ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ପଇସା ମୂଲ୍ୟହୀନ

ଦୁଇ ଜଣ ବନ୍ଧୁ ଥିଲେ। ଜଣେ କହୁଥିଲେ ଯେ ଧନସଂପତ୍ତି ବା ପଇସାପତ୍ର ମୂଲ୍ୟହୀନ ଏବଂ ସେଥି ପ୍ରତି ତାଙ୍କର ଆକର୍ଷଣ ନ ଥିଲା। ତାଙ୍କ ବନ୍ଧୁ କହୁଥିଲେ ଯେ ପଇସାପତ୍ର ହିଁ ମୁଖ୍ୟ କଥା ଏବଂ ସେଥି ଲାଗି ସେ ଖୁବ୍‌ ଧନ ସଞ୍ଚୟ କରୁଥିଲେ। ସେ ସବୁ ଖର୍ଚ୍ଚ କରିବାରେ କାର୍ପଣ୍ୟ ପ୍ରଦର୍ଶନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କୋମଳ ବଳ

ନିଜକୁ ଶକ୍ତିଶାଳୀ ମନେ କରୁଥିବା ରାଷ୍ଟ୍ରମାନେ ଆନ୍ତର୍ଜାତିକ ପ୍ରେକ୍ଷାପଟରେ ଯେଉଁ ଶକ୍ତି ପ୍ରଦର୍ଶନ କରିଥାନ୍ତି, ତାହା ଦୁଇ କିସମର ହୋଇଥାଏ। ଗୋଟିଏ କିସମ ହେଉଛି ପହିଲମାନ୍ ମା‌ନେ ନିଜର ବଳିଷ୍ଠ ମାଂସପେଶୀ ପ୍ରଦର୍ଶନ କଲା ଭଳି ର‌ାଷ୍ଟ୍ର ନିଜର ସାମରିକ କ୍ଷମତା ପ୍ରଦର୍ଶନ କରିବା,…
ଅଧିକ ଖବର ଦେଖନ୍ତୁ...

ବଣିଜ ବିଚାର: ରାଜ୍ୟରେ କୃଷିଭିତ୍ତିକ ଶିଳ୍ପର ସ୍ବାସ୍ଥ୍ୟ

ନିକଟ ଅତୀତରେ ବରଗଡ଼ ତଥା ଅନ୍ୟ କେତେକ ଜିଲ୍ଲାର ଚାଷୀମାନେ ବଜାରରେ କୋବି ବିକ୍ରି କରି ନ ପାରି ନିଜ କୋବି ଫସଲ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ସେହିପରି ଚାଷୀମାନେ ଟମାଟୋ ବିକି ଚାଷ ଲାଗି କରିଥିବା ଖର୍ଚ୍ଚ ଉଠା‌ଇ ପାରି ନ ଥିବାରୁ ରାସ୍ତାରେ ଟମାଟୋ ଫୋପାଡ଼ି ଦେଇଥିଲେ। ଏକ ବିଡ଼ମ୍ବନା…
ଅଧିକ ଖବର ଦେଖନ୍ତୁ...

ଗୀତର ପ୍ରଶଂସା

ରାଜା ଥିଲେ ଅତି ମାତ୍ରାରେ ଗାୟନ ପ୍ରିୟ। ସଦା ବେଳେ ସେ କିଛି ନା କିଛି ଗାଉଥିଲେ ଏବଂ ଆଖପାଖରେ ଲୋକଙ୍କୁ ଶୁଣାଉଥିଲେ। ଏଥିରେ ସେ ଜମାରୁ ଥକୁ ନ ଥିଲେ। କିନ୍ତୁ ଏହା ଭିତରେ ଏକ ବିପଦ ଲୁଚି ରହିଥିଲା। ତାହା ହେଲା ରାଜା ଥିଲେ ସ˚ପୂର୍ଣ୍ଣ ବେସୁରା ଏବ˚ ତାଙ୍କ କଣ୍ଠ ଥିଲା ନିହାତି କର୍କଶ।…
ଅଧିକ ଖବର ଦେଖନ୍ତୁ...

ବିଡ଼ମ୍ବନା

ଏଭଳି ସ୍ଥଳେ ପରିଶେଷରେ ଯାହା ଏକ ବିସ୍ମୟ ସୃଷ୍ଟିକାରୀ ଅସମାହିତ ପ୍ରଶ୍ନ ହୋଇ ରହିଯାଏ, ତାହା ହେଲା ପାନ୍‌ଧେର ବା ସୁରେନ୍ଦ୍ର କୋଲି ଅପରାଧୀ ନୁହନ୍ତି ତ ପ୍ରକୃତ ଅପରାଧୀ କିଏ? ଏବଂ ଏଭଳି ପରିସ୍ଥିତିରେ ବିଡ଼ମ୍ବିତ ବାସ୍ତବତା ହେଲା ୧୭ ବର୍ଷ ପ୍ରତୀକ୍ଷା କରି ମଧ୍ୟ ପୀଡ଼ିତାମାନଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

ଟିଭି ଚ୍ୟାନେଲ୍‌ରେ ‘ଘୃଣା ପ୍ରଚାର’

ଯେତେବେଳେ ବିରୋଧୀ ମେଣ୍ଟ ଇନ୍‌ଡିଆ ଗଠବନ୍ଧନ ପକ୍ଷରୁ ଚଉଦ ଜଣ ଟିଭି ଆଙ୍କରଙ୍କ ନାମ ନେଇ ଘୋଷଣା କଲେ ଯେ ସେମାନେ ଆଉ ସେମାନଙ୍କ ଦ୍ବାରା ପଚିଚାଳିତ ବିତର୍କକୁ ନିଜର ପ୍ରତିନିଧି ପଠାଇବେ ନାହିଁ, ସେତେବେଳେ ବୋଧହୁଏ ସେମାନଙ୍କର ଅନୁମାନ ଥିଲା କି, ଆଙ୍କରମାନଙ୍କୁ ଏପରି ବାସନ୍ଦ ଦ୍ବାରା ସେମାନେ…
ଅଧିକ ଖବର ଦେଖନ୍ତୁ...

ରାଜପୁତ୍ର ଓ ଗୁରୁ

ରାଜପୁଅ ଥିଲେ ବଦ୍‌ ମିଜାଜୀ। ଅନ୍ୟମାନଙ୍କ ପ୍ରତି ତାଙ୍କ ବ୍ୟବହାର ଆଦୌ ଭଲ ନ ଥିଲା। ରାଜା ବ୍ୟଥିତ ହୋଇ ଏ ବିଷୟରେ ତାଙ୍କ ଗୁରୁଙ୍କୁ ଜଣାଇଲେ। ରାଜପୁତ୍ରଙ୍କୁ ଏ ବାବଦରେ ବୁଝାଇବା ଲାଗି ଗୁରୁ ଦିନେ କହିଲେ- କୁମାର, ଆସ ଆଜି ମୋ’ ସହିତ ସହର ଭ୍ରମଣରେ ଯିବ। କିନ୍ତୁ ଲୋକେ ତୁମକୁ…
ଅଧିକ ଖବର ଦେଖନ୍ତୁ...

ସଦ୍‌ଗତି?

ଗଲା ଗୁରୁବାର ଦିନ ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ କ୍ଷୁଦ୍ର କଳେବରଧାରୀ ସମ୍ବାଦ ହୁଏ’ତ ଅନେକଙ୍କ ଦୃଷ୍ଟିପଥାରୂଢ଼ ହୋଇ ନ ଥିବ; କିନ୍ତୁ ତାହା ବେଶ୍‌ ବିଚଳିତ କଲା ଭଳି। ସେହି ସମ୍ବାଦଟି ଥିଲା ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍‌ ଅଧୀନସ୍ଥ ମାଲିମୁଣ୍ଡା ଗ୍ରାମର ଏକ ହତଭାଗ୍ୟ ପରିବାରକୁ…
ଅଧିକ ଖବର ଦେଖନ୍ତୁ...

ଅବିସ୍ମରଣୀୟ ଶରତ

ଜଣେ ସଫଳ ପୁଲିସ ଅଧିକାରୀ, ବିଦ୍ବାନ ଓ ବହୁପାଠୀ, ସୁଲେଖକ ଏବଂ ବନ୍ଧୁବତ୍ସଳ ପୂର୍ବତନ ପୁଲିସ ଡି.ଜି. ଶରତ ଚନ୍ଦ୍ର ମିଶ୍ର ଥିଲେ ଜଣେ ବହୁ ଆୟାମୀ ବ୍ୟକ୍ତିତ୍ବ। ଦୈନିକ ‘ସମ୍ବାଦ’ର ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ମଧ୍ୟ ଅନେକ ପାଠକୀୟ ଆଦୃତି ଲାଭ କରିଥିଲେ। ଏହି ଦିବଂଗତ ଆତ୍ମା ପ୍ରତି…
ଅଧିକ ଖବର ଦେଖନ୍ତୁ...

କମ୍‌ ଦଣ୍ଡ ପାଇଲୁ କି?

କୌଣସି ଏକ ଗୁରୁତର ଅପରାଧ ଘଟାଇ ଯୁବକଟି ନିଶାର୍ଧରେ ସହର ଛାଡ଼ି ଚାଲିଗଲା। କେହି ହେଲେ ବି ତା’ର କୌଣସି ଟେର‌୍‌ ପାଇଲେ ନାହିଁ। ଅନେକ ଖୋଜାଖୋଜି ପରେ ବି ତା’ର କୌଣସି ପତ୍ତା ମିଳିଲା ନାହିଁ। ସେ ଥିଲା ପରିବାରର ଏକମାତ୍ର ପୁତ୍ର। ଏଭଳି ଘଟନାରେ ତା’ ପରିବାର ଭାଙ୍ଗି ପଡ଼ିଲା। ଏମିତି…
ଅଧିକ ଖବର ଦେଖନ୍ତୁ...