ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଧ୍ୟାନ ମୁଦ୍ରା

ମନର ଶାନ୍ତି ଓ ସ୍ଥିରତା ହାସଲ ହେଉଛି ଧ୍ୟାନର ଉଦ୍ଦେଶ୍ୟ। ନିର୍ବାଚନ ପ୍ରଚାର, ବିଶେଷ କରି ଭାରତ ଭଳି ଏକ ବିଶାଳ ଉପମହାଦେଶରେ ମାସାଧିକ କାଳ ଏକ ମଲ୍ଲଯୁଦ୍ଧସମ ନିର୍ବାଚନ ପ୍ରଚାରରେ କୌଣସି ପକ୍ଷର ପ୍ରଧାନ ଯୋଦ୍ଧା ଭୂମିକା ନିର୍ବାହ କରିବା ମନର ଶାନ୍ତି ଓ ସ୍ଥିରତା ଉପରେ ସେଇଭଳି ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଅବତାର

‘‘ସ୍ବର୍ଗର ଫାଟକ ତାଙ୍କ ପାଇଁ କେବେ ଠାରୁ ଖୋଲା ରଖାଯାଇଥିଲା। ଗାନ୍ଧୀ କିନ୍ତୁ ପୃଥିବୀକୁ ସେ ଆଉ ଟିକିଏ ସ୍ବର୍ଗୀୟ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷାରତ କରି ରଖିଥିଲେ।’’ ଆତତାୟୀ ଗୁଳିରେ ମହାତ୍ମା ଗାନ୍ଧୀ ପରଲୋକ ଗମନ କରିବା ପରଦିନ ଏହା ଥିଲା ଲଣ୍ତନ୍‌ରୁ ପ୍ରକାଶିତ ଏକ ଅଗ୍ରଣୀ…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ୍‌ ‘ଡ୍ର’-ଏଠି ନବୀନ, ସେଠି ମୋଦୀ

ଊଣେଇଶ ନିର୍ବାଚନରେ ଓଡ଼ିଶାରେ ୧୪୬ ବିଧାନସଭା ଆସନ ପାଇଁ ୧୧୨୩ ଏବ˚ ୨୧ ଲୋକସଭା ଆସନ ପାଇଁ ୧୭୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ମୋଟ ୧୨୯୭ଜଣ ଦଳୀୟ- ନିର୍ଦଳୀୟ ପ୍ରତିଦ୍ବନ୍ଦ୍ବୀ ପରସ୍ପର ସହ ଲଢେ଼ଇରେ ଅବତୀର୍ଣ୍ଣ ହୋଇଥିଲେ ସୁଦ୍ଧା ବାସ୍ତବରେ କେବଳ ମାତ୍ର ଦୁଇଜଣଙ୍କ ମଧୢରେ…
ଅଧିକ ଖବର ଦେଖନ୍ତୁ...

ବିନା ‘ସ˚ଖ୍ୟା’ରେ ଅଙ୍କକଷା!

ରାଜନୀତି ସମ୍ଭାବନାର କଳା। ଏହି ଆପ୍ତବାକ୍ୟ ଉପରେ ଭାରତୀୟ ରାଜନୈତିକ ବର୍ଗଙ୍କ ପ୍ରଗାଢ଼ ବିଶ୍ବାସ। ଏହାର ସୂଚକ ହେଲା, ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଦିଲ୍ଲୀରେ ପରବର୍ତ୍ତୀ ସରକାର ଗଠନ ନେଇ ବିଭିନ୍ନ ଶିବିରରେ ସ˚ପ୍ରତି ଆରମ୍ଭ ହୋଇ ଯାଇଥିବା କସରତ। ବିନା ‘ସ˚ଖ୍ୟା’ରେ ସମ୍ଭାବ୍ୟ…
ଅଧିକ ଖବର ଦେଖନ୍ତୁ...

ଜୀବିକା ପୁନରୁଦ୍ଧାର

ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ବାତ୍ୟା ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟର ପ୍ରଶ˚ସା କରି ଦିଲ୍ଲୀ ଫେରି ଯାଇଛନ୍ତି। ତେବେ ଏଥିରେ ଆତ୍ମତୃପ୍ତି ଲାଭର କୌଣସି ଅବକାଶ ନାହିଁ। ପୁନଃନିର୍ମାଣରେ ନିୟୋଜିତ…
ଅଧିକ ଖବର ଦେଖନ୍ତୁ...

ମେଣ୍ଟ ସରକାର ମନ୍ଦ ନୁହେଁ

ଊଣେଇଶ ଲୋକସଭା ନିର୍ବାଚନ ପାଇଁ ଦୀର୍ଘ ପ୍ରଚାର ଅଭିଯାନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟତଃ ଜାତୀୟ ନିରାପତ୍ତା ଓ ରାଷ୍ଟ୍ରବାଦ ପ୍ରସଙ୍ଗ ଉପରେ ମତଦାତାଙ୍କ ଭୋଟ ଲୋଡୁଛନ୍ତି। ବିକାଶ ପ୍ରସଙ୍ଗ କୁଆଡେ଼ ହଜିଯାଇଛି। ବିଗତ ପାଞ୍ଚବର୍ଷରେ ତାଙ୍କ ନେତୃତ୍ବାଧୀନ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ପଳାତକ ବୁଦ୍ଧ

୨୦୧୭ ଡିସେମ୍ବରରେ ନାଗପୁରଠାରେ ଅନୁଷ୍ଠିତ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଏକ ସମ୍ମିଳନୀରେ ଅଭିଭାଷଣ ଦେବା ଅବସରରେ ଦଳର ମୁଖ୍ୟ କୁମାରୀ ମାୟାବତୀ ଘୋଷଣା କରିଥିଲେ ଯେ ସେ ନିକଟ ଭବିଷ୍ୟତରେ ହିନ୍ଦୁଧର୍ମ ପରିତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କରିପାରନ୍ତି। ତାଙ୍କର ଏହି ଘୋଷଣା ପ୍ରକୃତରେ…
ଅଧିକ ଖବର ଦେଖନ୍ତୁ...

ମେଘାଚ୍ଛନ୍ନ ଜ୍ଞାନ

‘‘ଜଳବାୟୁ ପରିବର୍ତ୍ତନ? ଏହି ନାମକରଣ କ’ଣ ଠିକ୍‌? ସତକଥା ହେଲା ଆମମାନଙ୍କ ପରିବାରରେ କେତେକ ବୟୋବୃଦ୍ଧ ଥାନ୍ତି.... ସେମାନେ କହନ୍ତି ଏଥର ବେଶୀ ଥଣ୍ତା ପଡ଼ିଛି। ଏବ˚ ଲୋକମାନଙ୍କ ଶୀତ ସମ୍ଭାଳିବା କ୍ଷମତା ହ୍ରାସ ପାଇଯାଏ।’’ ୨୦୧୪ରେ ଏହା କହିଥିଲେ ନରେନ୍ଦ୍ର ମୋଦୀ। ବୁଝାଇବା ଅନାବଶ୍ୟକ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟର ମର୍ଯ୍ୟାଦା

ଦେଶର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ କନିଷ୍ଠା ମହିଳା କର୍ମଚାରୀ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ କେନ୍ଦ୍ରକରି ନ୍ୟାୟପାଳିକାରେ ସଙ୍କଟ ଗୁରୁତର ହେଉଛି। ଏହା କେବଳ ଅଭିଯୁକ୍ତ ପ୍ରଧାନ ନ୍ୟାୟାଧୀଶଙ୍କୁ ନୁହେଁ, ପୂରା…
ଅଧିକ ଖବର ଦେଖନ୍ତୁ...

ଶିଷ୍ଟାଚାରର କବର

ସାତ ପର୍ଯ୍ୟାୟ ବିଶିଷ୍ଟ ଊଣେଇଶ ସାଧାରଣ ନିର୍ବାଚନର ଲମ୍ବା ପ୍ରଚାର କାଳରେ ପ୍ରତିଦ୍ବନ୍ଦ୍ବୀ ନେତାଗଣ ପରସ୍ପର ବିରୋଧୀ ଆରୋପ-ପ୍ରତ୍ୟାରୋପ, ଅଶାଳୀନ ବୟାନ ବାଜି, ଏପରିକି ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ପରସ୍ପର ବିରୋଧରେ କୁତ୍ସା ରଟନାରେ ବ୍ୟସ୍ତ। ଏହି ଅସ୍ବସ୍ତିକର ଧାରା ଆମେରିକୀୟ ଲେଖକ…
ଅଧିକ ଖବର ଦେଖନ୍ତୁ...