ପ୍ୟାଣ୍ଟ ନ ପିନ୍ଧି ପୁଅକୁ ଧରି ବୁଲି ବାହାରିଥିଲେ ଶିଳ୍ପା ସେଟ୍ଟୀ, ଫଟୋ ଭାଇରାଲ ପରେ ହେଲେ ଟ୍ରୋଲ୍‌

1 4,520

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁରୁଣା ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫଟୋଟି ଭାଇରାଲ ହେବା ପରେ ଏବେ ତାଙ୍କୁ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ଫଟୋଟି ସେପ୍ଟେମ୍ବର ୨୦୧୭ର ହୋଇଥିବା ବେଳେ ପୁଅ ଭିିଭାନ୍‌ ସହ ମୁମ୍ବାଇ ରାସ୍ତାରେ ବୁଲୁଥିବା ବେଳେ ଏହି ଫଟୋଟି ନିଆଯାଇଥିଲା । ଏହି ଫଟୋରେ ଶିଳ୍ପ ଏକ କୁର୍ତ୍ତି ପିନ୍ଧିଥିବା ବେଳେ ତଳେ କିଛି ପିନ୍ଧି ନଥିବା ଦେଖା ଯାଇଛି । ଯେଉଁଥି ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।

Patrika

ଶିଳ୍ପାଙ୍କ ଭାଇରାଲ ଫଟୋକୁ ଥଟ୍ଟା କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି- ‘ମ୍ୟାଡ଼ାମ୍‌ ବହୁତ ବ୍ୟସ୍ତରେ ଅଛନ୍ତି…..ସେଥି ପାଇଁ ତଳେ ପ୍ୟାଣ୍ଟ ପିନ୍ଧିବାକୁ ଭୁଲି ଯାଇଛନ୍ତି । ଏବେ ଆମେ ଦେଖିଲେ କହିବେ କି ଆମେ ଖରାପ ନଜରରେ ଦେଖୁଛୁ ।’ ଆଉ ଜଣେ ବ୍ୟବହାରକାରୀ ପ୍ୟାଣ୍ଟ ପିନ୍ଧିଥିଲେ ଭଲ ଲାଗିଥାନ୍ତ ବୋଲି ମତ ଦେଇଥିଲେ । ତେବେ ଏହା ପ୍ରଥମ ନୁହେଁ ,ଏହା ପୂର୍ବରୁ ତାଙ୍କୁ ଅନେକ ଥର ଟ୍ରୋଲ କରାଯାଇ ସାରିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. hokiteem says

    Kerala State is highjacked by Arab Countries due to this reason several Good Caste People are migrated to Karnataka and Goa.The Muslims and Afghanistan people are providing employment to Kerala State people in Gulf Countries and migrating to Kerala is an story that many people of Karnataka, Tamil Nadu,Go a people tell to others during colleges and universities.
    Shilpa Shetty’s husband is also a Dubai linked Muslim Man and hence in Mumbai Hindi Films Shilpa Shetty did not have films.
    Kerala State people are Proxies to Muslims of Dubai and Gulf Countries Drug Addicts,Drug business and Petrol selling countries money.
    During this Kerala State Floods Crores of money from different countries are been transferred to Flood Relief Fund.
    There is a News that A Brasil Footballer has donated 70000 US dollars to Kerala State and Two People have generated 1.5 million US Dollars in one day for Kerala State.
    The Central Government has sanctioned 500 crore rupees and again some news reports States that the Central Government has sanctioned 600 crore rupees and today the news reports States that Central Government has sanctioned 2000 crore rupees to Kerala State.
    In the name of Floods crores of rupees are transferred to Kerala State and subsequently transferred to several individuals pockets for their Enjoyment and Pleasure is a talk in Public.
    People of Tamil Nadu are stating that the Kerala State flood’s are created manually by releasing the Water from Dams during the Rainy season.
    The Satilite Predictions of Rainfall awakes the Government Departments in Advance for taking Precautionary measure has been supressed to generate huge money from different countries to enrich the lives of the people of Kerala State.
    With the help of all these Donations many Kerala State people will try to buy Fixed Assets and Luxuries,Cars,ACs etc in different places in India.
    Central Government has sanctioned regular budget for every state in April.