ରାଜଗାଙ୍ଗପୁର: ବିବାହ ଭୋଜି ଖାଇ ୧୦୦ରୁ ଅଧିକ ଅସୁସ୍ଥ

ରାଜଗାଙ୍ଗପୁର: ରାଜଗାଙ୍ଗପୁରର ସୋନାଖାନ ଗାଁରେ ବିବାହ ଭୋଜି ଖାଇ ପ୍ରାୟ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଖାଦ୍ୟ ବିଷକ୍ରିୟା ଯୋଗୁଁ ଏପରି ହୋଇଥିବା କୁହାଯାଉଛି । ଅସୁସ୍ଥମାନଙ୍କୁ ରାଜଗାଙ୍ଗପୁର ହସପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର