ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ପୋଲ ଉପରେ ୪ ଫୁଟର ବନ୍ୟାଜଳ; ବୀରମହାରାଜପୁର-ଯୁଯୁମୁରା ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ବୀରମହାରାଜପୁର ଓ ଅମରପାଲି…
ଅଧିକ ଖବର ଦେଖନ୍ତୁ...

ବସ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଖାରି: ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ କୁକୁଡ଼ାଯୋର ଢାବା  ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଚକାଡୋଳା ନାମକ ଏକ ବସ୍‌ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମାନବ ସେବା ହିଁ ମାଧବ ସେବା: ଦତ୍ତେଶ୍ବର

ଉଲୁଣ୍ଡା/ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ନିମ୍ନା ପଞ୍ଚାୟତ ତେଲଣ୍ଡା ଗ୍ରାମ ରଣେଶ୍ବର ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ରବିବାର କଟକସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୭ତମ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ…
ଅଧିକ ଖବର ଦେଖନ୍ତୁ...

ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ; ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଳକ ନିନ୍ନା ପଞ୍ଚାୟତ ତେଲଣ୍ଡା ଗ୍ରାମ ମହାଦେବ ରଣେଶ୍ବର ଓ ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ରବିବାର ଓଡ଼ିଶାର ଅଗ୍ରଣି ସ୍ବେଚ୍ଛାସେବୀ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୭ତମ ମେଗା ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ବାଦପୁର ରାଧାକୃଷ୍ଣ ମନ୍ଦିରରେ ରହୁଥିବା ବାବାଜିଙ୍କୁ ମରଣାନ୍ତକ ଆକ୍ରମଣ

ବୀରମହାରାଜପୁରର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବୀରମହାରାଜପୁର ଥାନା ହରିହର ଯୋର ପୋଲିସ ଫାଣ୍ଡି ଅନ୍ତର୍ଗତ ବିରସିଂପୁର ନିକଟରେ ଥିବା ବାଦପୁର ରାଧାକୃଷ୍ଣ ମନ୍ଦିରରେ ରହୁଥିବା ଜଣେ ସନ୍ୟାସି ଓ ତାଙ୍କ ସହଯୋଗୀଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାତିରେ କିଛି…
ଅଧିକ ଖବର ଦେଖନ୍ତୁ...

ଭ୍ୟାକ୍ସିନ୍‌ର ଅତ୍ୟଧିକ ମାତ୍ରା ଯୋଗୁଁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ଏସ. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଜୀବନଦାଦର ଅଙ୍ଗନୱାଡ଼ି କେନ୍ଦ୍ର (କ)ରେ ଭ୍ୟାକ୍‌ସିନ୍‌ର ଅତ୍ୟଧିକ ମାତ୍ରା ଯୋଗୁଁ ଜଣେ ୨ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ​ ନେଇ ଶିଶୁର ବାପା ସଂପୃକ୍ତ ଏଏନ୍‌ଏମ୍‌ଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଥାନାରେ ଦିଅର-ଭାଉଜଙ୍କ ହାତଗଣ୍ଠି ପଡ଼ିଲା

ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପରିସରରେ ଗୁରୁବାର ରାତିରେ ଏକ ପ୍ରେମୀ ଯୁଗଳ ବାହା ହୋଇଛନ୍ତି। ଉଭୟେ ସଂପର୍କରେ ଦିଅର ଭାଉଜ ବୋଲି ଜଣାପଡ଼ିଛି। ପୁଲିସର ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ସାମସିଙ୍ଗା ଗାଁର ଝିଲି ପ୍ରଧାନ (୨୨ବର୍ଷ) ତିନି ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...

୧୨ ପ୍ରକାର ମାଣ୍ଡିଆର ଚାରା ରୋପଣ

ବୀରମହାରାଜପୁର: ସୁବର୍ଣ୍ଣପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ଲୋବାଲ ଗ୍ରିନ୍ ଏବଂ ଚାଷୀ ବନ୍ଧୁ ଏଗ୍ରିକଲ୍ଚର ପ୍ରଡ୍ୟୁସର କମ୍ପାନି ଲିମିଟେଡର ମିଳିତ ଆନୁକୁଲ୍ୟରେରେ ପରିଚାଳିତ ଓଡ଼ିଶା ମିଲେଟ୍ ମିସନର ପିଭିଟି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର…
ଅଧିକ ଖବର ଦେଖନ୍ତୁ...

ବଲେରୋ ସହ ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ସୋନପୁର : ସୋନପୁର ଅବକାରୀ ବିଭାଗ ଗୁରୁବାର ଚଢ଼ଉ କରି ୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ବିଭାଗୀୟ ସୂଚନାନୁସାରେ ଏକ ବଲେରୋ (ଜେଏଚ୍ ୧୭ଡି–୧୭୦୮)ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟୁ ସୋନପୁର, ବିନିକା ରାସ୍ତା ଦେଇ ବିହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର…
ଅଧିକ ଖବର ଦେଖନ୍ତୁ...

ଏସ୍‌ସି ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଆରମ୍ଭ

ସୋନପୁର: ଅନୁସୂଚିତ ଜାତି ଛାତ୍ରୀନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖ ଦିନ ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧,…
ଅଧିକ ଖବର ଦେଖନ୍ତୁ...