ସନ୍ନି ଦେଓଲଙ୍କୁ ସଫଳତା ମିଳିବା ପରେ ରାଜନୀତିରେ ପ୍ରବେଶ କରିବା ପଛର ରାଜ୍‌ ଖୋଲିଲେ ଭାଇ ଅଭୟ

ମୁମ୍ବାଇ : ୨୦୧୯ ଲୋକସଭା ନିର୍ବାଚନରେ ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ଅଭିନେତା ସନ୍ନି ଦେଓଲଙ୍କୁ ବିପୁଳ ସଂଖ୍ୟାରେ ସମର୍ଥନ ମିଳିଥିଲା, ଯାହା ପାଇଁ ସେ ପ୍ରଥମ ଥରରେ ହିଁ ବାଜି ମାରି ନେଇଥିଲେ । ତେବେ ଏତେ ବଡ଼ ସଫଳତା ପରେ ସନ୍ନି ଦେଓଲଙ୍କ ଭାଇ ଅଭିନେତା ଅଭୟ ଦେଓଲ ଏକ ବଡ଼ ରାଜ ଉପରୁ ପରଦା ହଟାଇଛନ୍ତି । ସନ୍ନି ଦେଓଲଙ୍କ ରାଜନୀତିରେ ପ୍ରବେଶ କରିବା ପଛର କାରଣ କ’ଣ ଥିଲା ତାହା ଜଣାଇଛନ୍ତି ଅଭୟ ।

oneindia.com

ତାଙ୍କ କହିବା ଅନୁଯାୟୀ, ସନ୍ନି ବହୁତ ଗମ୍ଭୀର ଏବଂ କୋମଳ ମଣିଷ । ସେ ସବୁବେଳେ ଭଲ କାମ କାରିବାର ଇଚ୍ଛା ରଖିବା ସହ ସମାଜକୁ ଭଲ କରିବା ପାଇଁ ଚେଷ୍ଟ କରିଥାନ୍ତି । ଖାସ୍‌ ଏହି ଇଚ୍ଛା ପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ଆଜି ତାଙ୍କୁ ବଡ଼ ସଫଳତା ମିଳିଛି ।

ସମ୍ବନ୍ଧିତ ଖବର