ସୁନ୍ଦରଗଡ଼ ଜେଲରେ ବଜ୍ରପାତ, ୨ ମୃତ

0 52

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜେଲରେ ମଙ୍ଗଳବାର ବଜ୍ରପାତ ହେବାରୁ ୨ଜଣ କଏଦିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜେଲରେ ବିଚାରାଧିନ କଏଦି ଭାବରେ ଦିନ କାଟୁଥିବା ଅଭିରାମ ସୋରେଙ୍ଗ ଓ ମନୋଜ ବାଗ୍‌ଲେଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେ ସେମାନେ ଜେଲ ପରିସର ଭିତରେ ବୁଲାବୁଲି କରୁଥିବା ବେଳେ, ବଜ୍ରପାତର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.