ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଏହି ସେଲିବ୍ରିଟିଙ୍କୁ ଇଣ୍ଟରଭ୍ୟୁ ଦେଇଥିଲେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହି କାରଣ ପାଇଁ ମୋଦିଙ୍କୁ ଦେବାକୁ ପଡ଼ିଥିଲା ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ: ୨୦୧୭ରେ ଭାରତର ପ୍ରଧାନମନ୍ତ୍ରୀ ହୋଇ ନରେନ୍ଦ୍ର ମୋଦି ଜଣେ ସେଲିବ୍ରିଟିଙ୍କୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରଭ୍ୟୁ  ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି କେଉଁ କାରଣ ଥିଲା ଯାହା ପାଇଁ ମୋଦିଙ୍କୁ ଏପରି କରିବାକୁ ପଡ଼ିଲା, ସେଇ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି ।

Deccan Chronicle

ସୂଚନା ମୁତାବକ,୨୦୧୭ରେ ମୋଦି ଲେଖକ ପ୍ରସୋନ ଜୋଶୀଙ୍କୁ ଦେଖା କରିଥିଲେ । ଲଣ୍ଡନରେ ପ୍ରସୋନ ଯୋଶୀ ମୋଦିଙ୍କୁ ଦେଖା କରିବା ପରେ ୨ଘଣ୍ଟା ୨୦ମିନିଟ୍‌ ପର୍ଯ୍ୟନ୍ତ ତାଙ୍କର ଇଣ୍ଟରଭ୍ୟୁ  ନେଇଥିଲେ ପ୍ରସୋନ ଯୋଶୀ । ପ୍ରସୋନ ଯୋଶୀ ମାକ୍‌କନ୍‌ ଓ୍‌ାର୍ଲଡ଼୍‍ର ସିଇଓ ହୋଇଥିବାରୁ ମୋଦି ତାଙ୍କୁ ଭେଟିଥିଲେ ବୋଲି ଜଣା ପଡ଼ିଛି । ଯାହା ପରେ ମାକ୍‌କନ୍‌ ଓ୍‌ାର୍ଲଡ଼୍‍ ମେକ୍‌ ଇନ୍‌ ଇଣ୍ଡିଆ ଏବଂ ମୋଦିଙ୍କ ବିଦେଶୀ କ୍ୟାମ୍ପେନ୍‌ ପାଇଁ ଜିଙ୍ଗଲ୍‌ସ ଡ଼ିଜାଇନ୍‌ କରିଥିଲା ।

ସମ୍ବନ୍ଧିତ ଖବର