ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ମଦ ଜବତ, ୯ ଗିରଫ

ତୁଷୁରା/ସୋନପୁର: ବଲାଙ୍ଗୀର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ୯୪ ଲିଟର ଦେଶୀ ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଗୁଡ଼ଭେଲା ବ୍ଲକ କୁରେଭନା ଗ୍ରାମର ଫକିର ଭୋଇଙ୍କଠାରୁ ୧୫ ଲିଟର ଦେଶୀ ମଦ ଜବତ କରିବା ତାଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଯୁବ କଳାକାରଙ୍କୁ ନୃଶଂସ ହତ୍ୟା: ପ୍ରେମ ପ୍ରତାରଣା ପାଇଁ ପ୍ରେମିକାର ସୁପାରି କିଲିଂ, ୩ ଗିରଫ

ସୋନପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସୁବଳୟା (ଧିବରପଡ଼ା)ର ଯୁବକ ଡମ୍ବରୁ ଅଧିକାରୀ (୨୪) ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ପ୍ରତାରଣା ପାଇଁ ପ୍ରେମିକା ସୁପାରି ଦେଇ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ଏହି ଘଟଣାରେ ପ୍ରେମିକା ଦେବଗଡ଼…
ଅଧିକ ଖବର ଦେଖନ୍ତୁ...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ରାଇରଙ୍ଗପୁର/ବିଜାତଳା: ମୟୁରଭଂଜ ଜିଲ୍ଳା ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାରସକଣା ବିଧାୟକ ଡ଼ା ବୁଢାନ…
ଅଧିକ ଖବର ଦେଖନ୍ତୁ...

ବହୁ ଦଶନ୍ଧିର ସ୍ବପ୍ନ ପୂରା ହେଲା: ଶ୍ରୀକ୍ଷେତ୍ର ସହ ସୋନପୁରକୁ ଯୋଡ଼ିଲା ରେଳ

ଭୁ‌ବନେଶ୍ବର (ମହେନ୍ଦ୍ର ସାହୁ): ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୬ ବର୍ଷ ଅତିକ୍ରମ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଅଗ୍ରଣୀ ଲାଭ କରିଛି। କିନ୍ତୁ କ୍ଷୋଭର ବିଷୟ ଯେ,‌ ଭାରତ ସରକାର ‘ଆମ ସଂକଳ୍ପ ବିକଶିତ ଭାରତ’ ଲକ୍ଷ୍ୟ ନେଇ କାମ…
ଅଧିକ ଖବର ଦେଖନ୍ତୁ...

୩ରେ ଝାରତରଭାରୁ ସୋନପୁରକୁ ଗଡ଼ିବ ରେଳ; ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ସୋନପୁର: ଆସନ୍ତା ୩ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭାରୁ ସୋନପୁରକୁ ଗଡ଼ିବ ରେଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖ ଦିନ ସମ୍ବଲପୁର ଗସ୍ତ ସମୟରେ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୨୧.୭ କିଲୋମିଟର ରେଳରାସ୍ତାର…
ଅଧିକ ଖବର ଦେଖନ୍ତୁ...

ସାଇକଲ ଚାଳକଙ୍କଠାରୁ ୨୨ ହଜାର ଲୁଟ୍‌ ଘଟଣା: ୪ ଲୁଟେରା ଗିରଫ, ୨ବାଇକ, ୧୧୪୫୦ ଟଙ୍କା ଜବତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ଗାଁ ନିକଟରେ ଗତ ୨୩ ତାରିଖ ଭୋର୍‌ରେ କିଷନ କୁମାର ନାମକ ଜଣେ ସାଇକଲ ଚାଳକଙ୍କଠାରୁ ୨୨ ହଜାର ଟଙ୍କା ଲୁଟ୍ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ବିନିକା ଥାନା ପୁଲିସ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ବଦଳିକୁ ନେଇ ତେଲିପାଲି ୟୁପି ସ୍କୁଲରେ ତାଲା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର ତେଲିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ବଦଳିକୁ ନେଇ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ସୁଚନାମତେ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତାର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ସମ୍ମୁଖରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍‌ କୋଟସମଲାଇ ଗାଁର ଈଶ୍ଵର ଜଗଦଲା (୨୮)…
ଅଧିକ ଖବର ଦେଖନ୍ତୁ...

ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ କମ୍ବଳ ବିତରଣ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଦିନ ଭୁବନେଶ୍ଵର ପିପୁଲ ଫୋରମ୍ ତରଫରୁ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକମାନଙ୍କ ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ, ଡ୍ରପ୍‌ଆଉଟ୍‌ ହାର ଶୂନ କରିବା ସମସ୍ତଙ୍କ କର୍ତ୍ତବ୍ୟ:…

ସୋନପୁର/ ବିନିକା/ ଲଛିପୁର: ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସ କର୍ତ୍ତଙ୍ଗ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଛନ୍ତି। ସେହିପରି ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...