ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଗଣଦୁଷ୍କର୍ମ ପରେ ହତ୍ୟା!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା କୁସ୍ତୁନା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖିଥିବା ତ‌ାଙ୍କର ଆଉ ଦୁଇ ସାଥୀଙ୍କୁ ଖୋଜୁଛି ପୁଲିସ। ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା। ଆଜି ସକାଳୁ ପରିବାର ଲୋକେ ଝିଅର…
ଅଧିକ ଖବର ଦେଖନ୍ତୁ...

ହାତୀ ଉତ୍ପାତ, ତାତିଲେ ଲୋକେ: ରାସ୍ତା ଅବରୋଧ, ବନ ଅଧିକାରୀ ଅଟକ

ରାଉରକେଲା: ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ। ପ୍ରତିବାଦରେ ରାସ୍ତା ଅବରୋଧ କରିବା ସହ ବନ ବିଭାଗ ଅଧିକାରୀଙ୍କୁ ଅଟକ ରଖିଛନ୍ତି। ହାତୀ ଘଉଡାଇବାରେ ବନବିଭାଗର ଅପାରଗତାକୁ ଦାୟୀ କରି ଏପରି ଚରମ ପଦକ୍ଷେପ ନେଇଛନ୍ତି ବଣାଇ ଉପଖଣ୍ଡର ଜକେଇକଲା ଗ୍ରାମବାସୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ମାତିଲେ ମାଓବାଦୀ: ଯୁବକଙ୍କୁ ଗୁଳି କରି ହତ୍ୟା କଲେ

ରାଉରକେଲା: ଓଡ଼ିଶା -ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏମିତି ଘଟଣା ଘଟିଛି। ମୃତକ ହେଲେ ମେନସନ ଭେଙ୍ଗରା…
ଅଧିକ ଖବର ଦେଖନ୍ତୁ...

କାମ ଆଳରେ ଠକେଇ: ବିଳାସପୁରର ଯୁବକ କୁଆରମୁଣ୍ଡାରୁ ଉଦ୍ଧାର, ଦଲାଲ ଥାନାରେ ଅଟକ

ରାଉରକେଲା: କାମଦେବା ଆଳରେ ବିଳାସପୁରର ଜଣେ ଯୁବକଙ୍କୁ ଠକି ଅଟକ ରଖିବା ଛତିଶଗଡ଼ର ଜଣେ ଦଲାଲକୁ ମହଙ୍ଗା ପଡ଼ିଛି। କୁଆରମୁଣ୍ଡା ଫାଣ୍ଡି ପୁଲିସ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଦଲାଲ ଶୁଭଙ୍କରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। କେବଳ ବିଳାସପୁର ନୁହେଁ…
ଅଧିକ ଖବର ଦେଖନ୍ତୁ...

ଆଧୁନିକ ମେଟାଲିକ୍ସ ମାଲିକଙ୍କୁ ଝଟ୍‌କା: ସରକାରୀ ଖାତାକୁ ଫେରିବ ୮୦ କୋଟିର ପ୍ଲଟ

ରାଉରକେଲା: ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟର ନାଁରେ ଆଧୁନିକ ମେଟାଲିକ୍ସ କାରଖାନା କର୍ତ୍ତୃପକ୍ଷ ହାତେଇଥିବା ସିଭିଲଟାଉନ୍‌ସିପ୍‌ର ମୂଲ୍ୟବାନ ପ୍ଲଟ ସରକାରୀ ଖାତାକୁ ଫେରିବ। ବିସ୍ଥାପିତ ସଂଘର ନେତା ଖାଡ଼ା କୁଜୁରଙ୍କ ଲିଖିତ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ଏଭଳି କଡ଼ା ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ: ଯୁବକ ଗିରଫ

ବୀରମିତ୍ରପୁର: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ବୀରମିତ୍ରପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାଇ ହାତୀବାରି ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ରାଜା ଗୋଡ଼ାଇତ(୨୪)ଙ୍କର ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ୨୧ ବର୍ଷିୟା ଯୁବତୀଙ୍କ ସହ ଗତ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ରାଜନୀତିରେ ନୂଆ ଚର୍ଚ୍ଚା: ବିଧାନସଭା ଲଢ଼ିବେ ଜୁଏଲ୍‌!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକସଭା ପାଇଁ ବିଜେପି ପୁଣିଥରେ ସାଂସଦ ଜୁଏଲ୍‌ ଓରାମଙ୍କୁ ହିଁ ପ୍ରାର୍ଥୀ କରିବ ବୋଲି ସମସ୍ତଙ୍କର ଧାରଣା ରହିଥିଲା। କାରଣ ଟାଣୁଆ ଆଦିବାସୀ ନେତା ଜୁଏଲ୍‌ ଏହି ଆସନରୁ ସିରିଜ ବିଜୟ ସହ ୨୦୧୯ରେ ରେକର୍ଡ ଭୋଟରେ ଜିତିଥିଲେ। କିନ୍ତୁ ଏବେ ସମସ୍ତଙ୍କୁ ଚମକାଇ ଦେଲା ଭଳି…
ଅଧିକ ଖବର ଦେଖନ୍ତୁ...

ରାଉରକେଲା-କୋଲକାତା ଉଡ଼ାଣ ଆରମ୍ଭରୁ ବନ୍ଦ: ୧୪ ଯାଏଁ ଉଡ଼ିବନି ବିମାନ

ରାଉରକେଲା: ୨୦୨୩ରେ ବର୍ଷ ତମାମ ଯାତ୍ରୀଙ୍କୁ ଧୋକା ଦେଲା। ୨୦୨୪ରୁ ସବୁ ଠିକ୍‌ ହୋଇଯିବ ବୋଲି କୁହାଗଲା। ହେଲେ ବର୍ଷ ଆରମ୍ଭରୁ ଘନ କୁହୁଡ଼ି ପାଇଁ ୭ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ବର ଓ ରାଉରକେଲା-କୋଲକାତା ବିମାନ ଉଡ଼ିବ ନାହିଁ ବୋଲି ଘୋଷଣା କଲେ। ୮ରୁ ଆରମ୍ଭ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥ ହଡ଼ପ ମାମଲା: ପୂର୍ବତନ ସରପଞ୍ଚ, ପିଇଓଙ୍କୁ ୪ ବର୍ଷ ଜେଲ୍‌

ସୁନ୍ଦରଗଡ଼: ସରକାରୀ ଅର୍ଥ ହଡ଼ପ ମାମଲାରେ ସୋମବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ହେମଗିର ବ୍ଲକ୍‌ କେନ୍ଦୁଡ଼ିହିର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଦୁର୍ଯୋଧନ ଘାସି (୬୧) ଓ ପୂର୍ବତନ ସରପଞ୍ଚ ଶଙ୍କର କିସାନ (୫୧)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୪…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥ ହଡ଼ପ ମାମଲା: ପୂର୍ବତନ ପିଇଓ, ସରପଞ୍ଚକୁ ୪ ବର୍ଷ ଜେଲ୍, ଦେଢ଼ ଲକ୍ଷ ଜରିମାନା

ସୁନ୍ଦରଗଡ଼: ସରକାରୀ ଅର୍ଥ ହଡ଼ପ ମାମଲାରେ ସୋମବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ହେମଗିର ବ୍ଲକ୍ କେନ୍ଦୁଡିହିର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ଘାସି (୬୧) ଓ ପୂର୍ବତନ ସରପଞ୍ଚ ଶଙ୍କର କିସାନ (୫୧)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୪ ବର୍ଷ ଲେଖାଏଁ…
ଅଧିକ ଖବର ଦେଖନ୍ତୁ...