ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ପ୍ରାଣ ପ୍ରତିଷ୍ଠା

ଭାରତର ଇତିହାସ ମୋଟ ଉପରେ ହେଉଛି ଆକ୍ରମଣକାରୀଙ୍କ ସହିତ ବିଗତ ଦେଢ଼ ହଜାର ବର୍ଷର ନିରନ୍ତର ସଂଘର୍ଷର ଇତିହାସ। ପ୍ରାରମ୍ଭିକ ସମୟରେ ସେହି ଆକ୍ରମଣ କେବଳ ଲୁଟତରାଜ ଉଦ୍ଦେଶ୍ୟରେ ହୋଇଥିଲା ଏବଂ କେବେ କେବେ (ଆଲେକ୍‌ଜାଣ୍ଡଙ୍କର ଭଳି ଆକ୍ରମଣ) ସେମାନଙ୍କର ରାଜ୍ୟ ସ୍ଥାପନ କରିବା ପାଇଁ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ପଥରେ ଯିବ କି ନ୍ୟାୟ ଯାତ୍ରା?

ଗତ ୧୪ ତାରିଖରୁ କଂଗ୍ରେସ ଦ୍ବାରା ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମୋର ପିଲାଦିନେ ଶୁଣିଥିବା ଗୀତ ‘ଇନ୍‌ସାଫ୍‌ କି ଡଗର ପେ, ବଚ୍ଚୋଁ ଦିଖାଓ ଚଲ୍‌‌ କେ ୟେ ଦେଶ ହୈ ତୁମ୍‌ହାରା, ନେତା ତୁମ୍‌ହି ହୋ କଲ କେ’ ମନେ ପକାଇଦେଇଛି। ସଂବିଧାନର ପ୍ରସ୍ତାବନାରେ ‘ସାମାଜିକ, ଆର୍ଥିକ ଓ…
ଅଧିକ ଖବର ଦେଖନ୍ତୁ...

ତୁ କିଏ?

ପିଲାଟିଏ ଗୋଟିଏ ଶୁଆ ପାଳିଥିଲା। ସେ ଓ ଶୁଆ ପରସ୍ପରର ଖୁବ୍‌ ଘନିଷ୍ଠ ଥିଲେ। ପିଲାଟି ଶୁଆକୁ ଶିଖାଇଥିଲା ଗୋଟିଏ ପ୍ରଶ୍ନ- ତୁ କିଏ? ତେଣୁ ପିଲାଟିକୁ ଦେଖିବା ମାତ୍ରକେ ଶୁଆଟି ପଚାରେ- ତୁ କିଏ? ଦିନ ଗଡ଼ି ଚାଲିଲା। ପିଲାଟି ଏବେ ତରୁଣ। କୌଣସି କାମରେ ବାହାରକୁ ଯାଇ ସେ ଯେତେବେଳେ ଘରକୁ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ଅନ୍ୟାୟ

ଅନେକ ବିକାଶଶୀଳ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାର ସପକ୍ଷରେ ଦଣ୍ଡାୟମାନ ହୋଇଛନ୍ତି; ଯାହା ଫଳରେ ଇସ୍ରାଏଲ୍‌ର ସପକ୍ଷ ଏବଂ ବିପକ୍ଷ ରୂପେ ପୃଥିବୀ ଏବେ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ବିଭାଜିତ ହେବାକୁ ବସିଛି। ତେବେ ଫଳାଫଳ ଯେତେ ସାଂକେତିକ ଏବଂ ନିଷ୍ପ୍ରଭାବୀ ହେଲେ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ବହୁବଚନ: ଶ୍ରୀରାମ ଓ ଶ୍ରୀଜଗନ୍ନାଥ

ଶ୍ରୀକ୍ଷେତ୍ର ଆସିଥିଲେ କି ପ୍ରଭୁ ଶ୍ରୀରାମ? ଆଶ୍ଚର୍ଯ୍ୟଜନକ ଭାବରେ ସକାରାତ୍ମକ ଭାଷାରେ ଏହାର ଉତ୍ତର ଦିଅନ୍ତି କତିପୟ ଗବେଷକ। ରାଜ୍ୟାଭିଷେକ ଅନ୍ତେ ରାମଚନ୍ଦ୍ର କଣ୍ଡୁ ଋଷିଙ୍କ ଆଶ୍ରମକୁ ଆସିଥିଲେ ବୋଲି ରାମାୟଣର ଉତ୍ତରାକାଣ୍ଡରେ ଉଲ୍ଲେଖ ଥିବା ଜଣାଯାଏ। ଭାରତ ଭୂଖଣ୍ଡର ଦକ୍ଷିଣବର୍ତ୍ତୀ ଏକ…
ଅଧିକ ଖବର ଦେଖନ୍ତୁ...

ଏହା ବି କପଟାଚାର

ଜଣେ ସଚ୍ଚୋଟ ଲୋକ ଥିଲେ। ତାଙ୍କର ଥିଲା ଗୋଟିଏ ମାତ୍ର ପୁତ୍ର ସନ୍ତାନ। ସେ ଚାହୁଁଥିଲେ ଯେ ପିଲାଟି ବଡ଼ ହୋଇ ତାଙ୍କ ଭଳି ସଚ୍ଚୋଟ ହେଉ। ତେଣୁ ସେ ପିଲାଟିକୁ ସର୍ବଦା ସେ ଭଳି ଉପଦେଶ ଦେଉଥିଲେ। ତା’ ଉପରେ ସଦାବେଳେ ନଜର ରଖୁଥିଲେ। କିନ୍ତୁ, ତାଙ୍କ ମନରେ ଭୟ ରହୁଥିଲା ଯେ କାଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧର ନିଶା

ଯୁଦ୍ଧ ସଂଦର୍ଭରେ ବହୁଳ ଭାବେ ଉଦ୍ଧୃତ ଏହି ଅଭିବ୍ୟକ୍ତିଟି ପ୍ରକୃତରେ ଯୁଦ୍ଧକୁ ନେଇ ହେମିଂୱେଙ୍କ ଏକ ମାର୍ମିକ ବ୍ୟଙ୍ଗୋକ୍ତି। କହିବା ଅନାବଶ୍ୟକ ଯେ ଏହା ହିଁ ଯୁଦ୍ଧର ମୂଳ ଚରିତ୍ରକୁ ପରିଭାଷିତ କରିଥାଏ; ଅର୍ଥାତ୍‌ ଯୁଦ୍ଧ ହେଉଛି ମଣିଷ ଶିକାର ଏବଂ ଥରେ ସେଥିରେ ସଂଶ୍ଳିଷ୍ଟ ହୋଇଗଲେ ତାହା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକ

ଗତ ବର୍ଷ ଡିସେମ୍ବରରେ ‘୯ ମାସରେ ୩୦ ହଜାର ବିଦେଶୀ ପର୍ଯ୍ୟଟକ’ ଶିରୋନାମାରେ ଗୋଟିଏ ରିପୋର୍ଟ ପ୍ରକାଶିତ ହୋଇଥିଲା। ସେଥିରେ ପ୍ରକାଶିତ ତଥ୍ୟଗୁଡ଼ିକ ସରକାର ଯୋଗାଇଛନ୍ତି। ପୂର୍ବାନୁଭୂତି ହେଲା, ବର୍ଷ ଶେଷ ହେବାର ବହୁ ମାସ ବିତିଯିବା ପରେ ମଧ୍ୟ ପରିସଂଖ୍ୟାନ ମିଳେ ନାହିଁ। କିନ୍ତୁ ମନେ…
ଅଧିକ ଖବର ଦେଖନ୍ତୁ...

ଅବୋଲକରା ଜିଭ

ମିଆଁମାର ଦେଶର ଲୋକ କଥା। ଯେତେବେଳେ ଈଶ୍ବର ମଣିଷ ସୃଷ୍ଟି କରିବାକୁ ସ୍ଥିର କଲେ, ସେତିକି ବେଳେ ବିଭିନ୍ନ ଦେବଦୂତଙ୍କୁ ମଣିଷର ବିଭିନ୍ନ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ ତିଆରି କରିବା କାମରେ ଲଗାଇ ଦେଲେ। ସୈତାନ ତ ଭଗବାନଙ୍କ ପାଖେପାଖେ ଛାଇ ଭଳି ଥାଏ, କିନ୍ତୁ କେବେ ତାଙ୍କୁ ସାହାଯ୍ୟ କରେନା।…
ଅଧିକ ଖବର ଦେଖନ୍ତୁ...

ଧାତବ ନଳୀ

ଯାତ୍ରୀମାନଙ୍କ ଆଚରଣରେ ସଂଶୋଧନ ଘଟାଇବା ପାଇଁ ମାତ୍ର ଦୁଇଟି ବାଟ ରହିଛି: ଆହ୍ବାନ ଓ ଦଣ୍ଡ ଦାନ। କର୍ମଚାରୀମାନଙ୍କ ଆଚରଣରେ ଉନ୍ନତି ଘଟାଇବା ନିମିତ୍ତ ଏକ ଶକ୍ତିଶାଳୀ ତୃତୀୟ ଉପାୟ ଉପଲବ୍‌ଧ ଅଛି: ଉପଯୁକ୍ତ ତାଲିମ। ସରକାର ଓ ବିମାନ କମ୍ପାନିମାନଙ୍କୁ ଯେ କର୍ମଚାରୀଙ୍କ ତାଲିମ ପ୍ରତି ଅଧିକ…
ଅଧିକ ଖବର ଦେଖନ୍ତୁ...