ରାଉରକେଲା: ବାଣ ଫୁଟି ନିଅାଁ ଲାଗିବାରୁ ଜଳିଗଲା ୩ ଝୁମ୍ପୁଡି ଘର

ରାଉରକେଲା: ବାଣ ଫୁଟିବା ସମୟରେ ନିଆଁ ଲାଗିବାରୁ ରାଉରକେଲା ପୁରୁଣା ଷ୍ଟେସନରେ ତିନି ଝୁମ୍ପୁଡି ଘର ଭସ୍ମୀଭୂତ ହୋଇଛିା ଘର ମାଲିକ ହେଲେ ମହମ୍ମଦ ମଜିଦ, ବ୍ରହ୍ମଦେବ ସାହୁ ଓ ରଂଜନ ସାମନ୍ତଙ୍କ ଘର ରାତି  ୮ଟା ଏହି ଅଘଟଣ ଘଟିଛି। ପରିବାରର ସମସ୍ତ ସଦସ୍ୟ ବାହାରେ ଥିବାରୁ କେହି ହତାହତ ହୋଇ ନାହାନ୍ତି। ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ୍ତ କରିଛି।

ସମ୍ବନ୍ଧିତ ଖବର