ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଆଇଏଏସ୍ ପରୀକ୍ଷା କେମିତି ହେବା ଉଚିତ

ଏକ ସଂସଦୀୟ କମିଟି ଏବେ ମତ ଦେଇଛନ୍ତି ଯେ ଆଇଏଏସ୍ ପରୀକ୍ଷାରେ ସଫଳ ହେଉଥିବା ପ୍ରାର୍ଥୀମାନଙ୍କ ଭିତରୁ ପ୍ରାୟ ୭୦% ଟେକ୍‌ନିକାଲ ବିଷୟରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ; ଅର୍ଥାତ୍ ଆଇଏଏସ୍‌ ବା ଆଇପିଏସ୍ ଆଦି ଭଳି ଭାରତର ସବୁଠୁଁ ବଡ଼ ଚାକିରି ପାଉଥିବା ଛାତ୍ରଛାତ୍ରୀ ହେଉଛନ୍ତି ଡାକ୍ତର ବା…
ଅଧିକ ଖବର ଦେଖନ୍ତୁ...

ଭାଷି ଜାଣିଲେ ଭାଷଣ ସୁନ୍ଦର

ଆମେ କଥା କଥାକେ କହୁ ଯେ ଭାଷଣରେ ପେଟ ପୂରେନା। ଏହାର ଅର୍ଥ କେବଳ କଥାରେ ନ କହି ତାକୁ କାମରେ କରି ଦେଖାଅ। କିନ୍ତୁ ଅଗଣିତ ବାକ୍ୟବୀରମାନଙ୍କ ଭାଷଣ ସର୍ବସ୍ବତା ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେ ଗହଗହ ଭାଷଣରେ ସ୍ଥାନ କଂପୁଛି; ଅଥଚ ଶୁଣିବାକୁ କାହାର ଉତ୍ସାହ କି ଧୈର୍ଯ୍ୟ ନାହିଁ। ‌େତଣୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ଘୋଡ଼ାଙ୍କ ଦୁଃଖ

ଥରେ ଗୋଟିଏ ବଣୁଆ ଘୋଡ଼ା ଜଙ୍ଗଲ ଧାରକୁ ଆସିଗଲା। ସେତେବେଳକୁ ରାଜା ଏକ ବଡ଼ ଚିକ୍କଣିଆ ଘୋଡ଼ାରେ ଚଢ଼ି ଯାଉଥିଲେ। ତାକୁ ଦେଖି ବଣୁଆ ଘୋଡ଼ା ମନେ ମନେ ଭାବିଲା- ବାଃରେ ଜୀବନ! ଏମିତି ଜୀବନରେ ଅଛି ମଜା। ଦିନେ ଦୈବାତ୍‌ ତାକୁ ରାଜାଙ୍କ ଘୋଡ଼ା ସହିତ ଦେଖା ହେଲା ଓ ଗପିବା ଲାଗି ସୁଯୋଗଟିଏ…
ଅଧିକ ଖବର ଦେଖନ୍ତୁ...

ଅବାଧ ଶକ୍ତି?

ଏହି ସମୟରେ ଉଚ୍ଚାଟରେ ଭଟ୍ଟା ପକାଇବା ଭଳି କେତେକ ଚୀନା ଗବେଷକ ପ୍ରକାଶ କଲେଣି ଯେ ‘ଏଲ୍‌କେ-୯୯’ ଏକ ‘ସୁପର୍‌କଣ୍ଡକ୍ଟର୍‌’ ହୋଇଥିବା ସତ୍ୟ, କିନ୍ତୁ କେବଳ ଯେତେବେଳେ ଏହା ଶୂନ୍ୟ ଡିଗ୍ରୀ ସେଲ୍‌ସିଅସ୍‌ ଠାରୁ ବହୁ ତଳେ ଶୀତଳୀକୃତ ଅବସ୍ଥାରେ ଥାଏ- ଅର୍ଥାତ୍‌ ଯଥା ପୂର୍ବମ୍‌! ଏ ଦୁଇ ପଡ଼ୋଶୀ…
ଅଧିକ ଖବର ଦେଖନ୍ତୁ...

‘ପଦ’ ଓ ‘ପଦାର୍ଥ’

‘ପଦ’ ଓ ‘ପଦାର୍ଥ’ ବିଷୟରେ ଲେଖିଲା ବେଳେ ଆରମ୍ଭରୁ କହି ଦିଏ ଯେ ‘ପଦ’ ବୋଇଲେ ମୁଖ ନିସୃତ ବା ଲିଖିତ ଶବ୍ଦ ବା ଅଭିବ୍ୟକ୍ତି ଏବଂ ‘ପଦାର୍ଥ’ କହିଲେ ପଦର ଅର୍ଥ। ଏବେ ଏକ ସାଧାରଣ ଉଦାହରଣ। ଧରନ୍ତୁ ଆପଣ କହିଲେ ‘କଲମ’; ତାହା ହେଲା ପଦ। କିନ୍ତୁ ‘କଲମ’ ଭଳି ଶବ୍ଦ ସହିତ ଅପରିଚିତ ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଈଶ୍ବରଙ୍କ ସହିତ ସାକ୍ଷାତ

ଜଣେ ସାଧୁ ଈଶ୍ବରଙ୍କ ସାନ୍ନିଧୢ ପାଇବା ଲାଗି ଗଭୀର ଭାବେ ଧ୍ୟାନରତ ଥିଲେ। ଏ ସମୟରେ ନିଷ୍ପ୍ରଭ ଭାବେ କାନରେ ପଡ଼ିଲା- ମୋତେ କିଛି ଖାଇବାକୁ ଦିଅନ୍ତୁ ମହାତ୍ମା। ମୁଁ କ୍ଷୁଧାତୁର। ସାଧୁ ସାଙ୍ଗେସାଙ୍ଗେ ଧୢାନରୁ ଉଠିଲେ। ତାଙ୍କ ଆଗରେ ଘୁଷୁରି ଘୁଷୁରି ଆସିଥିବା ଜଣେ ଅତ୍ୟନ୍ତ କ୍ଷୁଧାତୁର…
ଅଧିକ ଖବର ଦେଖନ୍ତୁ...

ଆଦର୍ଶ ଭାରତ

ଭାରତୀୟମାନଙ୍କର ସଂଯତ ଜୀବନଶୈଳୀର ଏକ ସୂଚକ ସ୍ବରୂପ ଏଠାରେ ମୁଣ୍ଡ ପିଛା ଶକ୍ତି ବ୍ୟବହାର ପରିମାଣ ହେଉଛି ବିଶ୍ବ ହାରାହାରିର ପ୍ରାୟ ଏକ-ତୃତୀୟାଂଶ। ଅନ୍ୟ ଏକ ଉଦାହରଣ ସ୍ବରୂପ ଏଠାରେ ମୁଣ୍ଡପିଛା ଅଙ୍ଗାର ନିର୍ଗମନ ପରିମାଣ ହେଉଛି ବିଶ୍ବ ହାରାହାରିର ପ୍ରାୟ ୪୦ ଶତାଂଶ। ଅବଶ୍ୟ ବିଶ୍ବ…
ଅଧିକ ଖବର ଦେଖନ୍ତୁ...

ସରଳ ବିଚାର: ଯୌନ ହିଂସା ଓ ଦୁଷ୍କର୍ମ ‘ଯୁଦ୍ଧାସ୍ତ୍ର’ ନ ହେଉ

ମଣିପୁରର ଗୋଟିଏ ଗାଁରେ ମୈତେୟୀ ଗୋଷ୍ଠୀର ପ୍ରାୟ ହଜାରେ ଲୋକଙ୍କର ଏକ ଉଗ୍ର ଭିଡ଼ ଦୁଇ ଜଣ କୁକି-ଜୋ ଆଦିବାସୀ ଗୋଷ୍ଠୀର ମହିଳାଙ୍କୁ ସମ୍ପୂର୍ଣ୍ଣ ବିବସ୍ତ୍ର କରି ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଲା ପରେ ସର୍ବସମକ୍ଷରେ ମହିଳାଙ୍କ ପ୍ରତି ଗଣ ବଳାତ୍କାରର ଦୃଶ୍ୟ ସମ୍ୱଳିତ ୨୬ ସେକେଣ୍ଡର ଭିଡିଓଟି…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ଚେତନା: ସମ-ଦୂରତ୍ୱରେ ‘ସମ’ ଆଉ ‘ଦୂରତ୍ବ’

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ-ଦୂରତ୍ୱ ରାଜନୀତି ତାଙ୍କର ଏକ ଜଣାଶୁଣା ଅସ୍ତ୍ର ରୂପେ ସାରା ଦେଶରେ ଖ୍ୟାତି ଅର୍ଜନ କଲାଣି। ନିର୍ବାଚନୀ ହାୱା ପୂରା ଦମ୍‌ରେ ବହିବା ପୂର୍ବରୁ ମେଣ୍ଟ ରାଜନୀତିର ମଧୁ ମଳୟ ଭାସି ଆସିଥିଲା କିଛି ଦିନ ପାଇଁ। ଉଭୟ ମେଣ୍ଟ ସବୁ ମାପ ଓ ଓଜନର…
ଅଧିକ ଖବର ଦେଖନ୍ତୁ...

ସାଧୁଙ୍କ ଶିଷ୍ୟ

ଦୁଇ ଜଣ ସାଧୁଙ୍କ ଭିତରେ ଦେଖା ହେଲା। ସେମାନଙ୍କ ଆଶ୍ରମରେ ଶିଷ୍ୟମାନେ ଶିକ୍ଷା ଗ୍ରହଣ କରୁଥିଲେ। କଥା ପ୍ରସଙ୍ଗରେ ପ୍ରଥମ ସାଧୁ ଦ୍ବିତୀୟଙ୍କୁ ପଚାରିଲେ- ଆପଣ କିପରି ଭାବେ ଆପଣଙ୍କ ଶିଷ୍ୟମାନଙ୍କୁ ସ˚ସ୍କାରୀ କରିବାର ପ୍ରଯତ୍ନ କରୁଛନ୍ତି? ମୁଁ ତ ସେମାନଙ୍କୁ ସ˚ସ୍କାରୀ କରିବା ଲାଗି କଠୋର…
ଅଧିକ ଖବର ଦେଖନ୍ତୁ...