ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ସୁନା ଚୋରି ଅଭିଯୋଗରେ ୨ ଗିରଫ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୁଲିସ ସୁନାଚୋରି ଘଟଣାରେ ସୋମବାର ୨ ଜଣଙ୍କୁ  ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିନିକା ସହର ଅଲେଖ ନଗରର ଦୀପକ ନାଏକ(୨୧) ଏବଂ ଖଦାଲପଡ଼ାର ପ୍ରକାଶ ଜାନି(୨୫)। ସୂଚନା ଅନୁସାରେ, ବିନିକା ସହରର ଝସକେତନ ମେହେରଙ୍କ ଘରୁ ମାର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୋନପୁର : ଡିଆରଡିଏ ସମ୍ମିଳନୀ କକ୍ଷରେ ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଏସପି ଅମରେଶ ପଣ୍ଡା ଶିବିରରେ ଯୋଗଦେଇ ବିଭିନ୍ନ ଅଭିଯୋଗ ଓ ସମସ୍ୟାନିହିତ ୨୪ଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ୨୨ଟି…
ଅଧିକ ଖବର ଦେଖନ୍ତୁ...

ପୁଅର ଗୁଳିମାଡ଼ରେ ବାପା ଗୁରୁତର: ବୁର୍ଲା ଭିମସାରରେ ଭର୍ତ୍ତି

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଚିନାଜୁରୀ ଗାଁରେ ନିଶାସକ୍ତ ପୁଅ ବାପାଙ୍କୁ ଗୁଳି କରିଥିବାର ଖବର ମିଳିଛି। ବାପା ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଗାଁର ଗଙ୍ଗାଜଳ ମେହେର (୫୬)ଙ୍କୁ ପୁଅ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ, ଯୁବକ ଗିରଫ

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ବହୁବସା ଗ୍ରାମର ଧୀରେନ ବଗର୍ତ୍ତୀ ନାମକ ଜଣେ ଯୁବକଙ୍କୁ ନାବାଳିକା ଅପହରଣ ଅଭିଯୋଗରେ ଡୁଙ୍ଗୁରିପାଲି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ବହୁବସା ଗାଁର ଧୀରେନ ଗତବର୍ଷ ଡିସେମ୍ବର ମାସରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ…
ଅଧିକ ଖବର ଦେଖନ୍ତୁ...

୩ ନାବାଳକ ଗାଡ଼ି ଚାଳକଙ୍କଠାରୁ ୭୫ ହଜାର ଟଙ୍କା ଜରିମାନା ଆଦାୟ

ସୋନପୁର: ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡ଼ି ଚଳାଉଥିବା ଉପରେ ଯାଞ୍ଚ କରାଯାଉଛି। ଏହି କ୍ରମରେ ବୁଧବାର ୩ ଜଣ ନାବାଳକ ଗାଡ଼ି ଚାଳକ ଧରାପଡ଼ିଥିଲେ। ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ପ୍ରତ୍ୟେକଙ୍କ…
ଅଧିକ ଖବର ଦେଖନ୍ତୁ...

କେନାଲରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାଲେପାଲି ଗାଁ ନିକଟରେ ଥିବା କେନାଲରେ ବୁଡି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାଲେପାଲି ଗାଁର ବୁଲୁ ସାହୁ (୧୯)। ସେ କେନାଲରେ ଗାଧୋଇବା ସମୟରେ ଦୀର୍ଘ ସମୟ ଧରି ପାଣିରେ ବୁଡି ରହିଥିବାରୁ ତାଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଚୋରା ଚାଲାଣ, ବାପ-ପୁଅ ଗିରଫ

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ରାଜ୍ୟ ସାହଦୋଲ ଜିଲ୍ଲା ଅମାଲି ଥାନା ଅନ୍ତର୍ଗତ ଅମାଲି ଗାଁର ସନ୍ତୋଷ ପଟେଲ (୪୯) ଓ ତାଙ୍କ ପୁଅ ପ୍ରିନ୍ସ ପଟେଲ (୨୨)ଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ କେଜି ୮୭୦ ଗ୍ରାମ ଗଞ୍ଜେଇ ଜବତ…
ଅଧିକ ଖବର ଦେଖନ୍ତୁ...

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣା: ୨ ଗିରଫ, ଦେଢ଼ ଲକ୍ଷ ଟଙ୍କା ଜବତ

ସୋନପୁର: ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଘଟଣାରେ ଦୁଇ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପାକଲାପାଲି ଗାଁର ଆକାଶ ଦାଶ (୩୨ବର୍ଷ) ଓ ରଞ୍ଜିତ ରାଓ (୩୮ବର୍ଷ)ଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ବ୍ୟବହାର କରିଥିବା ବାଇକ୍‌ ଜବତ କରିଛି। ଏ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରେ ପ୍ରାଥମିକ ଶିକ୍ଷାର ପ୍ରଶ୍ନପତ୍ର ଭାଇରାଲ, ଦିନକ ପୂର୍ବରୁ ୟୁ-ଟ୍ୟୁବରେ ହେଉଛି ଅପଲୋଡ୍

ଏସ. ରାମପୁର : ସାରା ରାଜ୍ୟରେ ମାଟ୍ରିକ ବୋର୍ଡ ପରୀକ୍ଷା ପରେ ଏବେ ପ୍ରାଥମିକ ତଥା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୨୧ରୁ ୨୫ ମାର୍ଚ୍ଚ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଚାଲିଛି। ତେବେ ପରୀକ୍ଷାର ଦିନକ ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରଶ୍ନପତ୍ର…
ଅଧିକ ଖବର ଦେଖନ୍ତୁ...

କୃଷି ଯନ୍ତ୍ରପାତି ଯୋଗାଣ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ

ସୋନପୁର : ହାରଭେଷ୍ଟର ଯୋଗାଣ ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏ ସମ୍ପର୍କରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...