କଟକ: ମୃତ ଶିଶୁକୁ ଧରି ରାସ୍ତାକଡ଼ରେ ବସିଲେ ମହିଳା

କଟକ: ବକ୍ସିବଜାର ଛକରେ ଜଣେ ଅଚିହ୍ନା ମହିଳା ବୁଧବାର ପ୍ରାୟ ବର୍ଷକର ଏକ ମୃତ ଶିଶୁକୁ ଧରି ରାସ୍ତାକଡ଼ରେ ବସିଛନ୍ତି। କୌଣସି ରୋଗରେ ପଡ଼ି ପିଲାଟିର ମୃତ୍ୟୁ ଘଟିବା ପରେ ମହିଳା ଜଣକ ଉପାୟ ଶୂନ୍ୟ ହୋଇ ଶେଷରେ ରାସ୍ତାକଡ଼ରେ ବସିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ପାଖରେ ଆଉ ୨ ଜଣ ଛୋଟ ଛୋଟ ଝିଅ ଛିଡ଼ା ହୋଇଛନ୍ତି। ମହିଳା ଜଣକ ନିଜର ପରିଚୟ ଦେଇପାରୁ ନାହାନ୍ତି।

ସମ୍ବନ୍ଧିତ ଖବର