ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଈଶ୍ବରଙ୍କ ଇଚ୍ଛା

ଦଂପତିଙ୍କ ଭଲ ସମୟ ହଠାତ୍‌ ଯେମିତି ଚାଲିଯାଇଥିଲା। ସେମାନେ ଅତ୍ୟନ୍ତ ଦୁଃସ୍ଥିତି ଦେଇ ଗତି କରୁଥିଲେ। ଏମିତିକା ଗୋଟିଏ ହାହୁତାଶମୟ ସମୟରେ ସ୍ବାମୀ ତାଙ୍କ ପତ୍ନୀଙ୍କୁ ପଚାରିଲେ- ତୁମେ ତ ପରମ ଈଶ୍ବର ବିଶ୍ବାସୀ। ତୁମର ପୂଜା ଓ ପ୍ରାର୍ଥନାରେ କେବେ କମ୍‌ ହୋଇନାହିଁ। ମୁଁ ମଧୢ ଈଶ୍ବରଙ୍କୁ…
ଅଧିକ ଖବର ଦେଖନ୍ତୁ...

କେବଳ ମସ୍ତିଷ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ୍ କୋଭିଡ୍ ପାଣ୍ଡେମିକ୍‌ଜନିତ ସଂକଟର ମୁକାବିଲା କରି ଏହି ଦାୟିତ୍ବ ନିର୍ବାହ କରିବାରେ ସର୍ବାଧିକ ସଫଳତା ହାସଲ କରିଛି, ତାହା ବର୍ତ୍ତମାନ ବିଶ୍ବବ୍ୟାପୀ ସ୍ବୀକୃତି ହାସଲ କରିଛି। ଉଭୟ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଜଗତର ବିକଶିତ ଅର୍ଥନୀତିମାନ ଯେତେବେଳେ ତଥାପି…
ଅଧିକ ଖବର ଦେଖନ୍ତୁ...

ବିଚାରପତି ଓ ରାଜନୀତି

ନିକଟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ତାଙ୍କ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ବିବାଦର ଝଡ଼ ସୃଷ୍ଟି କରିଛନ୍ତି। ଉଚ୍ଚ ଅଦାଲତର ବିଚାରପତିିମାନେ ପଦରେ ଥିବା ବେଳେ ତହିଁରୁ ଇସ୍ତଫା ଦେଇ ବା ଅବସର ନେବାର ଠିକ୍ ପରେ ପରେ ରାଜନୀତିରେ…
ଅଧିକ ଖବର ଦେଖନ୍ତୁ...

ପରିଶ୍ରମ ହିଁ ମୂଳ

ଗୋଟିଏ ଗାଁକୁ ବେଢ଼ି ରହିଥିଲା ନଦୀଟିଏ। ନଦୀ ପାର୍‌ ହେଲେ ଅନ୍ୟ ଜାଗାକୁ ଯାଇ ହୁଏ। ପ୍ରତିଦିନ ଦୁଇ ଜଣ ଲୋକ ପ୍ରାୟ ଗୋଟିଏ ସମୟରେ ନଈ କୂଳରେ ପହଞ୍ଚି ନଈ ପାର୍ ହୁଅନ୍ତି। ଜଣେ କୂଳରେ ପହଞ୍ଚିବା ପରେ ପୋଷାକ ବଦଳାଇ ନଈ ଭିତରକୁ ଡେଇଁପଡ଼େ ଓ ପହଁରି ପହଁରି ପାର୍ ହୁଏ। ଅନ୍ୟ ଜଣକ ଈଶ୍ବର…
ଅଧିକ ଖବର ଦେଖନ୍ତୁ...

ସଙ୍କୁଚିତ ମାତୃତ୍ବ

ଜାତିସଂଘର ଆକଳନ ଅନୁସାରେ ୨୦୫୦ ବେଳକୁ ଭାରତର ଜନସଂଖ୍ୟା ୧୬୭ କୋଟି ଛୁଇଁଥିବ। ସୌଭାଗ୍ୟକ୍ରମେ ବର୍ତ୍ତମାନ ଭାରତର କର୍ମକ୍ଷମ ଯୁବପିଢ଼ି ହେଉଛି ପୃଥିବୀର ବିଶାଳତମ, ଯାହାକୁ ଆମର ‘ଜନସଂଖ୍ୟାଗତ ଲାଭ’ ବା ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ରୂପେ ବିଚାର କରାଯାଉଛି। ତେଣୁ ବର୍ତ୍ତମାନ ପାଇଁ ଏକ…
ଅଧିକ ଖବର ଦେଖନ୍ତୁ...

ହାତୀ ଦାନ୍ତ, ହାତୀ କାନ ଓ ହାତୀ ପାଦ

ସେଦିନ ସକାଳୁ ସକାଳୁ ଗୋଟେ ନୂଆ ସ୍ପୋର୍ଟସ୍ ସାଇକେଲ ଧରି ସତ୍ୟେନ୍ଦୁ ଘରେ ହାଜର ହୋଇଯାଇ ବାବୁରାଓ ସଦର୍ପ ଘୋଷଣା କଲା: ଆଜିଠୁ ଆଉ ମର୍ଣ୍ଣିଂ ଉଆକ୍ ନାଇଁ ବାବୁ, ଏଣିକି କରିବା ମର୍ଣ୍ଣିଂ ସାଇକ୍ଲିଂ! କିରେ, ଗତ ଜାନୁଆରି ପହିଲାରୁ ତ ସବୁ ଦିନ ମର୍ଣ୍ଣିଂ ଉଆକ୍ ଆରମ୍ଭ କରି ଚାଲୁଥିଲେ। ହଠାତ୍…
ଅଧିକ ଖବର ଦେଖନ୍ତୁ...

ମୁସାଙ୍କ କାହାଣୀ

ଇହୁଦୀଙ୍କ ପଥ ପ୍ରଦର୍ଶକ ମୋଜେସ୍‌ କୁଆଡ଼େ ଈଶ୍ବରଙ୍କ ସହିତ କଥାବାର୍ତ୍ତା କରି ପାରୁଥିଲେ। ମୋଜେସଙ୍କୁ ମୁସା ବୋଲି ମଧ୍ୟ ସଂବୋଧନ କରାଯାଏ। ଥରେ ଜଣେ ଅତି ଧନୀ ଲୋକ ମୁସାଙ୍କୁ କହିଲେ- ମୁସା‌, ମୁଁ ଶୁଣୁଛି ‌େଯ ଆପଣ ଈଶ୍ବରଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଏଥର ଦେଖା ହେଲେ କହିଦେବେ…
ଅଧିକ ଖବର ଦେଖନ୍ତୁ...

ଆବେଗର ଆବିଷ୍କର୍ତ୍ତା

ଏହି ଘଟଣାରେ କିନ୍ତୁ ମୁଖ୍ୟ ନିବେଶ ଅଧିକାରୀ ଜଣକ ଏଭଳି କୌଣସି ଜଟିଳ ବିଶ୍ଳେଷଣ ଠାରୁ ଦୂରରେ ରହି କେବଳ ନିଜର ଅନ୍ତର୍ନିହିତ ଭାବାବେଗ ଦ୍ବାରା ପରିଚାଳିତ ହୋଇ ନିବେଶ ପାଇଁ ନିଷ୍ପତ୍ତି ନେଇଥିଲେ- ତାଙ୍କୁ ଫୋର୍ଡ‌୍ ଗାଡ଼ି ଭଲ ଲାଗିଲା; ଫୋର୍ଡ‌୍ କଂପାନି ଭଲ ଲାଗିଲା; ସେଇ କଂପାନିର…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ଚେତନା: ଲାଭଦାୟକ ପର ଚର୍ଚ୍ଚା

ନିକଟରେ ଆମେରିକାର ଦୁଇ ସୁନାମଧନ୍ୟ ଷ୍ଟାନ୍‌ଫୋର୍ଡ ଓ ମାରିଲ୍ୟାଣ୍ଡ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ପାଦିତ ଏକ ଗବେଷଣା ଅନୁସାରେ ଦିନକୁ ଘଣ୍ଟାଏ ଲେଖାଏଁ ପର ଚର୍ଚ୍ଚା ସବୁ ଦିଗରୁ ଲାଭଦାୟକ ହୋଇଥାଏ। ଗବେଷକମାନଙ୍କ ନିର୍ଯାସ ଅନୁସାରେ ପର ଚର୍ଚ୍ଚା ଆମକୁ ପାରିପାର୍ଶ୍ବିକ ପରିବେଶକୁ ବୁଝିବାରେ…
ଅଧିକ ଖବର ଦେଖନ୍ତୁ...

ସୈନିକରୁ ସନ୍ନ୍ୟାସୀ

ଜଣେ ସୈନିକଙ୍କ ମନରେ ସଂସାର ପ୍ରତି ବିତୃଷ୍ଣା ଆସିଗଲା। ସେ ଜଣେ ସାଧୁଙ୍କ ଆଶ୍ରମକୁ ଯାଇ ନିଜ ମନ କଥା କହି ସନ୍ନ୍ୟାସୀ ହେବେ ବୋଲି କହିଲେ। ସାଧୁ କହିଲେ- ସନ୍ନ୍ୟାସୀ ହେବା ଲାଗି ତୁମେ ପ୍ରସ୍ତୁତ ହୋଇଛ ଭଳି ଲାଗୁନାହିଁ। ‌େସୖନିକ କହିଲେ- ମନରେ ବୈରାଗ୍ୟ ଆସିଗଲା ବୋଲି ଘର ସଂସାର ଓ…
ଅଧିକ ଖବର ଦେଖନ୍ତୁ...