ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ମିଥ୍ୟାଭିଯୋଗ

ଗତ ଜାନୁଆରି ୧୨ ତାରିଖ ଦିନ ସୁପ୍ରିମ୍‌ କୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରି ଯେଉଁ ବିଚାର ବିଭ୍ରାଟ ପ୍ରଦର୍ଶନ କରିଥିଲେ, ତାହାର ଏକ ସିଧାସଳଖ ବିପଜ୍ଜନକ କୁପରିଣାମ ବର୍ତ୍ତମାନ ଆତ୍ମପ୍ରକାଶ କରିଛି।…
ଅଧିକ ଖବର ଦେଖନ୍ତୁ...

ଓ୍ଵାଇନ୍‌ଷ୍ଟାଇନ୍‌ ମୁହୂର୍ତ୍ତ

ଭାରତରେ ମହିଳା ଓକିଲଙ୍କଠାରୁ ମହିଳା ବିଚାରପତିମାନଙ୍କ ପର୍ଯ୍ୟନ୍ତ ସେମାନଙ୍କର ଉପରିସ୍ଥ ପୁରୁଷ ବିଚାରପତିମାନଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହେବା ଅଭିଯୋଗ ଆଦୌ ବିରଳ ନୁହେଁ। କିନ୍ତୁ ଏଥିପାଇଁ କୌଣସି ପୁରୁଷ ବିଚାରପତି କେବେ ହେଲେ ଦଣ୍ଡିତ ହେବା ଦେଖାଯାଇ ନାହିଁ। ଅତୀତରେ…
ଅଧିକ ଖବର ଦେଖନ୍ତୁ...

ପାଣ୍ଠି ଭାଗ ବଣ୍ଟା

ଆଞ୍ଚଳିକ ଦଳ ମାନଙ୍କୁ ଏକାଠିି କରି ଏକ ଅଣ-କଂଗ୍ରେସ, ଅଣ-ବିଜେପି ରାଜନୈତିକ ସାମ୍ମୁଖ୍ୟ ଗଠନ ଲାଗି ପ୍ରାୟ ଦୁଇ ସପ୍ତାହ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ସୁପ୍ରିମୋ ସି.ଚନ୍ଦ୍ରଶେଖର ରାଓ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ଦେଶର ସାଂପ୍ରତିକ ରାଜନୈତିକ ଦୃଶ୍ୟପଟ ଯାହା, ସେଥିରେ…
ଅଧିକ ଖବର ଦେଖନ୍ତୁ...

ସଂକଟରେ ନ୍ୟାୟପାଳିକା

ଭାରତୀୟ ନ୍ୟାୟପାଳିକା ଇତିହାସରେ ଗୋଟିଏ ଅଭୁତପୂର୍ବ ଅଥଚ ନିହାତି ଅସ୍ୱାଭାବିକ ଓ ଅସ୍ୱସ୍ତିକର ଘଟଣା ଘଟିଥିଲା ଗତ ଜାନୁଆରି ମାସ ୧୨ ତାରିଖ ଦିନ। ଉଚ୍ଚତମ ନ୍ୟାୟାଳୟର ଚାରିଜଣ ବରିଷ୍ଠତମ ନ୍ୟାୟମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ନ୍ୟାୟାଧୀଶଙ୍କ କାର୍ଯ୍ୟଶୈଳୀରେ ସାଧୁତା,…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛତା ପ୍ରତି ଆହ୍ଵାନ

ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୁରୁବାର ଦିନ ଗୃହରେ ମାତ୍ର ଦୁଇଟି ବାକ୍ୟର ଏକ ବିବୃତ୍ତି ଦେବା ପରେ ଲୋକାୟୁକ୍ତ ପ୍ରସଙ୍ଗରେ ଗତ ତିନିଦିନ ଧରି ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ଘଟିଛି। ମନ୍ତ୍ରୀ ମହୋଦୟଙ୍କ ସଂକ୍ଷିପ୍ତ ବୟାନ ଗୃହରେ ସ୍ୱାଭାବିକତା ପୁନଃବାହାଲ ସକାଶେ ରାଜି…
ଅଧିକ ଖବର ଦେଖନ୍ତୁ...

ଲ’ରେ ଲଗାମ

ଆଇନ ବା ଲ’ ସବୁବେଳେ ଭଲ ଉଦ୍ଦେଶ୍ୟରେ ପ୍ରଣୀତ ହୋଇଥାଏ। ତେବେ ତା’ର ଫଳ ଭଲ ହେବ କି ଭେଲ ହେବ, ତାହା ନିର୍ଭର କରିଥାଏ ଆଇନର ଉପଯୋଗ ବା ଦୁରୁପଯୋଗ ଉପରେ। ଯେ କୌଣସି ଆଇନ ସମ୍ପର୍କରେ ଏହା କୁହାଯାଇପାରେ। ଯେଉଁଠି ଦୁରୁପଯୋଗ କାଁ ଭାଁ ଶ୍ରେଣୀର ହୋଇଥାଏ ତାହାକୁ ଏକ ସ୍ୱାଭାବିକ ବ୍ୟତିକ୍ରମ ରୂପେ…
ଅଧିକ ଖବର ଦେଖନ୍ତୁ...

‘ମିଆଁ କଲ୍‌ ଆନା’

କୁହାଯାଇଥାଏ, ରାଗ ହେଉଛି ବ୍ରହ୍ମ ଚଣ୍ଡାଳ। ତେଣୁ କ୍ରୋଧାନ୍ଧ ଇମ୍‌ତିଆଜ୍‌ ହିତାହିତ ଜ୍ଞାନ ହରାଇ ପତ୍ନୀ ସଗୁଫ୍‌ତାକୁ ତତ୍‌କ୍ଷଣାତ୍‌ ତଲାକ୍‌ ଦେଇ ସେମାନଙ୍କ ବୈବାହିକ ଜୀବନରେ ଅନ୍ତ ଘଟାଇ ଦେଇଛି। କିନ୍ତୁ ମୁଣ୍ଡରୁ ବ୍ରହ୍ମଚଣ୍ଡାଳ ଓହ୍ଲାଇ ଗଲାପରେ ସେ ପୁଣି ସଗୁଫ୍‌ତାକୁ ପତ୍ନୀ ରୂପେ ଫେରି…
ଅଧିକ ଖବର ଦେଖନ୍ତୁ...

ଘରୋଇ ରାଜନୀତି

ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଡେଟା ଯୁଦ୍ଧ ମତଦାତାମାନଙ୍କୁ କେନ୍ଦ୍ର କରି ଚାଲିଥିଲେ ହେଁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଧିକାଂଶ ସାଧାରଣ ମତଦାତାମାନେ ଏହାର କିଛି କୂଳକିନାରା ପାଉ ନଥିବେ। ଫେସ୍‌ବୁକ୍‌, କେମ୍ବ୍ରିଜ୍‌ ଆନାଲିଟିକା- ଏ ସବୁ ଗଣମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

୧୯ ପାଇଁ ‘ଆଶା’ର ବଜେଟ୍‌

ବିଧାନସଭାରେ ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଆଗତ କରିଛନ୍ତି। ଊଣେଇଶ ନିର୍ବାଚନ ପୂର୍ବରୁ ଚତୁର୍ଥ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ର ସୁଯୋଗକୁ ଭୋଟ ପାଇଁ ପୂର୍ଣ୍ଣ ଉପଯୋଗ କରିଛନ୍ତି ନବୀନ ସରକାର। ଭୋଟରଙ୍କ ମନ ଜିଣିବା…
ଅଧିକ ଖବର ଦେଖନ୍ତୁ...

୭୦%ଙ୍କ ଭାଗ ଓ ଭାଗ୍ୟ

ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଅବ୍ୟବହିତ ପୂର୍ବରୁ ଗୁରୁବାର ଦିନ ଅର୍ଥନୈତିକ ସର୍ଭେ ୨୦୧୭-୧୮ ଉପସ୍ଥାପିତ ହୋଇଛି। ଏଥିରେ ସାମଗ୍ରିକ ଭାବେ ରାଜ୍ୟ ଅର୍ଥନୀତିର ଏକ ଗୋଲାପି-ଆଶାବାଦୀ ଚିତ୍ର ଅଙ୍କା ଯାଇଛି। ସପ୍ତାହକ ପରେ ବିଦାୟ ନେବାକୁ ଯାଉଥିବା ୨୦୧୭-୧୮ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...