ପ୍ରଶଂସକଙ୍କ ମନ କିଣିଲେ ସୈଫ୍‌ ତନୟା ସାରା, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ମୁମ୍ବାଇ: ଛୋଟେ ନବାବ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଲାଡ୍‌ଲୀ ସାରା ଅଲ୍ଲୀ ଖାନ୍‌ ବି-ଟାଉନ୍‌ର ସବୁଠାରୁ ଚର୍ଚ୍ଚିତ ଚେହେରା। ସାରାଙ୍କୁ ଫ୍ୟାନ୍‌ମାନେ ଅନ୍‌ସ୍କ୍ରିନ୍‌ ଯେତିକି ପସନ୍ଦ ତାଙ୍କର ସୁମଧୁର ବ୍ୟବହାର ପାଇଁ ତାଙ୍କୁ ଅଫ୍‌ସ୍କ୍ରିନ୍‌ ବି ବେଶ୍‌ ପସନ୍ଦ କରିଥାନ୍ତି ଲୋକେ। ସାରାଙ୍କ ବ୍ୟକ୍ତିତ୍ୱ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆକର୍ଷିତ କରିଥାଏ। ସୋସିଆଲ୍‌ ମିଡିଆରେ ସାରାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓଟିକୁ ଦେଖିବା ପରେ ସାରାଙ୍କୁ ତାଙ୍କ ପ୍ରଶଂସକମାନେ ପ୍ରଶଂସାରେ ପୋତି ପକାଉଛନ୍ତି।

 

 

View this post on Instagram

 

#saraalikhan back from Bangkok #airportdiaries #viralbhayani @viralbhayani

A post shared by Viral Bhayani (@viralbhayani) on

ସାରା ବ୍ୟାଙ୍କ୍‌କରୁ ମୁମ୍ବାଇ ଫେରୁଥିବା ବେଳେ ବିମାନବନ୍ଦରରେ ସାରାଙ୍କ ପ୍ରଶଂସକ ତାଙ୍କୁ ସେଲ୍‌ଫିଟିଏ ପାଇଁ ଘେରି ଯାଇଥିଲେ। ସେମାନଙ୍କ ମଧ୍ୟ କୁନି ପିଲା ବି ଥିଲେ। ସାରା ସେହି କୁନି ପିଲା ସହ ସେଲ୍‌ଫି ନେଇ ସଭିଙ୍କ ଲୋକଙ୍କ ମନ କିଣିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର