ସୁବର୍ଣ୍ଣପୁର: ସରକାରୀ ସ୍କୁଲରୁ ଜଣେ ମାତ୍ର ଏ-ଓ୍ଵାନ୍‌

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲାର ୧୨୬ଟି ସରକାରୀ ହାଇସ୍କୁଲ ମଧ୍ୟରୁ କବେଳ ଡୁଙ୍ଗୁରିପାଲି ହାଇସ୍କୁଲର ଛାତ୍ର ରଘୁନାଥ ଦାଶ ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇଛନ୍ତି। ଅଶ୍ୱିନୀ ଦାଶ ଓ ବିଜ୍ଞାନେନ୍ଦ୍ରୀ ଦାଶଙ୍କ ପୁଅ ରଘୁନାଥ ମୋଟ ୫୫୪ ନମ୍ବର ରଖିଛନ୍ତି।

ସମ୍ବନ୍ଧିତ ଖବର