ନୟାଗଡ଼: ଜମିବାଡି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା, ୩ ଗୁରୁତର

0 172

ନୟାଗଡ଼: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଦୁଇ ପରିବାର ମଧ୍ୟରେ ମାଡ଼ପିଟ ଲାଗିଛି। ଏଥିରେ ସୁମିତ୍ରା ବେହେରା(୫୨ ବର୍ଷ) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଫକୀର ବେହେରା(୪୮) ସୁରୁଜା ବେହେରା( ୪୩) ଓ ପ୍ରତାପ ବେହେରା(୨୭) ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଓଡ଼ଗାଁ ଡାକ୍ତରଖାନାରୋ ଭର୍ତ୍ତି କରାଯାଇଛିି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.