ଡବଲ ରୋଲ୍‌ରେ ବରୁଣ

0 181

ଫିଲ୍ମ ଫ୍ରାଇଡେରେ ଆସନ୍ତାକାଲି ବଡ଼ ପରଦାକୁ ଆସୁଛି ଜୁଡ୍‌ଓ୍ଵା-୨। ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି ବରୁଣ ଧଓ୍ଵନ୍‌, ତାପସୀ ପନ୍ନୁ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଡେଭିଡ ଧଓ୍ଵନ୍‌ ଏହାର ନିର୍ଦେଶନା ଦେଇଛନ୍ତି। ଅନ୍ୟାନ୍ୟ ଭୂମିକାରେ ଅନୁପମ ଖେର, ଉପାସନା ସିଂ, ରାଜପାଲ ଯାଦବ, ଅଲ୍ଲୀ ଅସଗର ଓ ବିକାଶ ବର୍ମା ପ୍ରମୁଖ। ସାଜିଦ-ଓ୍ଵାଜିଦ୍‌, ଅନୁ ମଲ୍ଲିକ, ସନ୍ଦୀପ ସିରୋଦକର ଓ ମିତ ବ୍ରଦର୍ସ ଅନ୍‌ଜାନ ଏଥିରେ ସଂଗୀତ ଦେଇଛନ୍ତି। କେଶରୀ ଓ ଆଇନକ୍ସରେ ଏହା ମୁକ୍ତିଲାଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.