ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ରାଉରକେଲା-କୋଲକାତା ବିମାନସେବା ଆରମ୍ଭ : ଆସିଲେ ୧୪, ଗଲେ ୧୦

ରାଉରକେଲା: ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ରାଉରକେଲାରୁ ଭୁବନେଶ୍ବର ଦେଇ କୋଲକାତାକୁ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ, ବୁଧବାର ସନ୍ଧ୍ୟା ଠିକ୍‌ ୫ଟା ୫ରେ ରାଉରକେଲା ବିମାନବନ୍ଦରରୁ ୫୭ ଜଣ ଯାତ୍ରୀଙ୍କୁ ନେଇ ଏଟିଆର୍‌-୭୨ ବିମାନ କୋଲକାତା…
ଅଧିକ ଖବର ଦେଖନ୍ତୁ...

ଜଳିଗଲା କାର୍: ଅଳ୍ପକେ ବର୍ତ୍ତିଲା ପରିବାର

ରାଉରକେଲା: ରାଉରକେଲା ବାସନ୍ତୀ କଲୋନି ମାଲଗୋଦାମ ହନୁମାନ ମନ୍ଦିର ନିକଟରେ ଜଳିଗଲା କାର୍। ଅଳ୍ପକେ ବର୍ତ୍ତିଲା ପରିବାର। ସୂଚନା ଅନୁଯାୟୀ, ପ୍ରତିଦିନ ପରି ଗତକାଲି ରାତିରେ ମନୋରଞ୍ଜନ ବିଶୋଇ ନିଜ କାରକୁ ଘର ଆଗରେ ରଖିଥିଲେl ରାତି ପ୍ରାୟ ସାଢ଼େ ୧୨ଟା ସମୟରେ କିଛି ଅସାମାଜିକ ଯୁବକ କାର…
ଅଧିକ ଖବର ଦେଖନ୍ତୁ...

ଏଥର ବି ଜାଡ଼ରେ ଥରିବେ ନିରାଶ୍ରୟ! ଯାବତୀୟ ସମସ୍ୟା, କଟକଣା ପାଇଁ ଆଶ୍ରୟସ୍ଥଳୀକୁ ଆସୁନାହାନ୍ତି

ରାଉରକେଲା: ଇସ୍ପାତ ସହରରେ ଧସେଇ ପଶିଲାଣି ଶୀତ। ସନ୍ଧ୍ୟା ହେବାମାତ୍ରେ ଥଣ୍ଡା ଅନୁଭୂତ ହେଉଛି। ଆଗାମୀ ଦିନରେ ପାରଦ ଖସିବା ସହ ତଦନୁଯାୟୀ ଥଣ୍ଡା ବି ବଢ଼ିବ। ତେବେ ପ୍ରତିବର୍ଷ ଭଳି ଏଥର ବି ବାସହରା ଜାଡ଼ରେ ଥରିବାର ଜଳଜଳ ହୋଇ ଦିଶୁଛି। କାରଣ, ବିଭିନ୍ନ କାରଣରୁ ବାସହରାମାନେ ରାତ୍ରୀ…
ଅଧିକ ଖବର ଦେଖନ୍ତୁ...

ବାଟ ହୁଡୁଛି ସରକାରୀ ଯୋଜନା: ୬୦ ହଜାର ମତଦାତାଙ୍କ ଦୁଃଖ ଶୁଣିବ କିଏ?

ରାଉରକେଲା: ବର୍ଷ ବର୍ଷ ଧରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି ସହର ଉପକଣ୍ଠ ଅଞ୍ଚଳବାସୀ। ଲୋକସଭା ଓ ବିଧାନସଭା ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ମାତ୍ର ପଞ୍ଚାୟତ ବା ମହାନଗର ନିଗମ ନିର୍ବାଚନରେ ଏମାନଙ୍କୁ ଭୋଟର ଭାବେ ଗଣା ଯାଉନାହିଁ। କାରଣ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟଙ୍କ ଆଦେଶକୁ ପକାଇ ରଖିଛି ରାଜ୍ୟ; ପଦୋନ୍ନତିରେ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କୁ ମିଳୁନି ସଂରକ୍ଷଣ

ସୁନ୍ଦରଗଡ଼: ଓଡ଼ିଶାର ଦିବ୍ୟାଙ୍କ ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ସୁବିଧା ମିଳୁ ନଥିବା ଅଭିଯୋଗ କରିଛି ଓଡ଼ିଶା ଭିନ୍ନକ୍ଷମ ମଞ୍ଚ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ର ଉପଧାରା ୩୪ ଅନୁଯାୟୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ୪…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ତୀରନ୍ଦାଜ ପ୍ରତିଯୋଗିତା: ସର୍ବାଧିକ ୨୩ ପଦ ସହ ଚମକ ଦେଖାଇଲା ସୁନ୍ଦରଗଡ଼

ସୁନ୍ଦରଗଡ଼: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରଠାରେ ଅନୁଷ୍ଠିତ ୨୪ତମ ତୀରନ୍ଦାଜ ପ୍ରତିଯୋଗିତାରେ ସର୍ବାଧିକ ୨୩ଟି ପଦକ ପାଇ ସୁନ୍ଦରଗଡ଼ ଚମକ ଦେଖାଇଛି। ଓଡ଼ିଶା ତୀରନ୍ଦାଜ ଆସୋସିଏସନ ଆନୁକୂଲ୍ୟରେ ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ ହୋଇଥିବା ଏହି ପ୍ରତିଯୋଗିତାର ଇଣ୍ଡିଆନ ରାଉଣ୍ଡ ମିନି…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୧୨ରୁ ଜାତୀୟ ମହିଳା ଫୁଟବଲ ଚାମ୍ପିଅନସିପ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୧୨ରୁ ଆୟୋଜିତ ହେବ ୨୮ତମ ଜାତୀୟ ବରିଷ୍ଠ ମହିଳା ଫୁଟବଲ୍ ଚାମ୍ପିଅନସିପ୍। ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଓ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ଜାତୀୟ ପ୍ରତିଯୋଗିତା ପାଇଁ ଷ୍ଟାଡ଼ିୟମ…
ଅଧିକ ଖବର ଦେଖନ୍ତୁ...

ସହରର ବିକାଶ ପାଇଁ ଦିଲୀପ ରାୟ ବିକଳ୍ପ: ଆର୍‌ଡିଏଫ୍‌

ରାଉରକେଲା: ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ (ଆର୍‌ଡିଏଫ୍‌) ବୈଠକ ପାନପୋଷସ୍ଥ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଆର୍‌ଡିଏଫ୍‌ର ଅଧ୍ୟକ୍ଷ ହରିହର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ଉପଯୁକ୍ତ ନେତୃତ୍ବର ଅଭାବ ରହିଥିବା ଉପସ୍ଥିତ ସଦସ୍ୟମାନେ…
ଅଧିକ ଖବର ଦେଖନ୍ତୁ...

ସୋନାପର୍ବତ ଅଞ୍ଚଳରେ ହାତୀ ଉପଦ୍ରବ; ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

ସାରନଗରୀ: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାବ୍ଲକ୍‌ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ମାସ ମାସ ଧରି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏ ନେଇ ବନ କର୍ମଚାରୀ ନା ପ୍ରଶାସନ କାହାରି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ। ଯାହାର ଫଳସ୍ୱରୂପ ଅକାରଣେ ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଫସଲ ଓ ଧନ ଜୀବନ।…
ଅଧିକ ଖବର ଦେଖନ୍ତୁ...

କୁତ୍ରାରେ ହାତୀ ଆତଙ୍କ: ବନବିଭାଗ କର୍ମଚାରୀ ସେଲଫିରେ ବ୍ୟସ୍ତ

କୁତ୍ରା: ବଡଗାଁ ବନାଞ୍ଚଳର କୁତ୍ରା ବ୍ଲକ କାଲୋପଡ଼ାରେ ଆଜି ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗାଁ ପାଖ ବୁଦୁବୁଦୁକିଆ ସ୍ଥାନରେ ୨ଟି ହାତୀ ରହିଥିବାବେଳେ କୌଣସି ମୁହୂର୍ତ୍ତରେ ଗାଁ ଭିତରକୁ ଆସି କ୍ଷୟକ୍ଷତି କରିବାର ଆଶଙ୍କା ରହିଛି। ଏହି ସମୟରେ ହାତୀ ଘଉଡ଼ାଇବାକୁ ପହଞ୍ଚିଥିବା ବନବିଭାଗ…
ଅଧିକ ଖବର ଦେଖନ୍ତୁ...