କରୋନା ସଂକ୍ରମଣ ପାଇଁ ଦେଶରେ ୩୧ ମେ’ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରାଯାଇଛି। ସମସ୍ତେ ଗୃହବନ୍ଦୀ ରହିଥିବା ବେଳେ ସେଲେବ୍ରିଟିମାନେ ବି ନିଜ ଘରେ କିଚେନ୍ରେ କିଛି ଡିସ୍ ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସଞ୍ଜୟ ଦତ୍ତଙ୍କ ଝିଅ ଇକରା ମଧ୍ୟ କିଚେନ୍ରେ ସେଫ୍ ସାଜିଛନ୍ତି। ସେ ଏକ ସ୍ପେସାଲ୍ ଡିସ୍ ପ୍ରସ୍ତୁତ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଏହି ଭିଡିଓ ସେୟାର କରିଛନ୍ତି। ସଂପ୍ରତି ସଞ୍ଜୟ ମୁମ୍ବାଇରେ ଏକଲା ରହୁଥିବା ବେଳେ ମାନ୍ୟତା ନିଜ ପିଲାଙ୍କ ସହ ଦୁବାଇରେ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ଇକ୍ରା ମନଧ୍ୟାନ ଦେଇ ରୋଷେଇ କରିବା ସହ ଖାଦ୍ୟକୁ ସାବଧାନତାର ସହ ପରସି ଆଣୁଛନ୍ତି।
ସଞ୍ଜୟ ଦତ୍ତଙ୍କ ଝିଅ ଇକରା ହେଲେ ସେଫ୍
/sambad/media/post_attachments/wp-content/uploads/2020/05/fh7sf9h7sf98h7sf98hs7f98hsfhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)