ଡେବ୍ୟୁ ସିନେମାରେ ହଟ୍ ହିରୋଇନ୍‌ ବନିଥିଲେ ଏହି ଓଲିଉଡ ନାୟିକା , ହେଲେ …

0 1,991

ଓଲିଉଡରେ ସମସ୍ତେ ଏବେ ନିହାରିକା ଦାଶଙ୍କୁ ଖୋଜୁଛନ୍ତି। କାରଣ ପ୍ରଥମ ସିନେମାରେ ସେ ହଟ୍‌ ହିରୋଇନ୍‌ ବନି ଯାଇଥିଲେ ।
ସେ ଥିଲେ ରିଆଲିଟି ସୋ’ ‘କିଏ ହେବ ମୋ’ହିରୋଇନ୍‌’ ସିଜିନ୍‌-ଟୁର ବିଜୟିନୀ । ନିହାରିକା ଦାଶଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ତୁ କହିବୁ ନା ମୁଁ’। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଷ୍ଟାରସନ୍‌ ଅମ୍ଳାନଙ୍କ ସହ ନଜର ଆସିଥିଲେ ନିହାରିକା। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ସିନେମା।


‘ତୁ କହିବୁ ନା ମୁଁ’ ସିନେମାରେ ଅମ୍ଳାନ ଓ ନିହାରିକାଙ୍କ ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ଯୁବ ଦର୍ଶକ ଏକ ପ୍ରକାର ପାଗଳ ହୋଇ ଉଠିଥିଲେ। ଏହି ସିନ୍‌ ପାଇଁ ଫିଲ୍ମ ଅଧିକ ଚର୍ଚ୍ଚାରେ ରହିଲା। ଏହି ସିନେମା‘ତୁ କହିବୁ ନା ମୁଁ’ ନିହାରିକା ଦାଶଙ୍କୁ ଜଣେ ହଟ୍‌ ହିରୋଇନ୍‌ର ମାନ୍ୟତା ଦେଇଥିଲା। ଦର୍ଶକ ଭାବିଥିଲେ ସେ ଅଧିକ ସିନେମାରେ ଦେଖା ଦେବେ ,ମାତ୍ର ସେଭଳି କିଛି ଘଟି ନାହିଁ। ସତ କହିବାକୁଗଲେ କ୍ୟାରିଅରରେ ନିହାରିକା ବିଶେଷ ସଫଳ ହୋଇପାରି ନାହାନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.