୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: କିଏ ପାଇଲେ କେଉଁ ପୁରସ୍କାର

ଭୁବନେଶ୍ୱର: ଆଜି ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ବିଭିନ୍ନ ବିଭାଗରେ ପୁରସ୍କାର ଲାଭ କରିଥିବା ସିନେ-କଳାକାରମାନଙ୍କ ନାମ ତାଲିକା ନିମ୍ନରେ ପ୍ରଦାନ କରାଗଲା।

ଜୟଦେବ ପୁରସ୍କାର -ପ୍ରଣବ କିଶୋର ପଟ୍ଟନାୟକ
ଶେଷ୍ଠ ଚଳଚ୍ଚିତ୍ର- ଚିନି
ଶ୍ରେଷ୍ଠ ନିର୍ଦ୍ଦେଶକ – ଅଜୟ ରଥ (ନାମର୍ଦ)
ଶ୍ରେଷ୍ଠ ଅଭିନେତା- ସମରେଶ ରାଉତରାୟ (ନାମର୍ଦ)
ଶ୍ରେଷ୍ଠ ଅଭିନେତ୍ରୀ -ସଙ୍ଗୀତା ମହାପାତ୍ର (ଲିପି) (ମୀମାଂସା)
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ମୀନକେତନ (ମୀମାଂସା)
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ – ମହାଶ୍ୱେତା ରାୟ ( ଦେଲେ ଧରା କଥା ସରେ)
ଶ୍ରେଷ୍ଠ ପାର୍ଶ୍ୱ ହାସ୍ୟାଭିନେତା- ଚିତ୍ତରଂଜନ ତ୍ରିପାଠୀ ( ଲଭ ୟୁ ଜେସିକା)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଗୁଡୁଲି ରଥ ( ତୁ କହିବୁ ନା ମୁଁ)
ଶ୍ରେଷ୍ଠ କାହାଣୀକାର-ଦିଲୀପ ଚୌଧୁରୀ (ନାମର୍ଦ)
ଶ୍ରେଷ୍ଠ ଚିତ୍ରନାଟ୍ୟକାର- ଦିଲୀପ ଚୌଧୁରୀ (ନାମର୍ଦ)
ଶ୍ରେଷ୍ଠ ସଂଳାପକାର- ଦିଲୀପ ଚୌଧୁରୀ( ଲଭ ୟୁ ଜେସିକା)
ଶ୍ରେଷ୍ଠ ଗୀତିକାର – ସୁବ୍ରତ ସ୍ୱାଇଁ ( ଅଗସ୍ତ୍ୟ)
ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ – ଦିଲୀପ ରାୟ ( ଚିନି)
ଶ୍ରେଷ୍ଠ ଗାୟକ -ଶଶାଙ୍କ ( ତୁ କହିବୁ ନା ମୁଁ)
ଶ୍ରେଷ୍ଠ ଗାୟିକା- ମହାଲକ୍ଷ୍ମୀ ଆୟାର୍‌ ( ମୀମାଂସା)
ଶ୍ରେଷ୍ଠ ସଂପାଦକ- ସୁକୁମାର ମଣି -( ଲଭ ୟୁ ଜେସିକା )
ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ – ତିଥିରୁପା ବହିଦାର ( ଚିନି)
ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ଦେବେନ ଅମାତ୍‌ ( ଚିନି)
ଶ୍ରେଷ୍ଠ ରୂପସଜ୍ଜାକାରୀ- ସମରେଶ ପାଲ୍‌ ( ତୁ କହିବୁ ନା ମୁଁ)

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ -ବବି ଇସଲାମ୍‌ (ଚିନି)
ଶ୍ରେଷ୍ଠ ଶଦ୍ଦ ଗ୍ରହଣକାରୀ -ସୁବାସ ସାହୁ ( ମୀମାଂସା)
ଶ୍ରେଷ୍ଠ ପୋଷାକ ସଜ୍ଜାକାରୀ -ସନ୍ତୋଷ କୁମାର ଦଳେଇ( ମୀମାଂସା)
ସ୍ୱତନ୍ତ୍ର ଜୁରି ପୁରସ୍କାର- ବିଦିତା ବାଗ (ନାମର୍ଦ)

ସମ୍ବନ୍ଧିତ ଖବର