ବାଲି ଚୋରା ଚୋରା ଚାଲାଣ

ସୋନପୁର: ବାଲି ଚୋରା ଚାଲାଣ ଅଭିଯୋଗରେ ସୋନପୁର ତହସିଲ ଚଢଉ କରି ଏକ ଟ୍ରାକ୍ଟର ଜବତ କରିବା ସହିତ ୧୫ ହଜାର ଟଙ୍କ ଜରିମାନା ଆଦାୟ କରାଯାଇଛି।  ମାଲିସିରିଗିଡିସ୍ଥିତ ସୁକତେଲ ନଦୀରୁ ଏକ ଟାକ୍ଟର ଯୋଗେ ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ପାଇ ତହସିଲଦାର ମଘବାନ ବାଘ ଏବଂ ରାଜସ୍ୱ ନିରୀକ୍ଷକ ଘନଶ୍ୟାମ ବେହେରା ଚଢଉ କରି ଉକ୍ତ ଟ୍ରାକ୍ଟରକୁ ଜବତ କରିବା ସହିତ ଟ୍ରାକ୍ଟର ମାଲିକଠାରୁ ଜରିମାନା ଆଦାୟ କରିଥିଲେ।

ସମ୍ବନ୍ଧିତ ଖବର