ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ଫଳାଫଳ

ଭୋପାଳରେ ‘ଫୁଲୋଁ କା ତାରୋଁ କା… ଗୀତ ଗାଇ’ଲେ ଶିବରାଜ ସିଂହ ଚୌହାନଙ୍କ ସମର୍ଥକ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସମ୍ପ୍ରତି ‘ବିଜେପି’ ୧୬୧ଟି ଆସନରେ ଅଗ୍ରଣୀ ଥିବା ବ‌େଳେ ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମହିଳା ସମର୍ଥକମାନେ ହିନ୍ଦୀ ଚଳଚ୍ଚିତ୍ର ‘ହରେକୃଷ୍ଣ ହରେ ରାମା’ରେ ଥିବା ଭାଇଭଉଣୀ ସମ୍ପର୍କ ଉପରେ ଆଧାରିତ ପ୍ରସିଦ୍ଧ ଗୀତ ‘ଫୁଲୋଁ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ବିଜେପିକୁ ଜିତାଇଲା ‘ଲାଡଲି ବେହନା ଯୋଜନା’ ?

ଭୋପାଳ: ମଧ୍ୟପ୍ରଦେଶରେ ବିପୁଳ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛି ବିଜେପି । କିନ୍ତୁ ଏହି ବିଜେପିର ଶ୍ରେୟ ଦିଆଯାଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କର ଏକ ସ୍ବତନ୍ତ୍ର ଯୋଜନା ଲାଡଲି ବେହନା ଯୋଜନା ( ଗେହ୍ଲା ଭଉଣୀ ଯୋଜନା) । ନିର୍ବାଚନ ପ୍ରଚାର ବେଳେ ଶିବାରାଜଙ୍କୁ ବିଜେପିର…
ଅଧିକ ଖବର ଦେଖନ୍ତୁ...

ଆଶାଠୁ ଅଧିକ ଯଥେଷ୍ଟ ଅଧିକ ହେଲା: ‘ବିଜେପି’ ସଫଳତା ଦେଖି କହିଲେ ‘ଜୟପୁରର କନ୍ୟା’ ଦୀୟା କୁମାରୀ

ନୂଆଦିଲ୍ଲୀ: ରାଜସ୍ଥାନରେ ‘ବିଜେପି’ ୧୧୦ଟି ଆସନରେ ଅଗ୍ରଣୀ ଥିବା ବେଳେ ବିଦ୍ୟାଧର ନଗର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳର ନେତ୍ରୀ ଦୀୟା କୁମାରୀ କହିଛନ୍ତି ଯେ, ଜନତା ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରକୁ ବିତାଡ଼ିତ କରି ତାଙ୍କ ଦଳକୁ ସମର୍ଥନ କରିଛନ୍ତି। ଜୟପୁର ରାଜପରିବାର ଦୀୟା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ବୁଡ଼ାଇଲା ସନାତନ ଧର୍ମର ଅଭିଶାପ : ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍, କଂଗ୍ରେସ ନେତା

ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ଜିତିବାର ସମ୍ଭାବନା ଥିବାବେଳେ କଂଗ୍ରେସ ନିରାଶ ହୋଇଛି । କଂଗ୍ରେସ ପାଇଁ ସାନ୍ତ୍ବନା ଆଣିଦେଇଛି ତେଲେଙ୍ଗାନା ।…
ଅଧିକ ଖବର ଦେଖନ୍ତୁ...

‘କେସିଆର୍‌’ଙ୍କ ପାଇଁ ଅସୁବିଧା: କାମାରେଡ୍ଡୀରେ ପଛୁଆ; ଗଜବେଲ୍‌ରେ ଆଗୁଆ

ହାଇଦ୍ରାବାଦ: କାମାରେଡ୍ଡୀ ଆସନରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓରଫ୍‌ ‘କେସିଆର୍‌’ ରାଜ୍ୟ କଂଗ୍ରେସ ମୁଖ୍ୟ ଏ. ରେବାନାଥ ରେଡ୍ଡୀଙ୍କଠାରୁ ୨୧୦୦ ଭୋଟ୍‌ରେ ପଛୁଆ ଥିବା କଥା ଅପରାହ୍ଣ ୧୨.୦୫ ସୁଦ୍ଧା ହୋଇଥିବା ଗଣନାରୁ ଜଣାପଡ଼ିଛି। ଦୁଇଟି ଆସନରୁ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଶିବ ଆସନରେ ଅଗ୍ରଣୀ ହେଲେ ‘ବିଜେପି’ ବିଦ୍ରୋହୀ ୨୬ ବର୍ଷିୟ ସ୍ବାଧୀନ ପ୍ରାର୍ଥୀ

ଜୟପୁର: ରାଜସ୍ଥାନର ଶିବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଛାତ୍ରନେତା ରବୀନ୍ଦ୍ର ସିଂହ ଭାଟୀ ୭୦୦୦ ଭୋଟ୍‌ରେ ଅଗ୍ରଣୀ ଥିବା କଥା ଭାରତର ନିର୍ବାଚନ କମିସନ୍‌ଙ୍କ ସୂଚନାରୁ ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସମ୍ପ୍ରତି ଭାଟୀ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ଅଭିନନ୍ଦନ ଜଣାଇବା କଥା: କହିଲେ ‘କେସିଆର୍‌’ଙ୍କ ଦଳର ସାଂସଦ

ହାଇଦ୍ରାବାଦ: ତେଲେଙ୍ଗାନାରେ ଭୋଟ୍‌ ଗଣନାର ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ‘ଭଲ ଫଳାଫଳ’ ହାସଲ କରିଥିବାରୁ କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଉଚିତ ବୋଲି ‘ଭାରତ ରାଷ୍ଟ୍ର ସମିତି’ (ବିଆର୍‌ଏସ୍‌) ସାଂସଦ କେ. କେଶବ ରାଓ କହିଛନ୍ତି। ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ସହିତ କରିଥିବା…
ଅଧିକ ଖବର ଦେଖନ୍ତୁ...

ଗଣତି ପୂର୍ବରୁ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ୍

ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ରାଜସ୍ଥାନରେ ପର୍ଯ୍ୟବେକ୍ଷକ ଦାୟିତ୍ବ ଭୂପିନ୍ଦର ସିଂହ ହୁଡା, ମଧୁସୂଦନ ମିସ୍ତ୍ରୀ, ମୁକୁଲ ବାସନିକ ଓ ସକିଲ ଅହମ୍ମଦ ଖାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜନାଦେଶକୁ ସବିନୟ ଗ୍ରହଣ କରୁଛୁ: ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୦ରୁ ଅଧିକ ଆସନରେ ଅଗ୍ରଣୀ ଥାଇ ‘ବିଜେପି’ ରେକର୍ଡ ସଂଖ୍ୟକ ବିଜୟାଭିମୁଖୀ ହେଉଥିବା ବ‌େଳେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ କହିଛନ୍ତି ଯେ, ଦଳ ଗୁଜରାଟବାସୀଙ୍କ ଭୋଟ୍‌କୁ ସବିନୟ ଗ୍ରହଣ କରୁଛି। ସେ କହିଛନ୍ତି, ଗୁଜରାଟରେ ଭୋଟ୍‌ ଫଳାଫଳ…
ଅଧିକ ଖବର ଦେଖନ୍ତୁ...

ହିମାଚଳ ନିର୍ବାଚନ ଫଳାଫଳ: ଘୋଡ଼ାବେପାର ଭୟରେ ନବନିର୍ବାଚିତ କଂଗ୍ରେସ ବିଧାୟକଙ୍କୁ ନିଆଯାଉଛି ଜୟପୁର

ଶିମ୍‌ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ଟି ଆସନରେ ଅଗ୍ରଣୀ ଥାଇ ‘କେଂଗ୍ରେସ’ ବିଜୟ ପଥରେ ଅଗ୍ରସର ହେଉଥିବା ବେଳେ ଶାସକ ଦଳର ଘୋଡ଼ାବେପାର ଆଶଙ୍କାରେ ନବନିର୍ବାଚିତ ବିଧାୟକମାନଙ୍କୁ ଜୟପୁର ନେଇଯିବା ଲାଗି କଂଗ୍ରେସ ପାର୍ଟି ନିଷ୍ପତ୍ତି ନେଇଥିବା କଥା ‘ଜି ନିଉଜ୍’ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...