କାଦର ଖାନଙ୍କର ଏହି ମନଛୁଆଁ ସଂଳାପ ଚଳଚ୍ଚିତ୍ରକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଥିଲା !

ମୁମ୍ବାଇ: ହିନ୍ଦି ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା କାଦର ଖାନଙ୍କର କାନାଡାରେ ଏକ ହସ୍ପିଟାଲ୍‌ରେ ମଙ୍ଗଳବାର ଦେହାନ୍ତ ଘଟିଛି। ୮୧ ବର୍ଷରେ ସେ  ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କାଦର ଖାନ କେବଳ ଜଣେ ଅଭିନେତା ନୁହେଁ ବରଂ ଜଣେ ଭଲ ସଂଳାପ  ଲେଖକ ବି ଥିଲେ। ସେ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ପାଇଁ ମନଛୁଆଁ ସଂଳାପ ସବୁ ଲେଖିଛନ୍ତି। ତେବେ, ଚାଲନ୍ତୁ ଜାଣିବା କାଦର ଖାନ ଲେଖିଥିବା ପ୍ରସିଦ୍ଧ ସଂଳାପ ମଧ୍ୟରୁ କେତେଟି।

‘ମୁକଦରକା ସିକନ୍ଦର (୧୯୭୮)’: ‘ସୁଖ ତୋ ବେଓ୍ଵଫା ହେ, ଆତା ହେ ଯାତା ହେ; ଦୁଃଖ ହି ଅପନା ସାଥି ହେ, ଅପନେ ସାଥ୍‌ ରେହେତା ହେ। ଦୁଃଖ କୋ ଅପନାଲେ ତବ ତକ୍‌ଦିର୍‌ ତେରେ କଦ୍‌ମୋ ମେ ହୋଗି ଔର୍‌ ତୁ ମୁକଦର୍‌କା ବାଦ୍‌ଶାହ ହୋଗା।’

‘କୁଲି(୧୯୮୩)’: ‘ବଚପନ ସେ ସର ପର୍‌ ଆଲ୍‌ହାକି ହାଥ ଔର୍‌ ଆଲ୍‌ହାରଖା ହେ ଅପନେ ସାଥ, ବାଜୁ ପର ୭୮୬କା ହେ ବିଲ୍ଳା, ୨୦ ନମ୍ବର କି ବିଡ଼ି ପିତା ହୁଁ ଔର ନାମ ହେ ‘ଇକବାଲ୍‌’।’

‘ହିମତ୍‌ଓ୍ଵାଲା (୧୯୮୩)’: ‘ମାଲିକ ମୁଝେ ନେହି ପତା ଥା କି ବନ୍ଧୁକ ଲଗାୟେ ଆପ ମେରେ ପିଛେ ଖଡା ହେ…ମୁଝେ ଲଗା, ମୁଝେ ଲଗା କି କୋଇ ଜାନଓ୍ଵର ଅପନେ ସିଂହ ସେ ମେରେ ପିଛେ ଖଟବଲ୍ଲୁ ବନା ରହା ହେ।’

‘ମିଷ୍ଟର୍‌ ନଟଓ୍ଵରଲାଲ(୧୯୭୯): ‘ଆପ ହେ କିସି ମର୍ଜ କି ଦବା, ଘର ମେ ବୈଠେ ରେହେତେ ହେଁ, ୟେ ସେର୍‌ ମାରନା ମେରେ କାମ ହେ? କୋଇ ମବାଲି ସ୍କଗଲର ହୋ ତୋ ମାରୁ ମେ ସେର୍‌ କିୟୁଁ ମାରୁ, ମେଁ ତୋ ଖିସକ ରହା ହୁଁ ଔର ଆପମେ ଚମତ୍କାର ନେହି ହେ ତୋ ଆପ୍‌ ଭି ଖିସକ ଲୋ।’

‘ସତ୍ତେ ପେ ସତ୍ତା(୧୯୮୨)’: ‘ଦାରୁ ପିତା ନେହି ହେ ଆପୁନ, କିଉଁକି ମାଲୁମ ହେ ଦାରୁ ପିନେ ସେ ଲିଭର ଖରାପ ହୋ ଜାତି ହେ, ଲିଭର-କାଦର ହି ନେ ଲିଖା ଥା।’

‘ଅଗ୍ନିପଥ(୧୯୯୦)’: ‘ବିଜୟ ଦିନାନାଥ ଚୌହ୍ଵାନ ପୂରା ନାମ, ବାପ କା ନାମ ଦିନନାଥ ଚୌହ୍ଵାନ, ମାଆକା ନାମ ସୁହାସିନୀ ଚୌହ୍ଵାନ, ଗାଓଁ ମଣ୍ଡବା, ଉମ୍ର ୩୬ ସାଲ ୯ ମହିନେ, ୮ ଦିନ ଔର ଏ ସୋଲା ଘଣ୍ଟା ଚାଲୁ ହେ।’

‘ଅଙ୍ଗାର(୧୯୯୨)’: ଏସେ ତୋଫେ(ବନ୍ଧୁକ) ଦେନେ ଓ୍ଵାଲେ ଦୋସ୍ତ ନେହିଁ ହୋତେ, ତେରେ ବାପ ନେ ୪୦ ସାଲ ମୁମ୍ବାଇ ପର ହୁକୁମତ କି ଇନ୍‌ ଖିଲୋନେ କି ବଲ ପର ନେହିଁ, ଅପନେ ଦମ ପର।’

ସମ୍ବନ୍ଧିତ ଖବର