ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବହୁବଚନ: ବଦଳୁଛି ଦୃଷ୍ଟି ଓ ଦିଗନ୍ତ

ଭାରତ ପ୍ରତି ବିଶ୍ୱର ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଘଟୁଛି। ପାରମ୍ପରିକ ପାଶ୍ଚାତ୍ୟ ବିବେଚନାରେ ଭାରତ ଆଉ ଗଙ୍ଗା, ଗାଈ, ସାପ, ସାପୁଆକେଳା, ଗୁଣିଗାରେଡ଼ି, ଅନାହାର ଓ ଅନଟନର ଦେଶ ହୋଇ ରହିନାହିଁ। ଭାରତ ବା ଇଣ୍ଡିଆ କହିଲେ ଡିଜିଟାଲ ଇଣ୍ଡିଆକୁ ବୁଝାଉଛି। ବୁଝାଉଛି ‘ମେକ୍ ଇନ୍…
ଅଧିକ ଖବର ଦେଖନ୍ତୁ...

ଅପରାଧ ମାର୍ଜନ

ଦୁଇ ଜଣ ମିତ୍ର ଜଣେ ଗୁରୁଙ୍କ ପାଖରେ ପହଞ୍ଚିଲେ। ସେମାନଙ୍କ ଭିତରୁ ଜଣେ ଘଟଣାକ୍ରମରେ ଏକ ବଡ଼ ଅପରାଧ କରିଦେଇଥିବାରୁ ଗଭୀର ଭାବେ ଅନୁତପ୍ତ ଥିଲା, ତେଣୁ ପଶ୍ଚାତ୍ତାପ କରିବା ଲାଗି ଗୁରୁଙ୍କ ପାଖକୁ ଆସିଥିଲା। ଆର ଜଣକ କେବଳ ତା’ ସହିତ ଆସିଥିଲା। ଗୁରୁ ଅନୁତପ୍ତ ଯୁବକ ଠାରୁ ସବୁ ଶୁଣିଲେ ଏବଂ…
ଅଧିକ ଖବର ଦେଖନ୍ତୁ...

ବିଦାୟ, ସବୁଜ ବିପ୍ଳବର ସ୍ଥପତି

୧୯୯୯ରେ, ଆମେରିକାର ‘ଟାଇମ’ ସ୍ବାମୀନାଥନ୍‌ଙ୍କୁ ପୃଥିବୀର ୨୦ ଜଣ ବିଖ୍ୟାତ ବ୍ୟକ୍ତିଙ୍କ ଭିତରେ ଅନ୍ତର୍ଭୁକ୍ତ କରିଥିଲା ଯହିଁରେ ତାଙ୍କ ଭିନ୍ନ ଆଉ ଦୁଇ ଜଣ ମାତ୍ର ଭାରତୀୟ ଥିଲେ- ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୋର। ଏଗାର ବର୍ଷ ବୟସରେ ପିତାଙ୍କୁ ହରେଇଥିବା ଜଣେ ଭାରତୀୟ କିଶୋର…
ଅଧିକ ଖବର ଦେଖନ୍ତୁ...

ବିଜେପିର ପରିବାରବାଦ ଆରୋପରେ ଭ୍ରାନ୍ତି

‘ପରିବାରବାଦ’ ବିରୋଧରେ ବିଜେପିର ପ୍ରଚାର ଅଭିଯାନ ଏକ ସନ୍ଦେହମୂଳକ ଭିତ୍ତିଭୂମି ଉପରେ ଛିଡ଼ା ହୋଇଛି। ପ୍ରଥମତଃ, ଭାରତୀୟ ସମାଜ ‘ପରିବାରବାଦ’କୁ ଅନୈତିକ ଭାବରେ ଦେଖେନାହିଁ। ଅପରପକ୍ଷେ, ପରିବାର ସଦସ୍ୟଙ୍କୁ ପଦୋନ୍ନତି ଦେବା ପିତୃପ୍ରଧାନ ବ୍ୟକ୍ତିଙ୍କ ପ୍ରାଥମିକ କର୍ତ୍ତବ୍ୟ ବୋଲି ବିବେଚନା…
ଅଧିକ ଖବର ଦେଖନ୍ତୁ...

ପରିଚୟ ଅପେକ୍ଷାରେ ମୃତଦେହ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ୨୦୧୧ ପରିସଂଖ୍ୟାନ କହେ, ୨୦୦୫ରୁ ୨୦୧୦ ମଧ୍ୟରେ ଭାରତରେ ୨,୨୨,୪୪୬ ଜଣଙ୍କର ମୃତଦେହକୁ ଅପରିଚିତ ଅବସ୍ଥାରେ ତଦନ୍ତକାରୀ ସଂସ୍ଥାମାନଙ୍କ ଦ୍ବାରା ଦାହ କରାଯାଇଥିଲା ଅଥବା ‌େପାତି ଦିଆଯାଇଥିଲା। ୨୦୧୩ରୁ ୨୦୧୫ ଭିତରେ ଏହି ସଂଖ୍ୟା ଥିଲା…
ଅଧିକ ଖବର ଦେଖନ୍ତୁ...

ମହାନ ଈଶ୍ବର

ସନ୍ଥ ଫିରୋଜ ପହଞ୍ଚିଲେ ଏମିତି ଗୋଟାଏ ରାଜ୍ୟରେ ଯାହାର ରାଜା ଥିଲେ ମହା ଗର୍ବୀ ଓ ଉଦ୍ଧତ। ସେ ନିଜ ରାଜ୍ୟରେ ଈଶ୍ବରଙ୍କୁ ନିଷେଧ କରିଦେଇଥିଲେ। ରାଜ୍ୟର ଲୋକେ କେବଳ ତାଙ୍କୁ ପୂଜା କରିବାକୁ ସେ ଆଦେଶ ଦେଇଥିଲେ ଏବ˚ କେହି ସେମିତି ନ କଲେ ମୁଣ୍ତ କାଟ ହେବାର ଭୟ ଥିଲା। ଫିରୋଜଙ୍କୁ ଦେଖି…
ଅଧିକ ଖବର ଦେଖନ୍ତୁ...

ଗର୍ବ ଓ ଲଜ୍ଜା

ଗୋଟିଏ ପଟେ ଆମ ଦେଶର ନାମ ଇଣ୍ଡିଆ ‌ରହିବ ନା ଭାରତ ରହିବ ସେ ନେଇ ବୌଦ୍ଧିକ ବିତର୍କ ଚାଲିଛି। ଅନ୍ୟପଟେ ଆମର ଶାରୀରିକ ଭିନ୍ନକ୍ଷମ ଯୁବକଯୁବତୀ ନୂଆ ଇତିହାସ ସୃଷ୍ଟି କରିବା ଲାଗି ନିଜର ମନପ୍ରାଣ ଢାଳି ଦେଉଛନ୍ତି; ଅଥଚ ଆଉ ଗୋଟିଏ ପଟେ କିଛି ନିର୍ମମ, ଅହଙ୍କାରୀ ବ୍ୟକ୍ତି ଆବେଗଶୂନ୍ୟ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆମ ସଂବିଧାନ ଆମ ଧର୍ମଗ୍ରନ୍ଥ: ସବୁ ଦୋଷ ଗାନ୍ଧୀଜୀଙ୍କର!

ଗାନ୍ଧୀଜୀ ବଞ୍ଚିଥିଲା ବେଳେ ନୂଆ ଭାରତ ଲାଗି ସଂବିଧାନ ତିଆରି କାମ ଆରମ୍ଭ ହୋଇ ଯାଇଥିଲା। ମୁସଲିମ୍ ଲିଗ୍ ମିଶିବେ ମିଶିବେ ବୋଲି କହି ସଂବିଧାନ-ସଭା ନିର୍ବାଚନରେ ଭାଗ ନେଲେ ଅଥଚ ସଭା ଆରମ୍ଭରୁ ହିଁ ଆସିଲେ ନାହିଁ। ଗଡ଼ଜାତ-ଭାରତରୁ ସଦସ୍ୟମାନେ ମନୋନୟନ ଭିତ୍ତିରେ ଅଳ୍ପ ପଛରେ ଆସି ଯୋଗ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ନୈଦାନିକ ପରୀକ୍ଷଣରେ ଭାରତୀୟ

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଦେଶର ବିଭିନ୍ନ ଔଷଧ କମ୍ପାନି ଦ୍ବାରା ପ୍ରାୟୋଜିତ ନୈଦାନିକ ପରୀକ୍ଷଣମାନଙ୍କରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଭାରତୀୟମାନଙ୍କୁ ବ୍ୟବହାର କରାଯାଉଛି, ଯାହା ଚିନ୍ତାଜନକ। ମାଙ୍ଗାଲୋର ସ୍ଥିତ ୟେନେପୋୟା ବିଶ୍ବବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ବା…
ଅଧିକ ଖବର ଦେଖନ୍ତୁ...

ସମସ୍ତେ ଠିକ୍

ମୁଲ୍ଲା ନସିରୁଦ୍ଦିନଙ୍କୁ ରାଜା ବିଚାରକ ଭାବେ ନିଯୁକ୍ତି ଦେଲେ। ମୁଲ୍ଲା କେମିତି ବିଚାର କରୁଛନ୍ତି ତାହା ଦେଖିବା ଲାଗି ରାଜା ପ୍ରଥମ ଦିନ ବିଚାରାଳୟରେ ଉପସ୍ଥିତ ରହିଲେ। ମୁଲ୍ଲା ଥିଲେ ବୁଦ୍ଧିମାନ। ତେଣୁ ରାଜା ଭାବିଲେ ମୁଲ୍ଲା ଭଲ ବିଚାରପତି ହୋଇପାରିବେ। ବିଚାର ଆରମ୍ଭ ହେଲା। ଗୋଟିଏ…
ଅଧିକ ଖବର ଦେଖନ୍ତୁ...