ସଲମାନଙ୍କୁ ଗାଳି ଦେବା ସହ ବିଗ୍ ବସ୍-୧୩କୁ ବନ୍ଦ କରିବା ପାଇଁ ଦାବି କରିବାରେ ଲାଗିଛନ୍ତି ଲୋକେ, ଜାଣନ୍ତୁ କାରଣ…
ମୁମ୍ବାଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍ ବସ୍ ପ୍ରତି ବର୍ଷ କୌଣସି ନା କୌଣସି କାରଣ ପାଇଁ ବିବାଦରେ ଛନ୍ଦି ହୋଇ ଯାଇଥାଏ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଗ୍ ବସ୍ ଘରେ କରାଯାଇଥିବା ପରିବର୍ତ୍ତନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମହିଳା ପ୍ରତିଯୋଗୀମାନେ ପୁୁରୁଷ ପ୍ରତିଯୋଗୀମାନଙ୍କ ସହ ନିଜର ବେଡ୍ ସେୟାର କରିବାର ନିୟମକୁ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି । ସୋ’ ଆରମ୍ଭକୁ ମାତ୍ର ସପ୍ତାହେ ପୁରି ଥିଲେ ମଧ୍ୟ ଲୋକେ ଏହାକୁ ବନ୍ଦ କରିବା ପାଇଁ ଦାବି କରିବାରେ ଲାଗି ପଡ଼ିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
बिग बॉस नहीं है ये, अय्याशी का अड्डा बना रहे हैं, ऐसे शो का पूर्ण रूप से विरोध और इसे बंद करना चाहिए।
खैर मैंने आज तक इसका एक भी एपिसोड नहीं देखा है बस ऐसे ही जानकारी मिलती है
ऐसे प्रोगामों को देख कर समाज में गंदगी फैल रही है इस पर तुरंत बैन लगना चाहिए✍🏻#UnsubscribeColoursTV— Satyadev Pachauri (@sdPachauri1) October 5, 2019
ଟୁଇଟ୍ରରେ ଲୋକେ #ବଏକଟ୍ ବିଗ୍ ବସ୍ ଓ #ଅନ୍ସବ୍ସ୍କ୍ରଇବ୍ କଲର୍ସଟିଭି ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ସୋ’ ଜରିଆରେ ଲଭ୍ ଜିହାଦ୍କୁ ପ୍ରତ୍ସୋହିତ କରାଯାଉଥିବାର ଅଭିଯୋଗ କରି ଲୋକେ ଏଭଳି ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ବିଜେପି ନେତା ସତ୍ୟଦେବ ପଚୌରୀ ଟୁଇଟ୍ କରି କହିଛନ୍ତି, ଏହା ବିଗ୍ ବସ୍ ନୁହେଁ, ଅଶ୍ଲୀଳତା ଓ ‘ଅୟାସି’ର ଆଡ୍ଡା ବନି ଯାଇଛି । ରିୟାଲିଟି ନାମରେ ଅଶ୍ଲୀଳତା ଦେଖିବାକୁ ମିଳୁଛି । ଏହାକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଦରକାର ।
सलमानजी फ़िल्मी पर्दे पर देशभक्त का रोल करने वाला,bigboss में इतना गिर गया की “पैसे” के लिए ये ग़लत देख कर आँखें बंद किए हो या आप परोक्ष रूप से “पैसों” की लालच में लड़कियों से ये सब करते,लवजेहाद को बढ़ा रहे हो?आप भी किसी को बहन मानते हो ना?#जेहादी_बिगबॉस #UnsubscribeColoursTV
— Tulsidas Chaturvedi (@TulsidasRChatu1) October 5, 2019