ଲକ୍‌ଡାଉନ୍‌ ସମୟରେ ଘରେ ବସି କାହିଁକି ଏମିତି ସବୁ ଟ୍ବିଟ୍‌ କରୁଛନ୍ତି ବିଗ୍‌ ବି?

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ତାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ବି ବିଗ୍‌ ବି ଅମିତାଭ୍‌ ଲକ୍‌ଡାଉନ୍‌ ସମୟରେ କରିଥିବା କିଛି  ପୋଷ୍ଟ୍‌ ପାଇଁ ଚର୍ଚ୍ଚା ପାଲଟିଛନ୍ତି। ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ବିଗ୍‌ ବିଙ୍କର କିଛି ଟ୍ବିଟ୍‌ ଦେଖିବା ପରେ ଆପଣଙ୍କ ଭାବନା ବି ଲକ୍‌ ହୋଇଯିବ! ବିଗ୍‌ ବି ଏପରି କିଛି ଟ୍ବିଟ୍‌ କରିଛନ୍ତି ଯାହାର କିଛି ବି ମାନେ ବୁଝାପଡୁନି।

ସୋସିଆଲ୍‌ ମିଡିଆରେ ସଦା ଅର୍ଥପୂର୍ଣ୍ଣ ଟ୍ବିଟ୍‌ କରୁଥିବା ବିଗ୍‌ ବିଙ୍କର ଏପରି କିଛି ଟ୍ବିଟ୍‌ ଆମେ ଆପଣଙ୍କୁ ଦେଖାଇଛୁ ଯାହା ଆପଣଙ୍କୁ ଚକିତ କରିବ। ସେହିପରି କିଛି ଟ୍ବିଟ୍‌ ଉପରେ ଦିଆଯାଇଛି।

ସମ୍ବନ୍ଧିତ ଖବର