ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ମହାନ ଈଶ୍ବର

ସନ୍ଥ ଫିରୋଜ ପହଞ୍ଚିଲେ ଏମିତି ଗୋଟାଏ ରାଜ୍ୟରେ ଯାହାର ରାଜା ଥିଲେ ମହା ଗର୍ବୀ ଓ ଉଦ୍ଧତ। ସେ ନିଜ ରାଜ୍ୟରେ ଈଶ୍ବରଙ୍କୁ ନିଷେଧ କରିଦେଇଥିଲେ। ରାଜ୍ୟର ଲୋକେ କେବଳ ତାଙ୍କୁ ପୂଜା କରିବାକୁ ସେ ଆଦେଶ ଦେଇଥିଲେ ଏବ˚ କେହି ସେମିତି ନ କଲେ ମୁଣ୍ତ କାଟ ହେବାର ଭୟ ଥିଲା। ଫିରୋଜଙ୍କୁ ଦେଖି…
ଅଧିକ ଖବର ଦେଖନ୍ତୁ...

ଗର୍ବ ଓ ଲଜ୍ଜା

ଗୋଟିଏ ପଟେ ଆମ ଦେଶର ନାମ ଇଣ୍ଡିଆ ‌ରହିବ ନା ଭାରତ ରହିବ ସେ ନେଇ ବୌଦ୍ଧିକ ବିତର୍କ ଚାଲିଛି। ଅନ୍ୟପଟେ ଆମର ଶାରୀରିକ ଭିନ୍ନକ୍ଷମ ଯୁବକଯୁବତୀ ନୂଆ ଇତିହାସ ସୃଷ୍ଟି କରିବା ଲାଗି ନିଜର ମନପ୍ରାଣ ଢାଳି ଦେଉଛନ୍ତି; ଅଥଚ ଆଉ ଗୋଟିଏ ପଟେ କିଛି ନିର୍ମମ, ଅହଙ୍କାରୀ ବ୍ୟକ୍ତି ଆବେଗଶୂନ୍ୟ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆମ ସଂବିଧାନ ଆମ ଧର୍ମଗ୍ରନ୍ଥ: ସବୁ ଦୋଷ ଗାନ୍ଧୀଜୀଙ୍କର!

ଗାନ୍ଧୀଜୀ ବଞ୍ଚିଥିଲା ବେଳେ ନୂଆ ଭାରତ ଲାଗି ସଂବିଧାନ ତିଆରି କାମ ଆରମ୍ଭ ହୋଇ ଯାଇଥିଲା। ମୁସଲିମ୍ ଲିଗ୍ ମିଶିବେ ମିଶିବେ ବୋଲି କହି ସଂବିଧାନ-ସଭା ନିର୍ବାଚନରେ ଭାଗ ନେଲେ ଅଥଚ ସଭା ଆରମ୍ଭରୁ ହିଁ ଆସିଲେ ନାହିଁ। ଗଡ଼ଜାତ-ଭାରତରୁ ସଦସ୍ୟମାନେ ମନୋନୟନ ଭିତ୍ତିରେ ଅଳ୍ପ ପଛରେ ଆସି ଯୋଗ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ନୈଦାନିକ ପରୀକ୍ଷଣରେ ଭାରତୀୟ

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଦେଶର ବିଭିନ୍ନ ଔଷଧ କମ୍ପାନି ଦ୍ବାରା ପ୍ରାୟୋଜିତ ନୈଦାନିକ ପରୀକ୍ଷଣମାନଙ୍କରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଭାରତୀୟମାନଙ୍କୁ ବ୍ୟବହାର କରାଯାଉଛି, ଯାହା ଚିନ୍ତାଜନକ। ମାଙ୍ଗାଲୋର ସ୍ଥିତ ୟେନେପୋୟା ବିଶ୍ବବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ବା…
ଅଧିକ ଖବର ଦେଖନ୍ତୁ...

ସମସ୍ତେ ଠିକ୍

ମୁଲ୍ଲା ନସିରୁଦ୍ଦିନଙ୍କୁ ରାଜା ବିଚାରକ ଭାବେ ନିଯୁକ୍ତି ଦେଲେ। ମୁଲ୍ଲା କେମିତି ବିଚାର କରୁଛନ୍ତି ତାହା ଦେଖିବା ଲାଗି ରାଜା ପ୍ରଥମ ଦିନ ବିଚାରାଳୟରେ ଉପସ୍ଥିତ ରହିଲେ। ମୁଲ୍ଲା ଥିଲେ ବୁଦ୍ଧିମାନ। ତେଣୁ ରାଜା ଭାବିଲେ ମୁଲ୍ଲା ଭଲ ବିଚାରପତି ହୋଇପାରିବେ। ବିଚାର ଆରମ୍ଭ ହେଲା। ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ପୂର୍ବ-ପ୍ରସ୍ତୁତି

ରାଜନୀତିରେ ମହିଳାମାନଙ୍କର ପ୍ରବେଶ ହତାଶାଜନକ ହୋଇଥିବାର କାରଣ ହେଲା ପୁରୁଷମାନେ ଏ କ୍ଷେତ୍ରରେ ସୃଷ୍ଟି କରିଥିବା ଅର୍ଥବଳ, ବାହୁବଳ, ପରିବାରବଳ ଭଳି ଅତ୍ୟୁଚ୍ଚ ପ୍ରବେଶ-ପ୍ରତିବନ୍ଧକମାନ। ସାଧାରଣ ବର୍ଗର ମହିଳାମାନେ ତେଣୁ ଏ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହି ନଥିବା…
ଅଧିକ ଖବର ଦେଖନ୍ତୁ...

ଭାରତ-କାନାଡା ମତଭେଦ କାହିଁକି?

ନୂଆଦିଲ୍ଲୀରେ ଜି-୨୦ ସମ୍ମେଳନ ଅନୁଷ୍ଠିତ ହେବାଠାରୁ କାନାଡ଼ାରେ ସ୍ଥାନୀୟ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ ଭାରତ-କାନାଡ଼ା ମଧ୍ୟରେ ଏକ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଏହା ଘଟିବ ବୋଲି ପୂର୍ବରୁ କେହି ଆଶଙ୍କା କରିନଥିଲେ। କାରଣ କାନାଡ଼ା ହେଉଛି ଆମେରିକାର ଏକ ପଡ଼ୋଶୀ ତଥା…
ଅଧିକ ଖବର ଦେଖନ୍ତୁ...

ପ୍ରକୃଷ୍ଟ ପନ୍ଥା

ଥରେ ଗୋଟିଏ କାରାଗାରରେ ବନ୍ଦୀ ଥିବା ଦୁଇ ଜଣଙ୍କୁ ଏକା ଦିନ ଫାଶୀ ମିଳିବାର ହେଲା। ସେମାନଙ୍କ ଭିତରୁ ଜଣେ ଥିଲା ସ˚ପୂର୍ଣ୍ଣ ପାପୀ ଏବ˚ ଆର ଜଣକ ସ˚ପୂର୍ଣ୍ଣ ପୁଣ୍ୟବନ୍ତ, ଯାହାଙ୍କୁ ଭୁଲ୍‌ ବୁଝାମଣା ସ୍ବରୂପ ଏ ଚରମ ଦଣ୍ତ ଭୋଗିବାକୁ ପଡୁଥିଲା। ସେମାନଙ୍କ ଫାଶୀ ପାଇବାର ସମୟ ଆସିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦ୍ର ଚେତାବନୀ

ଆମର ଏହି ବିରଳ ବାୟୁମଣ୍ଡଳ ଆମକୁ ସେ ପର୍ଯ୍ୟନ୍ତ ସୁରକ୍ଷିତ ରଖିବ, ‌େଯ ପର୍ଯ୍ୟନ୍ତ ଆମେ ତା’ର ସନ୍ତୁଳିତ ସଂରଚନାକୁ ବିଗାଡ଼ି ନଦେଇଛୁ। କିନ୍ତୁ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ଏବେ ସେଇ ସନ୍ତୁଳନ ଯେଉଁଭଳି ବିଗାଡ଼ିବାରେ ଲାଗିଛି, ଯଦି ସେଥିରେ ଲଗାମ ଦିଆନଯାଏ, ତେବେ ଦିନ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ କଥନ: ହିନ୍ଦୀ ଭାଷାର ଆବେଦନ

ଗତ ଚଉଦ ତାରିଖ ଦିନ ଦେଶରେ ‘ହିନ୍ଦୀ ଦିବସ’ ପାଳନ କରାଯାଇଛି। ୧୯୪୯ରେ ଏହି ଦିନ ହିନ୍ଦୀକୁ ରାଜଭାଷାର ମାନ୍ୟତା ମିଳିଥିଲା। ଏହା ଏକ ସାମାନ୍ୟ ନିଷ୍ପତ୍ତି ନଥିଲା। ଏଥିପାଇଁ ସଂବିଧାନ ସଭାରେ ବହୁ ତର୍କ-ବିତର୍କ ହୋଇ ସାରିଥିଲା। ପ୍ରସଂଗକୁ ନେଇ ସଂବିଧାନ ସଭା ଦୁଇଖଣ୍ଡ ପ୍ରାୟ ହୋଇଯାଇଥିଲା।…
ଅଧିକ ଖବର ଦେଖନ୍ତୁ...