ପୁରୀ: ରେଫ୍ରିଜିଟର-ଗ୍ରାଇଣ୍ଡର ବୋଝେଇ ଟ୍ରକ ଜବତ!

ପୁରୀ: କଣାସ ବ୍ଲକ ଅନ୍ତର୍ଗତ ଜଙ୍କିଆ ଗଡ଼ସାହି ଛକ ନିକଟ ଚୁପିରିଙ୍ଗ ଠାରେ ଏକ ରେଫ୍ରିଜିଟର-ଗ୍ରାଇଣ୍ଡର ବୋଝେଇ ଟ୍ରକକୁ ଫ୍ଲାଇଂ ସ୍କ୍ଵାର୍ଡ ଜବତ କରିଥିବା ଜଣାପଡ଼ିଛି। ନିର୍ବାଚନରେ ମତଦାତାଙ୍କୁ ଆକର୍ଷିତ କରି ବିତରଣ କରିବା ନେଇ ସନ୍ଦେହ ହେବାରୁ ଏହି ଟ୍ରକକୁ ଜବତ କରାଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର