ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ଫଳାଫଳ

ଗୁଜରାଟରେ ୬, ହିମାଚଳରେ ଆଦୌ ନାହିଁ: ବିଧାନସଭା ନିର୍ବାଚନରେ ‘ଆପ୍‌’ର ସ୍ଥିତି

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଅସ୍ଥିତ୍ବ ଜାହିର କରିବାକୁ ଉଦ୍ୟମ କରିଥିବା ‘ଆମ୍‌ ଆଦ୍‌ମି ପାର୍ଟି’ ଭୀଷଣ ପରାଜୟର ସମ୍ମୁଖୀନ ହୋଇଥିବା କଥା ଆଜି ଉଭୟ ରାଜ୍ୟରେ ଚାଲିଥିବା ଭୋଟ୍‌ ଗଣନାର ପ୍ରାରମ୍ଭରୁ ଜଣାପଡ଼ିଛି। ସମ୍ପ୍ରତି ଗୁଜରାଟରେ ‘ଆପ୍’ ମାତ୍ର ୬ଟି ଆସନରେ ଅଗ୍ରଣୀ…
ଅଧିକ ଖବର ଦେଖନ୍ତୁ...

ଝୁଲାପୋଲ ଭୁଶୁଡ଼ି ୧୩୦ଜଣ ମରିଥିବା ଗୁଜରାଟର ମୋର୍‌ବୀରେ ‘ବିଜେପି’ ଆଗୁଆ

ମୋର୍‌ବୀ: ଝୁଲାପୋଲ ଛଡ଼ିପଡ଼ିବାରୁ ଅନ୍ୟୂନ ୧୩୦ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଗୁଜରାଟର ମୋର୍‌ବୀ ବିଧାନସଭା ଆସନରେ ‘ବିଜେପି’ ପ୍ରାର୍ଥୀ କାନ୍ତିଲାଲ୍‌ ଅମୃତୀୟ ସମ୍ପ୍ରତି ତାଙ୍କର ପ୍ରତିଦ୍ବନ୍ଦ୍ବିଙ୍କଠାରୁ ଅଗ୍ରଣୀ ଅଛନ୍ତି। ସୂଚନାଯୋଗ୍ୟ, ଏହି ସେତୁ ଦୁର୍ଘଟଣା ପାଇଁ ଶାସକ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୫୭୭୬ ଖଣ୍ଡ ଭୋଟରେ ଆଗୁଆ

ବରଗଡ଼: ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୫୭୭୬ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବର୍ଷା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ। ଦ୍ବିତୀୟ ରାଉଣ୍ଡ ଶେଷ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶ ଉପନିର୍ବାଚନ: ମୈନ୍‌ପୁରୀ ଆସନରେ ଡିମ୍ପଲ୍‌ ଯାଦବ ଓ ରାମପୁରରେ ଅସୀମ ରାଜା ଆଗୁଆ

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ଗୁରୁତ୍ବପୂର୍ଣ୍ଣ ମୈନ୍‌ପୁରୀ ଲୋକସଭା ଆସନ ସହିତ ରାମପୁର ଓ ଖତୌଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗଣନା ଚାଲିଛି। ଉପରୋକ୍ତ ୩ଟି ଆସନରେ ‘ବିଜେପି’, ‘ସମାଜବାଦୀ ପାର୍ଟି’ ଓ ‘ରାଷ୍ଟ୍ରୀୟ ଲୋକଦଳ’ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ତୀବ୍ରତର…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଭୋଟ୍‌ ଗଣନା: ଗୁଜରାଟରେ ‘ବିଜେପି’ ସୁଦୃଢ଼, ହିମାଚଳରେ ମଧ୍ୟ ଆଗୁଆ

ନୂଆଦିଲ୍ଲୀ: ଆଜି ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍‌ ଗଣନା ଚାଲିଛି। ସଦ୍ୟତମ ସୂଚନା ଅନୁସ‌ାରେ, ଗୁଜରାଟରେ ‘ବିଜେପି’ ୧୪୧ଟି ଆସନରେ ଆଗୁଆ ରହି ତା’ର ସ୍ଥିତି ସୁଦୃଢ଼ କରିଥିବା ବେଳେ କଂଗ୍ରେସ ୨୮ଟି ଓ ‘ଆପ୍‌’ ୧୦ଟି ଆସନରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ନଗର ନିଗମ ନିର୍ବାଚନ: ଅଧାରୁ ଅଧିକ ଆସନରେ ‘ଆପ୍‌’ ଅଗ୍ରଣୀ; ବୈଠକ ଡକାଇଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ନଗର ନିଗମ ନିର୍ବାଚନ ଭୋଟ୍‌ ଗଣନାର ପ୍ରାରମ୍ଭରେ ‘ଆପ୍‌’ ଓ ‘ବିଜେପି’ ମଧ୍ୟରେ ଅଗ୍ରଣୀ ଆସନସଂଖ୍ୟା ପାଖାପାଖି ଥିବା ବେଳେ ଏବେ ଦୁଇ ଦଳଙ୍କ ଅଗ୍ରଣୀ ଆସନସଂଖ୍ୟା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଚାଲିଛି। ସଦ୍ୟତମ ସୂଚନା ଅନୁସାରେ, ସମୁଦାୟ ୨୫୦ ଆସନରୁ ଆପ୍‌…
ଅଧିକ ଖବର ଦେଖନ୍ତୁ...

କଡ଼ା ନିରାପତ୍ତାରେ ଦିଲ୍ଲୀ ନଗର ନିଗମ ନିର୍ବାଚନର ୨୫୦ ୱାର୍ଡର ଭୋଟ୍‌ ଗଣନା ଆରମ୍ଭ

ନୂଆଦିଲ୍ଲୀ: ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ୪୨ଟି କେନ୍ଦ୍ରରେ ଦିଲ୍ଲୀ ନଗର ନିଗମ ଅନ୍ତର୍ଗତ ୨୫୦ଟି ୱାର୍ଡର ଭୋଟ୍‌ ଗଣନା ଆରମ୍ଭ ହୋଇଛି। ପ୍ରଥମେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲଟ୍‌। ସକାଳ ୯ଟା ବେଳେ ଆରମ୍ଭ ହେବ ‘ଇଭିଏମ୍‌’ ଭୋଟ୍‌ ଗଣନା।…
ଅଧିକ ଖବର ଦେଖନ୍ତୁ...

ଧାମନଗର ଫଳାଫଳ ନେଇ ବିଜୁ ଜନତା ଦଳ ଆ‌ଦୌ ବିଚଳିତ ନୁହେଁ : ନବୀନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି। ଧାମନଗରର ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ । ଉପନିର୍ବାଚନରେ ତାଙ୍କ ପୁଅକୁ ଟିକଟ ଦିଆଯାଇଥବାରୁ ସେ ଜିତିଲେ, ଏଥିରେ ବିଜୁ ଜନତା ଦଳ ଆ‌ଦୌ ବିଚଳିତ ନୁହେଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପାଇଁ ଐତିହାସିକ ଦିନ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେ‌ଲେ ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି  ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭ‌ାବେ ନିର୍ବାଚିତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୌର ନିର୍ବାଚନରେ ବିଜେଡିର ଐତିହାସିକ ସଫଳତା: ସହରରେ ବି ଶଙ୍ଖ, ବିଜେଡି ହାତରେ ତିନି ମେୟର ପଦବି

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ତାରିଖରେ ୧୦୯ଟି ପୌରାଞ୍ଚଳ ଓ ମହାନଗର ନିଗମ ମଧ୍ୟରୁ ୧୦୮ (ଧାମନଗର ଛାଡି)ଟିର ନିର୍ବାଚନ ଫଳାଫଳ ଶନିବାର ଦିନ ପ୍ରକାଶ ପାଇଛି। ତିନି ମେୟର ପଦବି ସହିତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ବିଜୁ ଜନତା ଦଳ ପୂର୍ବଭଳି ନିଜର ପତିଆରା ସାବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...