ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଯଥାର୍ଥତା ଯନ୍ତା

ସେକ୍‌ସପିଅର୍‌ଙ୍କ ପ୍ରସିଦ୍ଧ ନାଟକ ‘ମାକ୍‌ବେଥ୍‌’ର ମୁଖ୍ୟ ଚରିତ୍ର ତଥା ଖଳନାୟକ ମାକ୍‌ବେଥ୍‌ ଯେଉଁ ହତ୍ୟାକାଣ୍ଡମାନ ରଚନା କରିଥିଲେ ତାହା ହାତଗଣତି ସଂଖ୍ୟକ ଥିବା ବେଳେ ଫରାସୀ ବିପ୍ଳବ ପରବର୍ତ୍ତୀ ‘ରେନ୍‌ ଅଫ୍‌ ଟେରର୍‌’ ବା ‘ଆତଙ୍କରାଜ’ର ରଚୟିତା ମାକ୍ସିମିଲିଏନ୍‌ ରବେସ୍‌ପିଅର୍‌ ଓ…
ଅଧିକ ଖବର ଦେଖନ୍ତୁ...

ସରସ ରସ: ଚିନ୍ତାରେ ‘ସିଜ’ ରଜା

ଦଶ ବର୍ଷ ତଳେ, ଅଗଷ୍ଟ ୨୦୧୩ରେ, ନିୟମଗିରି ଆନ୍ଦୋଳନ ଯୋଗୁଁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୨ଟି ଗ୍ରାମସଭାର ମତ ଆଧାରରେ ନିୟମଗିରି ଆଦିବାସୀଙ୍କ ନିର୍ଣ୍ଣାୟକ ବିଜୟ ହୋଇଥିଲା। ବେଦାନ୍ତ କମ୍ପାନି ପରାଜୟ ବରଣ କରି ସେଠାରୁ ଆଉ ବକ୍‌ସାଇଟ ଉତ୍ତୋଳନ କରି ପାରିଲା ନାହିଁ। ଆଶା…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ଚେତନା: ଚୁଟି ‌ଚୋରି ସମ୍ବାଦ

ନିକଟରେ ବାଲେଶ୍ୱର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗୋଟିଏ ଯାତ୍ରୀବାହୀ ବସ୍‌ରୁ ଏକ ଚୁଟି ଭର୍ତ୍ତି ବସ୍ତା ନିଖୋଜ ହୋଇଯିବାରୁ ସେହି ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ପଣବନ୍ଦୀ କରି ସେମାନଙ୍କର ମୁକ୍ତି ପଣ ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ଦାବି କରାଯାଇଥିବା କଥା ସମ୍ବାଦପତ୍ର ପୃଷ୍ଠା…
ଅଧିକ ଖବର ଦେଖନ୍ତୁ...

କ’ଣ ହରାଇଛି!

ଗୋଟିଏ ବିରାଟ କ˚ପାନିର ସର୍ବୋଚ୍ଚ ପଦଧାରୀ ପହଞ୍ଚିଲେ ଗୋଟିଏ ନିଭୃତ ଅରଣ୍ୟ ପରିବେଷ୍ଟିତ ଇଲାକାରେ। ନିଜ ଶିକ୍ଷା, ଦକ୍ଷତା ଏବ˚ ସଫଳ ହେବାର ଜିଦି ଫଳରେ ସେ ଅଳ୍ପ ଦିନ ଭିତରେ କ˚ପାନିର ଶୀର୍ଷତମ ସ୍ଥାନରେ ପହଞ୍ଚି ପାରିଥିଲେ। ତାଙ୍କ ପରିବାର ଥିଲା ଛୋଟ ଏବ˚ ସୁନ୍ଦର। ତାଙ୍କୁ ଦେଖି ଲୋକେ…
ଅଧିକ ଖବର ଦେଖନ୍ତୁ...

‘ଦ ଟ୍ରାଏଲ୍‌’

ଗଲା ୨୬ ତାରିଖ ଦିନ, କାତାରର ଏକ ନିମ୍ନ ଅଦାଲତରୁ ନିସୃତ ରାୟ କେବଳ ସାଧାରଣ ଭାରତୀୟଙ୍କୁ ନୁହେଁ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ମଧ୍ୟ ଉଭୟ ଚକିତ ଏବଂ ବିଚଳିତ କରି ପକାଇଛି; ଯହିଁରେ ଗୁପ୍ତଚରଗିରି କରୁଥିବା ଆରୋପରେ ଆଠ ଜଣ ଅବସରପ୍ରାପ୍ତ ଭାରତୀୟ ନୌ-ସେନା ଅଧିକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ସଙ୍କଟରେ ଭୂତଳ ଜଳ

ଜାତିସଂଘ ଦ୍ବାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ସତର୍କ କରାଇ ଦେଇଛି ଯେ ଭାରତୀୟ-ଗାଙ୍ଗେୟ ଅବବାହିକାରେ ଭୂତଳ ଜଳ ସ୍ତର ହ୍ରାସ ଏକ ଅପୂରଣୀୟ ସ୍ତରକୁ ପହଞ୍ଚିଯାଇଛି। ୟୁନାଇଟେଡ୍ ନେସନ୍‌ସ ୟୁନିଭର୍ସିଟି ଦ୍ବାରା ପ୍ରକାଶିତ ‘ଇଣ୍ଟରକନେକ୍ଟେଡ୍‌ ଡିଜାଷ୍ଟର୍‌ ରିସ୍କସ୍‌ ରିପୋର୍ଟ ୨୦୨୩’ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଧନ ଓ ମନ

ଜଣେ ସାଧାରଣ ବ୍ୟକ୍ତିଙ୍କ ଘର ଆଗରେ ଦୁଇ ଜଣ ଆଗନ୍ତୁକ ବସିଥିଲେ। ସକାଳୁ ଗୃହସ୍ବାମୀ ସେମାନଙ୍କୁ ଦେଖି ପରିଚୟ ମାଗନ୍ତେ, ସେମାନେ କହିଲେ ଆମ ଭିତରୁ ଜଣେ ଧନ ଓ ଆର ଜଣକ ମନ। ଆମେ ସୁଖ ଦେବା ଲାଗି ଆସିଥାଉଁ। ତୁମେ ଆମକୁ ପ୍ରଥମେ ଦେଖିଲ। ଏବେ କୁହ କାହାକୁ ନେବାକୁ ଚାହୁଁଛ। ସେହି ଲୋକ କହିଲେ-…
ଅଧିକ ଖବର ଦେଖନ୍ତୁ...

ଆମିଷାହାରର ଦ୍ବନ୍ଦ୍ବ

ମହାମାୟୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଉତ୍ସବର ଉଲ୍ଲାସମୟ ବାତାବରଣରେ ଯେଉଁ ଏକ ବିଷୟ ବିଗତ କିଛି ବର୍ଷ ଧରି ସାମାଜିକ ଗଣମାଧ୍ୟମ ମଞ୍ଚରେ ମୃଦୁ ବିତର୍କ ସୃଷ୍ଟି କରିବାରେ ଲାଗିଛି, ତାହା ହେଲା ପଶ୍ଚିମବଙ୍ଗରେ ପବିତ୍ର ପୂଜା ପେଣ୍ଡାଲଗୁଡ଼ିକ ନିକଟରେ ଶ୍ରଦ୍ଧାଳୁମାନେ ଆମିଷ ଭକ୍ଷଣ କରୁଥିବାର…
ଅଧିକ ଖବର ଦେଖନ୍ତୁ...

ପାଲେଷ୍ଟାଇନ୍ ସମସ୍ୟା: ଗାନ୍ଧୀଙ୍କ ଭବିଷ୍ୟବାଣୀ ସତ ହେଲା

ବର୍ଷକରୁ ଅଧିକ ସମୟ ହେଲା ମନ ଗଭୀର ଭାବରେ ଆଘାତ ପାଇଛି। କାନରେ ୟୁକ୍ରେନ୍‌ର ଚିତ୍କାର ପ୍ରତିଧ୍ବନିତ ହେଉଛି। ନିଜର ଅସହାୟତାର ତୀକ୍ଷ୍‌ଣ ଭାବନା ଜାରି ରହିଛି। ଏ ଲଜ୍ଜା ବି କିଛି କମ୍‌ ବାଧୁନି କି, ଆମ ଦେଶ ୟୁକ୍ରେନ୍‌ ନାଗରିକଙ୍କର ଜଘନ୍ୟ ହତ୍ୟାରେ ଭାଗୀଦାର ସାଜିଛି ଏବଂ ୟୁକ୍ରେନ୍‌ ଓ…
ଅଧିକ ଖବର ଦେଖନ୍ତୁ...

ପୁଅର ପ୍ରଶ୍ନ

ଗେଲବସରିଆ ପୁଅ ବାପାଙ୍କୁ ପଚାରିଲା- ବାପା, ତୁମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲୋକ କିଏ? ବାପା କିଛି ସମୟ ଚିନ୍ତା କଲେ କିନ୍ତୁ କିଛି କହିଲେ ନାହିଁ। ପୁଅର ମନ ଭାଙ୍ଗିଗଲା। ସେ ଭାବିଲା- ମୁଁ ବାପାଙ୍କ ସବୁଠାରୁ ପ୍ରିୟ। ତଥାପି ବାପା ତାଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କିଏ ତାହା…
ଅଧିକ ଖବର ଦେଖନ୍ତୁ...