ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଆମେ କେବେ ଶିଖିବା?

ଗତ ସପ୍ତାହରେ ରାଜଧାନୀ ଭୁବନେଶ୍ବର ସହରର ରାସ୍ତାମାନଙ୍କରେ ଯେଉଁ ଅଭାବନୀୟ ଦୃଶ୍ୟସବୁ ଆମେ ଦେଖିଲୁ, ତାହା ନିଶ୍ଚିତ ଏଡ଼ାଯାଇ ପାରିଥାନ୍ତା। ତେବେ ସେଥିପାଇଁ ଦୋଷ କାହାକୁ ଦେବା ଆମେ ହଠାତ ଚିନ୍ତା କରିପାରୁ ନାହୁଁ। କେନ୍ଦ୍ର ସରକାରଙ୍କ ଦ୍ବାରା ସଡ଼କ ସୁରକ୍ଷା ପାଇଁ ପ୍ରସ୍ତୁତ ନୂଆ…
ଅଧିକ ଖବର ଦେଖନ୍ତୁ...

ଚାରିଟି ଉପଲବ୍‌ଧି

୩୮୭,୩୮୯.୯ କିଲୋମିଟର ହେଉଛି ଆପଣମାନଙ୍କ ପରିଚୟ, ୨.୧ କିଲୋମିଟର ନୁହେଁ। ଇସ୍ରୋ, ଆମେ ତୁମ ଲାଗି ଗର୍ବିତ।’ ଚନ୍ଦ୍ରଯାନ-୨ ଅଭିଯାନରେ ‘ଅର୍‌ବିଟର୍’ରୁ ସଫଳତାର ସହିତ ଅଲଗା ହେ‌ାଇଯାଇଥିବା ‘ବିକ୍ରମ ଲାଣ୍ଡର୍’ ଚନ୍ଦ୍ରପୃଷ୍ଠରେ କୋମଳ ଅବତରଣ କରିବାର କେଇ କ୍ଷଣ ପୂର୍ବରୁ ଇସ୍ରୋ ସହିତ…
ଅଧିକ ଖବର ଦେଖନ୍ତୁ...

ନିରବ ଆର୍ତ୍ତନାଦ

ଏକ ଘଟଣା ଯାହା ଗୋଟିଏ କ୍ଷୁଦ୍ର ଖବର ଭାବେ ଗଲା ଶୁକ୍ରବାର ଦିନ ଏହି ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା, ତାହା ଅନ୍ୟାନ୍ୟ ଅତିକାୟ ଖବରଗୁଡ଼ିକ ଭିତରେ ପୋତି ହୋଇ ପଡ଼ିବାର ସମସ୍ତ ସମ୍ଭାବନା ସତ୍ତ୍ବେ ତହିଁରେ ଲୁଚି ରହିଥିବା ମର୍ମଦାହର ତାପ ଯେ ପାଠକପାଠିକାମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ବୋଝ

ବ୍ୟବସାୟୀମାନେ ବେଳେ ବେଳେ ଦ୍ରବ୍ୟର ବିକ୍ରୟ ମୂଲ୍ୟ ସ୍ଥିର କରିବା ପାଇଁ ଏକ ନିୟମ ଅବଲମ୍ବନ କରିଥାନ୍ତି, ଯାହାକୁ ଇ˚ରାଜୀରେ କୁହାଯାଇଥାଏ: ‘‘ଅଲ୍‌ ଦି ଟ୍ରାଫିକ୍‌ ଵିଲ୍‌ ବେଅର’’। ଏହାର ସଳଖ ତର୍ଜମା ହେଲା-ଗ୍ରାହକ ସର୍ବାଧିକ ଯେତିକି ଆର୍ଥିକ ବୋଝ ବହନ କରିପାରିବ, ଅର୍ଥାତ୍‌ ସେ ସର୍ବାଧିକ…
ଅଧିକ ଖବର ଦେଖନ୍ତୁ...

ଦାନା କନା

ଅକଳରେ ପଡ଼ିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଏକ ପିଞ୍ଜରାବଦ୍ଧ ବାଘ ଦର୍ଶକକୁ ପଞ୍ଝା ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିବା ଭଳି ଜାମିନ ଆବେଦନର ଶୁଣାଣି ନିମିତ୍ତ ସିବିଆଇ ହାଜତରୁ କୋର୍ଟକୁ ଅଣାଯିବା ଅବସରରେ ପ୍ରତିପକ୍ଷ ନରେନ୍ଦ୍ର ମୋଦୀ ସରକାରକୁ ନିଜର ପଞ୍ଝା ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ବିଷଣ୍ଣ ବ୍ୟାଙ୍କ

ବ୍ୟାଙ୍କିଙ୍ଗ୍‌ ବିଶାରଦମାନଙ୍କ ମଧୢରେ ଏକ ସୁପରିଚିତ ବିତର୍କର ଶୀର୍ଷକ ହେଉଛି: ‘ବେଜଟ୍‌ ଅର‌୍‌ ବେଲ୍‌ଆଉଟ୍‌?’ (‘ବେଜଟ୍‌ ନା ବେଲ୍‌ଆଉଟ୍‌?’)। ବେଲ୍‌ଆଉଟ୍‌ ବର୍ତ୍ତମାନ ଏପରି ଏକ ଦୈନନ୍ଦିନ ଆଲୋଚିତ ଇ˚ରେଜୀ ଶବ୍ଦରେ ପରିଣତ ହୋଇଗଲାଣି ଯେ ତାହାର ଆକ୍ଷରିକ ଅନୁଦାନ ଅନାବଶ୍ୟକ। କୌଣସି…
ଅଧିକ ଖବର ଦେଖନ୍ତୁ...

ବିରୁଡ଼ି ବସା

ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଏନ୍‌ଆର୍‌ସି ବା ନେସନାଲ ରେଜିଷ୍ଟର ଅଫ୍ ସିଟିଜେନ୍‌ସ (ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର)ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି, ଯହିଁରୁ ୧୯ ଲକ୍ଷ ଲୋକ ବାଦ୍‌ ପଡ଼ିଛନ୍ତି ଏବଂ ଏହା ଏକ ଗୁରୁତର ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବାଦ୍‌ ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ସଡ଼କ ଉପରେ ଶିଷ୍ଟତା

ଅନେକ ଦିନ ତଳେ ଜଣେ ଭାରତୀୟ ସାମ୍ବାଦିକଙ୍କ ଏକ ରୋଚକ ଭିଏନା ଅନୁଭୂତି ପଢ଼ିବାକୁ ମିଳିଥିଲା। ଅଷ୍ଟ୍ରିଆର ରାଜଧାନୀ ଭିଏନା ସହରକୁ ବୁଲି ଦେଖିବାର ମନ ନେଇ ସାମ୍ବାଦିକ ମହାଶୟ ଗୋଟିଏ ଟ୍ୟାକ୍‌ସି ଧରିଲେ। କିଛି ବାଟ ଗଲା ପରେ ତାଙ୍କ ଟ୍ୟାକ୍‌ସି ଗୋଟିଏ ଗାଡ଼ି ପଛରେ ନିରାପଦ ଦୂରତାରେ ରହିଲା।…
ଅଧିକ ଖବର ଦେଖନ୍ତୁ...

ରୁଦ୍ଧ ମନ

ପ୍ରଖ୍ୟାତ ଇ˚ରେଜୀ ନାଟ୍ୟକାର ଜର୍ଜ ବର୍ନାଡ ଶ’ ଥରେ କହିଥିଲେ- ‘ପରିବର୍ତ୍ତନ ବିନା ପ୍ରଗତି ଅସମ୍ଭବ। ଏବ˚ ଯେଉଁମାନେ ନିଜ ମନର ପରିବର୍ତ୍ତନ କରି ନ ପାରନ୍ତି, ସେମାନେ କିଛି ହେଲେ ବଦଳାଇ ପାରିବେ ନାହିଁ।’ ଏ କଥାଟି ଆଜି ଆମ ଦେଶ ଲାଗି ଏତେ ପ୍ରାସଙ୍ଗିକ ଲାଗୁଛି ଯେ ସତେ ଯେମିତି ସେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦା ଆଦାୟ

କିଏ କହୁଛି ଚୋରି ତ କିଏ କହୁଛି ଲୁଟ୍‌ ତ କିଏ କହୁଛି ପୁଅର ‘ପିଗି ବ୍ୟାଙ୍କ’ (ସଞ୍ଚିତ ପଇସା ଥିବା ନିବୁଜ ଠେକି) ଭାଙ୍ଗି ବାପା ପଇସା ହଡ଼ପ କରି ନେଲେ। ଯିଏ ଯାହା କହୁନା କାହିଁକି, ସତ କଥା ହେଲା ବାଧୢ ସନ୍ତାନ ଭଳି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର‌୍‌ ଶକ୍ତିକାନ୍ତ ଦାସ ଭାରତ ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...