ପ୍ୟାଣ୍ଟ ନ ପିନ୍ଧି ପୁଅକୁ ଧରି ବୁଲି ବାହାରିଥିଲେ ଶିଳ୍ପା ସେଟ୍ଟୀ, ଫଟୋ ଭାଇରାଲ ପରେ ହେଲେ ଟ୍ରୋଲ୍‌

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁରୁଣା ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫଟୋଟି ଭାଇରାଲ ହେବା ପରେ ଏବେ ତାଙ୍କୁ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ଫଟୋଟି ସେପ୍ଟେମ୍ବର ୨୦୧୭ର ହୋଇଥିବା ବେଳେ ପୁଅ ଭିିଭାନ୍‌ ସହ ମୁମ୍ବାଇ ରାସ୍ତାରେ ବୁଲୁଥିବା ବେଳେ ଏହି ଫଟୋଟି ନିଆଯାଇଥିଲା । ଏହି ଫଟୋରେ ଶିଳ୍ପ ଏକ କୁର୍ତ୍ତି ପିନ୍ଧିଥିବା ବେଳେ ତଳେ କିଛି ପିନ୍ଧି ନଥିବା ଦେଖା ଯାଇଛି । ଯେଉଁଥି ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।

Patrika

ଶିଳ୍ପାଙ୍କ ଭାଇରାଲ ଫଟୋକୁ ଥଟ୍ଟା କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି- ‘ମ୍ୟାଡ଼ାମ୍‌ ବହୁତ ବ୍ୟସ୍ତରେ ଅଛନ୍ତି…..ସେଥି ପାଇଁ ତଳେ ପ୍ୟାଣ୍ଟ ପିନ୍ଧିବାକୁ ଭୁଲି ଯାଇଛନ୍ତି । ଏବେ ଆମେ ଦେଖିଲେ କହିବେ କି ଆମେ ଖରାପ ନଜରରେ ଦେଖୁଛୁ ।’ ଆଉ ଜଣେ ବ୍ୟବହାରକାରୀ ପ୍ୟାଣ୍ଟ ପିନ୍ଧିଥିଲେ ଭଲ ଲାଗିଥାନ୍ତ ବୋଲି ମତ ଦେଇଥିଲେ । ତେବେ ଏହା ପ୍ରଥମ ନୁହେଁ ,ଏହା ପୂର୍ବରୁ ତାଙ୍କୁ ଅନେକ ଥର ଟ୍ରୋଲ କରାଯାଇ ସାରିଛି ।

ସମ୍ବନ୍ଧିତ ଖବର