ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଭିକ୍ଷା ଓ ଦାତାର ଅର୍ଥ

ଥରେ ଗୌତମ ବୁଦ୍ଧ ଭିକ୍ଷା ଉଦ୍ଦେଶ୍ୟରେ ଜଣେ ବ୍ରାହ୍ମଣଙ୍କ ଘର ସାମନାରେ ଉପସ୍ଥିତ ହୁଅନ୍ତେ, ଘରୁ ଚିତ୍କାର ଶୁଭିଲା- ‘ଦୂର ହୁଅ।’ ବୁଦ୍ଧ ନିରବରେ ନିଷ୍କ୍ରାନ୍ତ ହେଲେ। ସେତେବେଳେ ବ୍ରାହ୍ମଣମାନେ ଥିଲେ ବୁଦ୍ଧଙ୍କ ତୀବ୍ର ବିରୋଧୀ। ପର ଦିନ ବୁଦ୍ଧ ପୁଣି ସେଠାରେ ଉପସ୍ଥିତ ହେଲେ। ଏଥର…
ଅଧିକ ଖବର ଦେଖନ୍ତୁ...

ତ୍ରୁଟି ମାର୍ଜନ?

ପ୍ରାୟତଃ ଦେଖିବାକୁ ମିଳିଛି ଯେ ଭାରତୀୟ ମୁସଲମାନ ସଂପ୍ରଦାୟ ପାରଂପରିକ ଭାବେ ହିନ୍ଦୁ ନେତା ଓ ସେମାନଙ୍କ ନେତୃତ୍ବାଧୀନ ଦଳ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ଆସିଛନ୍ତି; ଉଦାହରଣ ସ୍ବରୂପ ଜବାହରଲାଲ ନେହରୁ ବା ଇନ୍ଦିରା ଗାନ୍ଧୀ ବା ମୁଲାୟମ ସିଂହ ଯାଦବ ବା ଲାଲୁ ପ୍ରସାଦ ଯାଦବ ବା ମମତା…
ଅଧିକ ଖବର ଦେଖନ୍ତୁ...

ଆଳାପ ଓ ଆଲୋଚନା: ଭାରତୀୟ କ୍ରିକେଟ୍‌ର ତାରକା ଓ ଚମକ

ବେଳେବେଳେ ଗୋଟିଏ ଗୋଟିଏ ପ୍ରତିଯୋଗିତାର ସମଗ୍ର ସଂସ୍କରଣଟିର ପରିସମାପ୍ତି ପୂର୍ବରୁ ଫଳାଫଳଗତ ଉପସଂହାର ଉପଲବ୍‌ଧ ହୋଇସାରିଥାଏ। ଏଇ ‌େଯମିତି ପାଞ୍ଚଟିକିଆ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଭାରତ-ଇଂଲଣ୍ଡ୍‌ କ୍ରିକେଟ୍‌ ସିରିଜ୍‌ର ଭାଗ୍ୟ ନିର୍ଦ୍ଧାରିତ କରିବା ନିମନ୍ତେ ଶେଷ ମ୍ୟାଚ୍‌ର ଭୂମିକା…
ଅଧିକ ଖବର ଦେଖନ୍ତୁ...

ଦୁଇ ସହରର ଲୋକ

ଜଣେ ବଣିକ ଓ ତାଙ୍କ ଭୃତ୍ୟ ବେପାର ଉଦ୍ଦେଶ୍ୟରେ ବାହାରିଲେ। ସେମାନେ ବିଭିନ୍ନ ରାଜ୍ୟ ଦେଇ ଭ୍ରମଣ କରୁଥିଲେ। ଏମିତି ଯାଉଯାଉ ସେମାନେ ଥରେ ଏମିତି ଏକ ସହର ଦେଇ ଗଲେ ଯେଉଁଠି ସେମାନଙ୍କୁ ନା ଆଶ୍ରୟ ନା ଖାଦ୍ୟ; କିଛି ହେଲେ ମିଳିଲା ନାହିଁ। ସେ ସହରର ଲୋକେ ଥିଲେ ମହା ସ୍ବାର୍ଥପର ଓ ଲୋଭୀ।…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ପରିବାର

ତତ୍କାଳୀନ ଭାରତର ଅକଥନୀୟ ଦାରିଦ୍ର୍ୟ ଦେଖି ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଗାନ୍ଧୀଜୀ ତାଙ୍କ ପାଶ୍ଚାତ୍ୟ ଶୈଳୀର ଜୀବନଯାପନ ଓ ପୋଷାକପତ୍ର ବର୍ଜନ କରି ଆଣ୍ଠୁ ଲୁଚୁ ନ ଥିବା ଭଳି ଧୋତି ଏବଂ ଖଣ୍ଡେ ଚଦରକୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଅଙ୍ଗବସ୍ତ୍ର ରୂପେ ଧାରଣ…
ଅଧିକ ଖବର ଦେଖନ୍ତୁ...

ସରସ ରସ: ବ୍ୟାଗ୍ ଭିତରର ପୃଥିବୀ

ବ୍ୟାଗ୍ ଯେତେ ଭାରି ହେବ ଯାତ୍ରାର ଦୈର୍ଘ୍ୟ ସେତେ ଛୋଟ ହୋଇଯିବ। ଜେଜୀମା’ଙ୍କ ପାଇଁ ଜେଜେ କିଣି ଆଣିଥିବା ସୁନ୍ଦର ହାତବ୍ୟାଗଟି ବ୍ୟବହାର କରିବାକୁ ମନା କରିଦେଇ କହିଥିଲେ ଜେଜୀମା’। ତାଙ୍କର ନିଜ ପାଖରେ ଥିଲା ଗୋଟିଏ ପୁରୁଣା ବଟୁଆ। ପଇସା ଠାରୁ ଆରମ୍ଭ କରି ପାନଡବା, ଚଷମା, ଔଷଧ, ରୁମାଲ,…
ଅଧିକ ଖବର ଦେଖନ୍ତୁ...

ଶିଳ୍ପପତିଙ୍କ ପରାମର୍ଶ

ଜଣେ ଶିଳ୍ପପତି ପ୍ରୌଢ଼ତ୍ବରେ ପହଞ୍ଚୁ ପହଞ୍ଚୁ କାମଦାମର ଭାର ତରୁଣ ପୁଅ ଉପରେ ଛାଡ଼ିଦେଇ ନିଜେ ଓହରିଗଲେ। ପରଦିନ ସକାଳେ ସେ ନିଜ ପୁଅକୁ ବଗିଚାର ବିଶାଳ ଆମ୍ବଗଛ ନିକଟକୁ ଡାକିଲେ। ସେହି ସମୟରେ ଆମ୍ବ ଗଛର ମୂଳ ପାଖରେ ହାଲୁକା ଭାବେ ମାଟି ଖୋଳି ମାଳୀ କିଛି ଔଷଧ ବା ସାର ଦେଉଥିଲା। ପୁଅ…
ଅଧିକ ଖବର ଦେଖନ୍ତୁ...

କବଚ ହରଣ

ଆଧୁନିକ ଅମଲାତନ୍ତ୍ରର ଜନକ ରୂପେ ବିବେଚିତ ଜର୍ମାନ୍ ଦାର୍ଶନିକ ମାକ୍ସ ୱେବର୍‌ଙ୍କର ଏକ ପ୍ରସିଦ୍ଧ ଉକ୍ତି ଅନୁସାରେ ଯେ‌େତବେଳେ ଜଣେ ବ୍ୟକ୍ତି ରାଜନୀତିରେ ପ୍ରବେଶ କରେ ‌େସତେବେଳେ ସେ ସଇତାନ ସହିତ ଏକ ଚୁକ୍ତିରେ ମଧ୍ୟ ପ୍ରବେଶ କରିଥାଏ। ସଂସଦୀୟ କାର୍ଯ୍ୟ ପାଇଁ ଉତ୍କୋଚ ଗ୍ରହଣକୁ ଯଦି ଏହି…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ଭାରତର ‘ଜିରୋ-ଫୁଡ୍‌’ ଶିଶୁ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ୨୦୧୯-୨୧ର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟକୁ ଆଧାର କରି କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ଭାରତରେ ‘ଜିରୋ-ଫୁଡ୍‌’ ଶିଶୁମାନଙ୍କ ହାର ଦକ୍ଷିଣ ଆଫ୍ରିକୀୟ ଦେଶ ଗିନି, ବେନିନ୍, ଲାଇବେରିଆ ଓ ମାଲି ସହିତ…
ଅଧିକ ଖବର ଦେଖନ୍ତୁ...

ଜ୍ଞାନୀ ମୂର୍ଖ

ଜଣେ ଯୁବକ ଅଗାଧ ଜ୍ଞାନ ଅର୍ଜନ କରିବା ପରେ ନିଜ ସହରକୁ ଫେରିଲେ। ଲୋକେ ତାଙ୍କୁ ପଣ୍ତିତ ବୋଲି ଡାକିବାକୁ ଲାଗିଲେ। କିନ୍ତୁ ଯୁବକଙ୍କ ଥିଲା ଗୋଟିଏ ବଡ଼ ବଦ୍‌ଗୁଣ। ସେ ଆଉ କାହାର ପାଣ୍ତିତ୍ୟକୁ ବରଦାସ୍ତ କରିପାରୁ ନ ଥିଲେ। କିନ୍ତୁ ଦୁର୍ଭାଗ୍ୟ, ତାଙ୍କୁ ବିରକ୍ତ କରିବା ଲାଗି ସହରରେ ଥିଲେ…
ଅଧିକ ଖବର ଦେଖନ୍ତୁ...