ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ମନ ପରିଭାଷା: ସ୍ୟାଣ୍ଡଉଇଚ୍‌ଡ ପିଢ଼ିର ସଂକଟ

ଚିକିତ୍ସା ବିଜ୍ଞାନରେ ଅଭୂତପୂର୍ବ ପ୍ରଗତି ତଥା ଶରୀର ବିଷୟରେ ଅଧିକ ଜ୍ଞାନ ବଳରେ ଯାହା ସମ୍ଭବ ହୋଇଛି, ତାହା ହେଲା ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କ ହାରାହାରି ଆୟୁଷରେ ବୃଦ୍ଧି। ଫଳରେ ବହୁ ପରିବାରରେ ତିନି ପିଢ଼ିର ସମାବେଶ ସମ୍ଭବପର ହେଉଛି। ଗୋଟିଏ ଯୁବ ଦଂପତିଙ୍କ ସହିତ ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

ଆମ୍ବ ଗଛର ମାହାତ୍ମ୍ୟ

ଜଣେ ଗୁରୁଙ୍କୁ ଅନେକ ଲୋକ ଘେରି ରହୁଥିଲେ। ସେଇ ଲୋକମାନଙ୍କ ଭିତରେ ଅନେକ ଥିଲେ ନିଶାସକ୍ତ, ଅପରାଧୀ, ନିର୍ବୋଧ ତଥା ଦୁଷ୍ଟ ପ୍ରକୃତିର। ଗୁରୁ ସମସ୍ତଙ୍କ ପ୍ରତି ସମାନ ନଜର ରଖୁଥିଲେ। ସମସ୍ତଙ୍କୁ ଉପଦେଶ ଦେଉଥିଲେ। ଗୁରୁଙ୍କ ଆଶ୍ରମର ଦ୍ବାର ସମସ୍ତଙ୍କ ଲାଗି ଖୋଲା ରହୁଥିଲା। ଏ କଥା କିଛି…
ଅଧିକ ଖବର ଦେଖନ୍ତୁ...

ଅର୍ବାଚୀନର କୂଟନୀତି

ପାକିସ୍ତାନ ଭଳି କାନାଡା ପରିପ୍ରେକ୍ଷୀରେ ମଧ୍ୟ ଏହା ସତ, ଯାହା ସେଠାରେ ଶିଖ ଚରମପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ପ୍ରଶ୍ରୟ ଏବଂ ପ୍ରୋତ୍ସାହନ ଦେଇ ଚାଲିଛି। ଏଥିରୁ ଉପଲବ୍‌ଧ ଶିକ୍ଷାଟି ହେଲା ‘କଟ୍ଟର’ ଧର୍ମାନ୍ଧତା ଭଳି ‘କଟ୍ଟର’ ଉଦାରବାଦ ମଧ୍ୟ ବିପଜ୍ଜନକ; ଯେଉଁ ଦୃଷ୍ଟିରୁ ଦେଖିଲେ…
ଅଧିକ ଖବର ଦେଖନ୍ତୁ...

ସରସ ରସ: ସମୟର ବାଲୁକାରେ ସ୍ମୃତିର ପଦଚିହ୍ନ

ମନୁଷ୍ୟ ମୃତ୍ୟୁ ପରେ କାହିଁକି ଅନ୍ୟମାନଙ୍କ ମନରେ ସ୍ମୃତି ହୋଇ ସଦା ଜୀବିତ ରହିବାକୁ ପସନ୍ଦ କରେ? ନିଜ ନାମରେ ଅନୁଷ୍ଠାନ ଗଢ଼େ, ସ୍ମାରକୀ ତୋଳାଏ, ଭିତ୍ତିସ୍ତମ୍ଭ ଓ ଉଦ୍‌ଘାଟନ ଫଳକ ଲଗାଏ, ଆତ୍ମଜୀବନୀ ଲେଖେ, ପ୍ରତିମୂର୍ତ୍ତି ତା’ର ସ୍ଥାପନ ହୁଏ, ସମାଧି ଗଢ଼ାହୁଏ ଓ ମନ୍ଦିର ଚଟାଣରେ…
ଅଧିକ ଖବର ଦେଖନ୍ତୁ...

ସଇତାନର ଶଙ୍ଖ

ଜଣେ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତି ପାଇବା ଲାଗି ଘୋର ତପସ୍ୟା କଲା। ଭଗବାନ ଆସିଲେ ଏବ˚ ତାକୁ ଶଙ୍ଖଟିଏ ଦେଲେ। ତାକୁ କହିଲେ- ଏ ଶଙ୍ଖକୁ ଯାହା ମାଗିବୁ ତା’ର ଅଧେ ନିଶ୍ଚୟ ପାଇବୁ। ୟାକୁ ନେ। ଲୋକଟି ତାକୁ ନେଇ ବହୁତ କିଛି ମାଗି ପକାଇଲା। ଯାହା ମାଗିଲା ତା’ର ଅଧା ପାଇ ଅଚିରେ ବହୁତ…
ଅଧିକ ଖବର ଦେଖନ୍ତୁ...

ଶକ୍ତି ବନ୍ଦନା

କାରଣ ଯାହାହେଉ ପଛକେ ସଂଖ୍ୟାଗରିଷ୍ଠ ସମର୍ଥନ ଲାଭ କରି ବିଲ୍‌ଟି ପାରିତ ହୋଇ ଯେତେ ଶୀଘ୍ର ମହିଳାମାନଙ୍କର ରାଜନୈତିକ ଶକ୍ତିରେ ବୃଦ୍ଧି ଘଟାଇବ, ଦେଶ ପାଇଁ ତାହା ସେତେ ମଙ୍ଗଳପ୍ରଦ ହେବ। କାରଣ ରାଜନୈତିକ ସଶକ୍ତୀକରଣ ମହିଳାମାନଙ୍କର ସାମଗ୍ରିକ ସଶକ୍ତୀକରଣକୁ ଏକ ଦୃଢ଼ ଭିତ୍ତି ଯୋଗାଇଥାଏ।…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧମୁକ୍ତ ବିଶ୍ବ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ

ମାନବ ସଭ୍ୟତାର ବିଡ଼ମ୍ବନା ଯେ ଇତିହାସରେ ସର୍ବଦା ଯୁଦ୍ଧ ଓ ହିଂସାର ପରିବେଶ ରହିଆସିଛି। ରାଜତନ୍ତ୍ର ଏବଂ ସାମନ୍ତବାଦୀ ଯୁଗରେ ଶକ୍ତିଶାଳୀ ଶାସକମାନେ ନିଜର ରାଜ୍ୟ ବିସ୍ତାର ପାଇଁ ସର୍ବଦା ଯୁଦ୍ଧରେ ସମ୍ପୃକ୍ତ ହେଉଥିଲେ। ସଭ୍ୟତାର ଇତିହାସରେ ଏପରି କୌଣସି ଶତାବ୍ଦୀ ନାହିଁ ଯେଉଁ ଶତାବ୍ଦୀରେ…
ଅଧିକ ଖବର ଦେଖନ୍ତୁ...

କିଏ ବଡ଼?

ଥରେ ଜଣେ ମଣିଷ ଜଙ୍ଗଲରେ ବୁଲୁଥିବା ବେଳେ ଗୋଟିଏ ସି˚ହକୁ ଭେଟିଲା। ସି˚ହଟି ହଠାତ୍‌ ମଣିଷ ବୁଝିଲା ଭଳି ଭାଷାରେ ଗପସପ କରିବା ଆରମ୍ଭ କଲା। ହଠାତ୍ କଥା ପଡ଼ିଲା- କିଏ ଅଧିକ ବଳଶାଳୀ? ମଣିଷ ନା ସି˚ହ? ଏହା ଯୁକ୍ତିର ରୂପ ନେଲା। ମଣିଷ ଥିଲା ବାକ୍‌ ପଟୁ। ସେ କହିଲା- ତୁମେ ମଣିଷର ଶକ୍ତି…
ଅଧିକ ଖବର ଦେଖନ୍ତୁ...

ପୁଣି ‘ଦୁଃସମ୍ବାଦ’

୧୯୯୮ରେ ମାଲେସିଆର ‘ନିପା’ ନାମକ ଗ୍ରାମରେ ଏହି ଭୂତାଣୁ ପ୍ରଥମେ ଆବିଷ୍କୃତ ହୋଇଥିବାରୁ ଏହାର ଏପରି ନାମକରଣ ହୋଇଛି। ଘୁଷୁରି ପାଳକମାନେ ପ୍ରଥମେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ଆବିଷ୍କୃତ ହୋଇଥିଲା। ଭୂତାଣୁ ବହନ କରୁଥିବା ଘୁଷୁରିର ମଳମୂତ୍ର ସଂସ୍ପର୍ଶରେ ଆସିଥିବା ମନୁଷ୍ୟ ଏହି…
ଅଧିକ ଖବର ଦେଖନ୍ତୁ...

ଆଳାପ ଓ ଆଲୋଚନା: କୋଣାର୍କର କିୟଦଂଶ

ସ୍ବାକ୍ଷର ଆଭିମୁଖ୍ୟ ବସୁଧୈବ କୁଟୁମ୍ବକମ୍ ପ୍ରତି ଅଂଗୀକାର ଓ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସାଂଗକୁ ନୂଆଦିଲ୍ଲୀ ଠାରେ ନିକଟରେ ଜି-୨୦ ଶିଖର ସମ୍ମିଳନୀ ସକାଶେ ଏକାଠି ହୋଇଥିବା ବିଶ୍ବ ନେତାନେତ୍ରୀଗଣ ଅପଲକ ନୟନ ତଥା ବିସ୍ମୟାଭିଭୂତ ଭାବାବେଗ…
ଅଧିକ ଖବର ଦେଖନ୍ତୁ...