ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

କାହିଁ ଗଲେ ‘ବଳରାମ’ ଏ ଘନ କାଳରେ!

ଜୁଲାଇ ୭ ତାରିଖ ରାଜ୍ୟ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ଟୁଇଟ୍‌ ମାଧ୍ୟମରେ ଲେଖିଲେ, ‘ବଳରାମ ଯୋଜନାରେ ଋଣ ମଞ୍ଜୁରିରେ ଅବହେଳା ଯୋଗୁଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପୁରୁଷୋତ୍ତମପୁର ମୌଜା ଶାଖାକୁ ଆମେ ସିଲ୍ କରିଦେଇଛୁ।’ ଏହି ଟୁଇଟ୍‌ ଭାଇରାଲ୍ ହୋଇଗଲା ଓ ତାକୁ ବିରୋଧ କରି ସର୍ବଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଗାଈ-ଷଣ୍ଢ ବାହାଘର

ଆସନ୍ତା ପନ୍ଦର ତାରିଖକୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗାଈ-ଷଣ୍ଢ ବାହାଘର ରାଜଧାନୀବାସୀଙ୍କର ଉତ୍କଣ୍ଠା ଓ କୌତୂହଳକୁ ବଢ଼ାଇ ଚାଲିଛି। କେବଳ ପାତ୍ର-ପାତ୍ରୀ ନୁହନ୍ତି, ଏ ବାହାଘରରେ ସବୁ କିଛି ନିଆରା। ବାହାଘର ପ୍ରୋସେସନରେ ଶହ ଶହ ବାଛୁରୀ, ଗାଈ ଓ ଷଣ୍ଢ ଲାଇନ ବାନ୍ଧି ବର ସହ…
ଅଧିକ ଖବର ଦେଖନ୍ତୁ...

ତାଙ୍କୁ ଜିଣିବା ଅସମ୍ଭବ

ଦିଗବିଜୟୀ ସିକନ୍ଦର ଭାରତ ଆକ୍ରମଣ କରି ଫେରିବା ‌େବଳକୁ ମନେ ପଡ଼ିଲା ଯେ ଏହି ଭୂଖଣ୍ଡର ଜଣେ ସାଧୁଙ୍କୁ ସାଙ୍ଗରେ ନିଜ ଦେଶକୁ ଘେନିଯିବାକୁ ହେବ। ଏଥି ଲାଗି ସେ ସୈନିକମାନଙ୍କୁ ପଠା‌ଇଲେ। ସେମାନେ ଗୋଟିଏ ଗାଁରେ ପହଞ୍ଚି ଜଣେ ବୃଦ୍ଧଙ୍କୁ କୌଣସି ସନ୍ନ୍ୟାସୀଙ୍କ ଠିକଣା ଦେବାକୁ କହିଲେ। ବୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ପ୍ରାୟଶ୍ଚିତ୍ତ

ଷୋଡ଼ଶ ଶତାବ୍ଦୀରୁ ଊନବି˚ଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ବିଭିନ୍ନ ୟୁରୋପୀୟ ଉପନିବେଶଗୁଡ଼ିକର ମୂଳ ବାସିନ୍ଦାମାନଙ୍କୁ ଧରି ନିଆଯାଇ ସୃଷ୍ଟି କରାଯାଇଥିବା ବିଶାଳ କ୍ରୀତଦାସ ବ୍ୟବସାୟରେ ତତ୍କାଳୀନ ଡଚ୍‌ ରାଜ ପରିବାରର ସ˚ପୃକ୍ତି ପରିପ୍ରେକ୍ଷୀରେ ବର୍ତ୍ତମାନର ଡଚ୍‌ (ନେଦରଲାଣ୍ତ) ରାଜା…
ଅଧିକ ଖବର ଦେଖନ୍ତୁ...

ଆମ ଗଣତନ୍ତ୍ରର ବିଡ଼ମ୍ବନା

ଦୁନିଆର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶରେ ଆମେ ୭୫ ବର୍ଷ ଧରି ଅଛନ୍ତି। ପଞ୍ଚାୟତ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଠିକ୍ ସମୟରେ ନିର୍ବାଚନ ହେଉଛି। ପଡ଼ୋଶୀ ପାକିସ୍ତାନ ଭଳି ଏଠାରେ ଶାସନ କ୍ଷମତା ହସ୍ତାନ୍ତର ବିଭେଦ ବା କ୍ଷମତା ହଡ଼ପ ବିବାଦ ପ୍ରାୟ ନାହିଁ।…
ଅଧିକ ଖବର ଦେଖନ୍ତୁ...

ସନ୍ଧି କାଳର ସଂକଟ

ମନୁଷ୍ୟ ଜୀବନର ବିକାଶକୁ ସହଜରେ ବୁଝିବା ଲାଗି ତାକୁ ସୋପାନରେ ବିଭକ୍ତ କରାଯାଇଥାଏ; ଯେମିତି କି ଶୈଶବ, ବାଲ୍ୟ, କୈଶୋର, ଯୌବନ ଇତ୍ୟାଦି। ଏହି ସୋପାନଗୁଡ଼ିକର ଏକ ସୀମାରେଖା ନେଇ ଏକ ମୋଟାମୋଟି ଧାରଣା ରହିଥିଲେ ସୁଦ୍ଧା କିଶୋରର ସୀମାରେଖା ପରିପ୍ରେକ୍ଷୀରେ ଏବେ କେତେକ ଅସ୍ପଷ୍ଟତା…
ଅଧିକ ଖବର ଦେଖନ୍ତୁ...

ମନରୁ ମୁକ୍ତି

ଜେନ୍‌ ଗୁରୁ ନେନେଙ୍କ ପାଖକୁ ଆସିଲେ ଜଣେ ଯୁବକ। ସେ କହିଲେ ଯେ ସେ ମୁକ୍ତି ଚାହାଁନ୍ତି। ନେନେ ଯୁବକକୁ କହିଲେ- ମୁକ୍ତି ଚାହୁଁଛ ବୋଇଲେ କ’ଣ ମୁଁ ବୁଝି ପାରୁନାହିଁ। ତୁମକୁ କିଏ ବାନ୍ଧି ରଖିଛି କି? ଯୁବକ କହିଲେ- ମୁଁ ସେହି ମୁକ୍ତି କଥା କହୁନାହିଁ। ମୁଁ ନିର୍ବାଣ ଅର୍ଥରେ ମୁକ୍ତି କଥା…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ଅଧୢାୟ?

ସୁତରା˚, ବୃଦ୍ଧ, ପୀଡ଼ିତ ଏବ˚ ଏକ ପ୍ରକାର ନିଃସଙ୍ଗ ଶରଦ ପାଵାର ଏବେ ଦୁର୍ବଳ ଭଳି ପ୍ରତୀତ ହେଉଥିଲେ ମଧ୍ୟ ତାଙ୍କ ଭଳି ଜଣେ ପୋଖତ ଖେଳାଳିଙ୍କ ଉପସ୍ଥିତିରେ ଅଜିତ ପାଵାରଙ୍କ ଭାଗ୍ୟ ପରିଶେଷରେ କେଉଁ ରୂପ ନେବ ବା ମହାରାଷ୍ଟ୍ରର ରାଜନୀତି କେଉଁ ଭବିଷ୍ୟତ୍‌ ଆଡ଼କୁ ମଙ୍ଗ ମୋଡ଼ିବ, ସେ ନେଇ…
ଅଧିକ ଖବର ଦେଖନ୍ତୁ...

ଆମ ସଂବିଧାନ ଆମ ଧର୍ମଗ୍ରନ୍ଥ: ନୂଆ ବ୍ୟବସ୍ଥାର ନକ୍ସା

ନକ୍ସା ନ ଥାଇ କୌଣସି ବ୍ୟବସ୍ଥା ନାହିଁ। ତାହା ଘର ହେଉ କି ନଗର। ସମାଜ ହେଉ କି ଦେଶ। ନକ୍ସାରେ ଗୋଳମାଳ ଚିରଦିନ ଗୋଟିଏ ବ୍ୟବସ୍ଥାକୁ ସମସ୍ୟାରେ ପକାଏ। ହେଲେ ମନେ ରଖିବା ଦରକାର ଯେ ନକ୍ସାର ମୂଳକଥା ହେଲା, ଭୂମି ଓ ଭୂଗୋଳ। ପୁଣି କ’ଣ ତାହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆମେ ଭାରତ ବର୍ଷକୁ ଏକ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ଉତ୍ପୀଡ଼ିତ ସାମ୍ବାଦିକ

୨୦୨୨ ମସିହାରେ ଅନ୍ୟୂନ ୧୯୪ ଜଣ ଭାରତୀୟ ସାମ୍ବାଦିକ ସରକାରୀ ସଂସ୍ଥା, ବେସରକାରୀ ରାଜନୈତିକ କର୍ମୀ, ଅପରାଧୀ ଓ ମାରଣାସ୍ତ୍ରଧାରୀ ବିଦ୍ରୋହୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହୋଇଥିଲେ ବୋଲି ‘ରାଇଟ୍‌ସ ଆଣ୍ଡ୍ ରିସ୍‌କସ୍‌ ଆନାଲିସିଲ୍ ଗ୍ରୁପ୍’ ନାମକ ଥିଙ୍କ୍‌ ଟ୍ୟାଙ୍କ୍‌ ପ୍ରକାଶ କରିଛି।…
ଅଧିକ ଖବର ଦେଖନ୍ତୁ...