା’ଙ୍କଠାରେ ଲାଗି ହେବ ନବାନ୍ନ

ସୁନ୍ଦରଗଡ଼ : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ୩ତାରିଖ ପୂର୍ବାହ୍ନ ୮ଟା ୩୦ ରୁ ୯ଟା ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମା’ ସମଲେଶ୍ୱରୀଙ୍କ ରାଶି…
ଅଧିକ ଖବର ଦେଖନ୍ତୁ...

ଯାତ୍ରା କଳାକାରଙ୍କୁ ଠେଙ୍ଗାରେ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ହାଟ ନିକଟରେ ଗତକାଲି ରାତିରେ ଦୁବୃର୍ତ୍ତଙ୍କ ଠେଙ୍ଗା ମାଡ଼ରେ ଜଣେ ହାସ୍ୟ କଳାକାରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ; ଗତ ଶୁକ୍ରବାର ରାତିରେ ଭୋଗରାଇ ହାଟ ନିକଟ ଗୋଟିଏ ଘରେ ଶୁଭଲଷ୍ମୀ ନାମକ ଏକ ଅପେରା ପାର୍ଟିର ଆଖଡ଼ା ଚାଲିଥିଲା। ଗତକାଲି ରାତି…
ଅଧିକ ଖବର ଦେଖନ୍ତୁ...

ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ କିଭଳି ରହିଛି ବନ୍ୟାଞ୍ଚଳର ସ୍ଥିତି | ଏହାର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଥିବାବେଳେ ତାଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ…
ଅଧିକ ଖବର ଦେଖନ୍ତୁ...

ପୋଡିଯିବାରୁ ମହିଳା ମୃତ, ହତ୍ୟା ଅଭିଯୋଗ ପରେ ସ୍ୱାମୀ ଅଟକ

ଉଲୁଣ୍ଡା: ପୋଡିଯିବାରୁ ଗୁରୁବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପୁଲିସ ମୃତ ମହିଳା ମିଥିଲା କୁମ୍ଭାରଙ୍କର ସ୍ୱାମୀଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ଅଏଲାଛାଟ ଗାଁରେ ଗୁରୁବାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି…
ଅଧିକ ଖବର ଦେଖନ୍ତୁ...

ସୋନପୁର: ମାଲଗାଡ଼ି ଚାପାରେ କଟିଲା ମାଆର ଗୋଡ଼ ଓ ଝିଅର ପାଦ

ଡୁଙ୍ଗୁରପାଲି: ରବିବାର ପୂର୍ବାହ୍ନରେ ସହଲା ରେଳବାଇ ଗେଟ୍‌ ନିକଟରେ ଗୋଟାଏ ମାଲ୍‌ଗାଡ଼ି ଚାପାରେ ଜଣେ ମହିଳା ଏବଂ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅନ୍ଧାରୀବାଞ୍ଝି ଗାଁ ନିବାସୀ ପରମାନନ୍ଦ ନାୟକଙ୍କ ୩୫ ବର୍ଷୀୟ ପତ୍ନୀ ଲଳିତା ଏବଂ ୩ ବର୍ଷୀୟ ଝିଅ ଲୁସି। ଦିନ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ପୂର୍ବ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଜାତୀୟ କଂଗ୍ରେସର ଆଭିମୁଖ୍ୟକୁ ନିନ୍ଦା କରିବା ସହ ବୁଧବାର କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏନେଇ ବୁଧବାର ସେ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଅଟକାଇ ହାଣିଲେ, ମହିଳା ମୃତ, ସ୍ବାମୀ ଓ ପୁଅ ଗୁରୁତର

ବିନିକା/ ମହାଦେବପାଲି : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ଫାଣ୍ଡି ଘୋଡ଼ାଧାର ଗାଁରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଘୋଡ଼ାଧାର ଗାଁର ପାଞ୍ଜେଶ୍ବରୀ ଲୁହା (୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ କଣ୍ଟିଆ…
ଅଧିକ ଖବର ଦେଖନ୍ତୁ...