ଭଦ୍ରକ: ସାଳନ୍ଦୀ ଜଳସେଚନ ଡିଭିଜନ୍‌ର ଉପନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0 213

ଭଦ୍ରକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଭଦ୍ରକ ସାଳନ୍ଦୀ ଜଳସେଚନ ଡିଭିଜନର ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଚଢ଼ାଉ କରାଯାଉଛି। ଆଜି ସକାଳେ ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ, ଭଦ୍ର୍ରକ ମୋଟେଲ ଛକରେ ଥିବା ତାଙ୍କ ବାସଭବନ, ଭଦ୍ରକ ରାଣିତାଲ ନିକଟସ୍ଥ ରାହଞ୍ଜ ଗ୍ରାମରେ ଥିବା ପୈତୃକ ଘର ଓ ମୟୂରଭଞ୍ଜ ମୋରଡା ଠାରେ ଥିବା ଶ୍ୱଶୁର ଘରେ ଚଢ଼ାଉ କରିଛନ୍ତି। କେବଳ ଭଦ୍ରକ ବାସଭବନରୁ ୧୪ଟି ବ୍ୟାଙ୍କ ପାସ୍‌ ବୁକ ଜବତ କରିଥିବା ବେଳେ ଅନ୍ୟ ସ୍ଥାବର , ଅସ୍ଥବେର ସମ୍ପତ୍ତି ଆକଳନ କରାଯାଉଛିି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.