ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ନଡ଼ିଆ ଗଛର ଶିକ୍ଷା

ଅନେକ ଦିନ ପରେ ଦୁଇ ବନ୍ଧୁଙ୍କ ଭେଟ ହେଲା। ଦୁହେଁ ଥିଲେ ଅତି ଭଲ ଛାତ୍ର। ଶିକ୍ଷା ଶେଷ କରିବା ପରେ ଜଣେ ବିଦେଶ ଚାଲି ଗଲେ ଏବ˚ ଜଣେ ନିଜ ଗାଁ କଲେଜରେ ଅଧୢାପକ ହେଲେ। ସେ ଦିନ ଦୁଇ ବନ୍ଧୁ ଅନେକ ସମୟ ଯାଏ ଗପସପ କଲେ। ବିଦେଶ ଚାଲିଯାଇଥିବା ବନ୍ଧୁ ଜଣକ କହିଲେ- ବୁଝିଲ ଭାଇ, ତୁମେ ତୁମ ଜୀବନକୁ…
ଅଧିକ ଖବର ଦେଖନ୍ତୁ...

ପରିଚୟ ପ୍ରସଙ୍ଗ

ସ˚ପ୍ରତି ମଣିପୁର ଯେଉଁଭଳି ଭାବେ ଭାରତୀୟଙ୍କ ଚର୍ଚ୍ଚାର କେନ୍ଦ୍ରକୁ ଧସେଇ ପଶିଛି; ସମ୍ଭବତଃ ପୂର୍ବରୁ କେବେ ହେଲେ ସେଭଳି ଦେଖିବାକୁ ମିଳି ନ ଥିଲା; ଯଦିଓ ବିଡ଼ମ୍ବନାଟି ହେଉଛି ଏକ ଅତ୍ୟନ୍ତ ମର୍ମ-ବିଦାରକ କାରଣରୁ ଏହା ସମ୍ଭବ ହୋଇଛି! ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏଭଳି…
ଅଧିକ ଖବର ଦେଖନ୍ତୁ...

ପାର୍ଟି ନା ମାଟି; ଆଗରେ କିଏ?

ଯାବତୀୟ ଦାଓପେଞ୍ଚ ପରେ ମଧ୍ୟ କିଛି ରାଜ୍ୟରେ ଆଞ୍ଚଳିକ ଦଳର ପତିଆରା ଅପରିବର୍ତ୍ତିତ ରହିବା ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି। ଉଭୟ ବୁଝିସାରିଛନ୍ତି ଯେ ସେମାନଙ୍କ ନିଜ ଶକ୍ତି ୨୦୨୪ ନିର୍ବାଚନ ବୈତରଣୀ ପାର କରିବା ପାଇଁ ନିଅଣ୍ଟ। ବିଶ୍ବର ସର୍ବବୃହତ୍…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଙ୍କ ପ୍ରତି ଏତେ ବିଦ୍ବେଷ କାହିଁକି?

ଗାନ୍ଧୀଜୀଙ୍କ ମୃତ୍ୟୁକୁ ପଞ୍ଚସ୍ତରି ବର୍ଷ ହେଲାଣି। ଜୀବିତ ଥିବାବେଳେ ତାଙ୍କ କାର୍ଯ୍ୟ କିଛି ଗୋଷ୍ଠୀର ରାସ୍ତାରେ ଏମିତି କଣ୍ଟା ସାଜିଲା ଯେ, ବହୁବାର ଚେଷ୍ଟା କରି ତାଙ୍କୁ ହତ୍ୟା କରାଗଲା। ସ୍ବାଧୀନତା ସଂଗ୍ରାମ ଓ ସମାଜ ପରିବର୍ତ୍ତନ କାମରେ ତାଙ୍କର ଅନେକ ପ୍ରତିଦ୍ବନ୍ଦ୍ବୀ ଥିଲେ। ହେଲେ…
ଅଧିକ ଖବର ଦେଖନ୍ତୁ...

ପାଣି ମାଠିଆ ତତ୍ତ୍ବ

ଜଣେ ପ୍ରସିଦ୍ଧ ଜେନ୍‌ ଗୁରୁ ଥିଲେ। ତାଙ୍କ ପାଖରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଜଣେ ଯୁବକ ପହଞ୍ଚିଲେ। ସେତିକି ବେଳକୁ ଗୁରୁ ବଗିଚାର ଗଛଗୁଡ଼ିକରେ ପାଣି ଦେବାର ଉପକ୍ରମ କରୁଥିଲେ। ଜଣେ ନିହାତି ଗରିବ ଓ ମଳିମୁଣ୍ତିଆ ଲୋକ ଦୁଇଟି ପାଣିଭରା ମାଠିଆ ଆଣି ଗୁରୁଙ୍କ ପାଖରେ ରଖିଲା। ଏତିକି ବେଳେ…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା

ଏହା ସତ ଯେ ଯୁଦ୍ଧ ବା ଭିଡ଼-ହି˚ସା ସ˚ଘଟିତ ହେଉଥିବା ସ୍ଥାନରେ ବିବେକଶୂନ୍ୟତା ହିଁ ରାଜୁତି କରିଥାଏ। କିନ୍ତୁ ଅଧିକ ଦୁଃଖଦାୟକ ହେଲା ଏଭଳି ଘଟଣା ଠାରୁ କିଛି ଦୂରରେ ନିଜ ନିଜ ଘରର ବୈଠକ ଖାନାର ବାତାନୁକୂଳିତ ସ୍ବାଚ୍ଛନ୍ଦ୍ୟ ମଧୢରେ ରହିଥିବା ଅଗଣିତ ସଚେତନ ଭାରତୀୟ ମଣିପୁର ସ˚ଦର୍ଭରେ ସବୁ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ବିତ୍ପାତ ପଛରେ ବିକାଶର ଲାଳସା

ଚଳିତ ବର୍ଷର ବନ୍ୟାରେ କିଛି ନୂଆ କଥା ନାହିଁ। ଯଦି କିଛି ବିଶେଷ ହୋଇଛି ତାହା ଏତିକି ଯେ ଏଥର ବନ୍ୟା ସେଇଠି ଆସିଛି ଯେଉଁଠାରେ ଟିଭି କ୍ୟାମେରା ଅଛି, ଯେଉଁଠାରେ କ୍ଷମତାର କେନ୍ଦ୍ର ଅଛି, ଯେଉଁଠିକାର କଷ୍ଟ ଦେଶକୁ ଦେଖାଯାଏ ଓ ଶୁଣାଯାଏ। ସେମିତି ତ ପ୍ରତିବର୍ଷ ବନ୍ୟା ଆସିଥାଏ। ପ୍ରତିବର୍ଷ ବି…
ଅଧିକ ଖବର ଦେଖନ୍ତୁ...

ବହୁବଚନ: ସ୍ୱାଧୀନତାର ପ୍ରଥମ ପ୍ରଦୀପ

୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ସମୟରେ ଭାରତରେ ଅଦ୍ଭୁତ ଘଟଣାସବୁ ଘଟିବାରେ ଲାଗିଲା। ଥାନା ପୋଡ଼ି, ଅସ୍ତ୍ରାଗାର ଓ ସରକାରୀ ତହବିଲ ଲୁଟ ଏବଂ ଟେଲି ଯୋଗାଯୋଗ ବିଚ୍ଛିନ୍ନ ଆଦି କାର୍ଯ୍ୟ ଥିଲା ଅତି ସାଧାରଣ। ଅସାଧାରଣ କାର୍ଯ୍ୟଟି ଥିଲା ସ୍ୱାଧିକାର ପ୍ରମତ୍ତ ଲୋକମାନଙ୍କର ନିଜ ନିଜ ଅଞ୍ଚଳକୁ…
ଅଧିକ ଖବର ଦେଖନ୍ତୁ...

ନାମ ଖୋଜିବାର ସମୟ

ଏହା ସୁବିଦିତ ଯେ ଭାରତରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନଗୁଡ଼ିକ ଯେଉଁ ଉତ୍ସାହର ଉଚ୍ଛ୍ବାସ ସୃଷ୍ଟି କରିଥାନ୍ତି, ସେହି ଦୃଷ୍ଟିରୁ ବିଶ୍ବ ତମାମ ଗଣମାଧୢମ ଏହାକୁ ‘ଡ୍ୟାନ୍‌ସ ଅଫ୍‌ ଡେମକ୍ରାସି’ ବା ‘ଗଣତନ୍ତ୍ରର ନୃତ୍ୟ’ ଭାବେ ଅଭିହିତ କରିଥାଏ। କିନ୍ତୁ ଆସନ୍ତା ସାଧାରଣ ନିର୍ବାଚନ ଏବେ…
ଅଧିକ ଖବର ଦେଖନ୍ତୁ...

ଅନ୍ତରଙ୍ଗ ବନ୍ଧୁ ଓ ମାର୍ଗଦର୍ଶକ

ଏ କଥା ଅନେକ ଲୋକ ଜାଣନ୍ତି ଯେ ମୋହନ ଦାସ କରମଚନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିବା ସକାଶେ ଯେଉଁ କତିପୟ ଘଟଣା ଓ କାରଣମାନଙ୍କର ପ୍ରଭାବ ରହିଛି, ତା’ ମଧ୍ୟରେ ଅଛି ଖଣ୍ଡିଏ ବହି, ଯାହାର ନାମ ‘ଅନ୍‌ଟୁ ଦିସ୍‌ ଲାଷ୍ଟ୍‌’। ଏହାକୁ ଲେଖିଥିଲେ ଜନ୍‌ ରସ୍କିନ୍‌। ଗାନ୍ଧୀଜୀଙ୍କ…
ଅଧିକ ଖବର ଦେଖନ୍ତୁ...